ବଞ୍ଚିଥିବା ପର୍ଯ୍ୟନ୍ତ ହେବନାହିଁ ଅଣ୍ଟା ଦରଜ , Joint Pain , ମୋଟାପା ସବୁଦିନ ପାଇଁ ଗାଏବ – ଜାଣିଲେ ଆଶ୍ଚର୍ଯ୍ୟ ହେବେ

ବନ୍ଧୁଗଣ ନମସ୍କାର ନିତି ଦିନ ଜୀବନରେ ଆମେ ଅନେକ ପ୍ରକାରର ଖାଦ୍ୟ ଖାଉ । ଏବଂ ଅନେକ କାର୍ଯ୍ୟ କରୁ ମଧ୍ୟ । ପ୍ରାୟତଃ ସମସ୍ତେ ବାହାର ଏବଂ ହୋଟେଲରେ ମସଲା ଜାତୀୟ ଖାଦ୍ୟ ଖାଇବା କୁ ବେଶୀ ପସନ୍ଦ କରିଥାନ୍ତି । ଏବଂ ଘର ଖାଇବାକୁ ଅଳ୍ପ ଖାଆନ୍ତି ଏବଂ ପସନ୍ଦ ମଧ୍ୟ କରନ୍ତି ନାହିଁ । କିନ୍ତୁ ବାହାର କିମ୍ବା ହୋଟେଲ ରେ ଯେଉଁ ଖାଦ୍ୟ ଆମକୁ ଦିଆଯାଏ ସେଥିରେ ଅନେକ ପ୍ରକାରର କେମିକଲ ଥାଏ ଏବଂ ବାସୀ ମଧ୍ୟ ଥାଏ । ଏବଂ ତା ଛଡା ସେ ଯେଉଁ ତେଲ ରେ ପ୍ରସ୍ତୁତ ହୋଇଥାଏ ତାହା ମଧ୍ୟ ଖ-ରା-ପ ତେଲ ଥାଏ । ଏବଂ ସେହି ତେଲ ରେ ପ୍ରସ୍ତୁତ ଖାଦ୍ୟ କୁ ଖାଇ ଆମେ ଅନେକ ରୋଗରେ ପୀ-ଡ଼ି-ତ ହୋଇଥାଉ । ଏବଂ ଆମ ର-କ୍ତ ମଧ୍ୟ ଅଶୁଦ୍ଧ ହୋଇ ଥାଏ । ଯାହା ଦ୍ୱାରା ଆମ ପାଚନ ନଳୀ ମଧ୍ୟ ଖ-ରା-ପ ହୋଇଯାଏ ଏବଂ ଖାଦ୍ୟ ସଠିକ ଭାବରେ ହଜମ ହୁଏ ନାହିଁ । ଏବଂ ତା ଯୋଗୁଁ ଯେତେ ଖାଦ୍ୟ ଖାଇଲେ ମଧ୍ୟ ଆପଣଙ୍କ ଦେହ ରେ ଲାଗେ ନାହିଁ । ଏବଂ ଆପଣ ଦୁ-ର୍ବ-ଳ ହୋଇ ଯାଆନ୍ତି । ଏବଂ ସ୍ୱାସ୍ଥ୍ୟ ଖ-ରା-ପ ହେଲେ ମାନସିକ ସ୍ଥିତି ମଧ୍ୟ ଖ-ରା-ପ ହୋଇ ଯାଏ । ଏବଂ କୌଣସି କାର୍ଯ୍ୟ କରିବାରେ ମନ ଲାଗେ ନାହିଁ । ତେବେ ଏହି ରୋଗରୁ ମୁ-କ୍ତି ପାଇଁ ଆମେ ଅନେକ ଔଷଧ ଖାଇଥାଉ । ଏବଂ ଅଧିକ ଔଷଧ ଖାଇବା ଦ୍ୱାରା ତାର ଓଲଟା ପ୍ରଭାବ ବି ସ୍ୱାସ୍ଥ୍ୟ ରେ ପକାଇ ଥାଏ । ତେଣୁ ଚାଲନ୍ତୁ ଜାଣିନେବା କିପରି ଏହି ରୋଗରୁ ମୁ-କ୍ତି ପାଇଁ ଆମେ ଘରୋଇ ଉପଚାର ବ୍ୟବହାର କରି ପାରିବା । ତେବେ ଆସନ୍ତୁ ସେହି ଜିନିଷ ଟି କଣ ସେ ବିଷୟରେ ଆଲୋଚନା କରି ନେବା ।
ସେ ଜିନିଷ ଟି ହେଉଛି ତେଜ ପତ୍ର । ତେବେ ତେଜ ପତ୍ର କୁ ସର୍ଵଦା ଖାଦ୍ୟ ପ୍ରସ୍ତୁତି ରେ ବ୍ୟବହାର କରାଯାଇଥାଏ କିନ୍ତୁ ଏହା ଛଡା ମଧ୍ୟ ଆପଣ ତେଜ ପତ୍ର କୁ ନିଜ ରୋଗର ଉପଚାର ଭାବରେ ବ୍ୟବହାର କରି ପାରିବେ । ତେବେ ଆସନ୍ତୁ ଏହାର ଫାଇଦା ବିଷୟ ରେ ଆଲୋଚନା କରି ନେବା । ପ୍ରଥମରେ ହେଉଛି ଯଦି ଆପଣ ନିଜର ମୋଟାପା କୁ କମେଇବା ପାଇଁ ଚାହୁଁଛନ୍ତି ତେବେ ଆପଣ ନିଶ୍ଚିତ ରୂପରେ ତିନି ରୁ ଚାରୋଟି ତେଜପତ୍ର କୁ ପାଣିରେ ଭିଜେଇ ରଖି ଦିଅନ୍ତୁ ଏବଂ ସକାଳେ ପାଣି କୁ ଫୁଟାଇ ଦିଅନ୍ତୁ ଏବଂ ରହି ରହି ପିଅନ୍ତୁ ।
ଏହା ଦ୍ୱାରା ଆପଣଙ୍କ ଶରୀର ରେ ଥିବା ମେଟାପୋଲିଜମ କମିବାରେ ଲାଗିବ ଏବଂ ଆପଣ ନିଶ୍ଚିତ ରୂପରେ ନିଜର ମୋଟାପା କୁ କମେଇ ପାରିବେ ।
ଏହା ଛଡା ଆପଣ ତେଜ ପତ୍ର ର ଚୁରଣ କୁ କିମ୍ବା ତାକୁ ଗୁଣ୍ଡ କରି ଲସି ରେ ମିଶେଇ ପିଇବା ଦ୍ୱାରା ଆପଣ ଙ୍କୁ କ୍ୟାଲସିୟମ ମିଳିଥାଏ ଏବଂ ଆପଣଙ୍କ ହା-ଡ଼ ମଜବୁତ ରୁହେ । ପେଟ ମଧ୍ୟ ଥଂଡା ରୁହେ ତା ସହ ସ୍ମରଣ ଶକ୍ତି ମଧ୍ୟ ବୃଦ୍ଧି ହୁଏ । ତେବେ ଏହା ଛଡା ଏହି ଗୁଣ୍ଡ କୁ ଆପଣ ଯଦି ଗରମ ପାଣି ରେ ପକେଇ ତାକୁ ଫୁ-ଟେ-ଇ ସକାଳେ ଖାଲି ପେଟ ରେ ଯଦି ସେଵନ କରିବେ ତେବେ ଆପଣଙ୍କ ଆଣ୍ଠୁ ଗଣ୍ଠି ବି-ନ୍ଧା ସବୁ ନିଶ୍ଚିତ ରୂପରେ ଭଲ ହୋଇଯିବ ।
ତେବେ ଆପଣଙ୍କ ରୋଷେଇ ଘରେ ଥିବା ଵସ୍ତୁ ହିଁ ଆପଣଙ୍କ ଉପଚାର ରେ ସହାୟକ ହୋଇ ପାରିବ ।

ଆପଣଙ୍କୁ ଆମର ଏହି ପୋଷ୍ଟ ଟି ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ଅନେକ ନୂଆ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *