ଦିନରେ ମାତ୍ର ଥରେ ନିଅନ୍ତୁ, ବାତ ରୋଗ, Joint Pain, ହାଡ କମଜୋରି, Calcium ର ଅଭାବ, Weakness ଜୀବନରେ କେବେ ବି ହେବ ନାହିଁ ( Healthy Tips )

ବନ୍ଧୁଗଣ ଆୟୁର୍ବେଦ ରେ ଏପରି ବହୁତ ଉପାୟ ରହିଛି ଯାହା କୌଣସି ରାମବାଣ ଠାରୁ କମ ନୁହେଁ । ଯେଉଁମାନେ ବାତ ରୋଗରେ ପୀଡିତ ସେମାନଙ୍କ ମୁହଁ ଶୁଖିଲା ଦେଖାଯାଇଥାଏ ଏବଂ ତାଙ୍କର ହାଡ ଗଣ୍ଠି ରେ ଦରଜ ରହିଥାଏ । ଏପରି କିଛି ଉପାୟ ଆୟୁର୍ବେଦ ରେ ରହିଛି ଯାହା ଧ୍ୟାନ ରଖିବା ଦ୍ଵାରା ବାତ ରୋଗ ସମ୍ପୂର୍ଣ୍ଣ ଦୁର ହୋଇଯିବ । ଏବଂ ଏପରି କେଉଁ ଉପାୟ ଅଛି ଯାହାକୁ ଆପଣ ଦିନରେ କେବଳ ଥରେ କରିବା ଦ୍ୱାରା ବାତର ଯେତେ ବି ରୋଗ ଅଛି ଦୂର ହୋଇଯିବ । ତେବେ ଚାଲନ୍ତୁ ଜାଣିବା ।

ଯଦି ଆପଣଙ୍କୁ ବାତ ରୋଗ ରହିଛି ବା ଆପଣ ବାତ ରୋଗ ଠାରୁ ଦୂରେଇ ରହିବାକୁ ଚାହୁଁଛନ୍ତି ତେବେ ଆପଣ ଅଧିକ ମାତ୍ରାରେ ତେଲ ର ସେବନ କରନ୍ତୁ ନାହିଁ । ଏହା ଆପଣଙ୍କ ପାଇଁ ଭଲ ହୋଇନଥାଏ । ଆପଣ ସୋରିଷ ତେଲ ଅଥବା ବାଦାମ ତେଲ ର ସେବନ କରନ୍ତୁ ।

ଯଦି ଆପଣଙ୍କୁ ବାତ ରୋଗ ରହିଛି ତେବେ ଆପଣ ପ୍ରତେକ ଦିନ ଗୋଡ଼ ହାତ ମାଲିସ କରନ୍ତୁ । ଏହା ଦ୍ବାରା ଆପଣଙ୍କ ବାତ ରୋଗ ଭଲ ହୋଇଥାଏ ଏବଂ ବୃଦ୍ଧା ଅବସ୍ଥା ରେ ମଧ୍ୟ ଆଣ୍ଠୁ ଗଣ୍ଠି ର କୌଣସି ସମସ୍ୟା ଦେଖା ଦିଏ ନାହିଁ । ଆପଣ ନିଶ୍ଚିନ୍ତ ଭାବରେ ମୁଣ୍ଡରେ, ପାଦରେ, ଏବଂ କାନରେ ମାଲିସ କରନ୍ତୁ ।

ବନ୍ଧୁଗଣ ବାତ ରୋଗ ଠାରୁ ମୁକ୍ତି ପାଇବାକୁ ହେଲେ ଶରୀରକୁ ଏକ୍ଟିବ ରଖିବାକୁ ହୋଇଥାଏ । ତେଣୁ ଆପଣଙ୍କୁ ସବୁଦିନ ଏପରି ବ୍ୟାୟାମ ବା ଏକ୍ସରସାଇଯ କରିବାକୁ ହେବ ଯାହା ଫଳରେ ଆପଣଙ୍କ ଶରୀରରୁ ଝାଳ ବାହାରୁଥିବ ।

ଆପଣ କେବେ ମଧ୍ୟ ବୋତଲ ଟେକି ପାଣି ପିଅନ୍ତୁ ନାହିଁ । ଏହା ଦ୍ବାରା ବାତ ରୋଗ ବଢ଼ିଥାଏ । ସବୁବେଳେ ଗ୍ଲାସ ରେ ମୁହଁ ଲଗାଇ ପାଣି ପିଅନ୍ତୁ । ବଟ ରୋଗ ଥିଲେ ଅଧିକ ମଇଦା ଏବଂ ପ୍ରୋଟିନ ର ସେବନ କରନ୍ତୁ ନାହିଁ । ଏହା ଆପଣଙ୍କ ଶରୀର ପାଇଁ ହାନିକାରକ ହୋଇଥାଏ । ଏବେ ଆସନ୍ତୁ ଜାଣିବା ସେହି ଉପଚାର ବିଷୟରେ । ପ୍ରଥମେ ଗୋଟେ ଅଦା ନେଇ ତାକୁ ଭଲ ଭାବରେ ଧୋଇନିଅନ୍ତୁ ।

ବର୍ତ୍ତମାନ ତାକୁ ଚୋପା ଛଡ଼ାଇ ପତଳା ପତଳା କରି କାଟି ନିଅନ୍ତୁ । ଏବେ ସେଥିରେ ଗୋଟେ ଫାଳ ଲେମ୍ବୁ ରସ ମିଶାନ୍ତୁ । ଏହାପରେ ଅଳ୍ପ ଟିକେ ଲୁଣ ପକାନ୍ତୁ । ଏହାକୁ ଏପରି ଗୋଟେ ସପ୍ତାହ ଛାଡ଼ିଡ଼ିଅନ୍ତି ଏବଂ ପ୍ରତେକ ଦିନ ଏଥିରୁ ୩ ରୁ ୪ ଟି ସେବନ କରନ୍ତୁ । ଦେଖିବେ ଆପଣଙ୍କ ବାତ ରୋଗ ପରି ସମସ୍ୟା ଖୁବ ସହଜରେ ଦୂର ହୋଇଯିବ । ତେବେ ବନ୍ଧୁଗଣ ଆପଣ ସୁସ୍ଥ ରୁହନ୍ତୁ ଏବଂ ଏହି ପୋଷ୍ଟ ଟି ଗୋଟେ ସେୟାର କରି ଅନ୍ୟ ମାନଙ୍କୁ ମଧ୍ୟ ସୁସ୍ଥ ରଖନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *