ଭାରତରେ କେତୋଟି ରାଜ୍ୟ ଅଛି ? ଏହା ସହିତ ଆହୁରି 10 ଟି GK Questions & Answers

ନମସ୍କାର ଦର୍ଶକବନ୍ଧୁ ଆଜି ଆମେ ଆମ ଦେଶ ମାନେ ଭାରତ ବିଷୟରେ କିଛି ଜାଣିବା । ଆଜି ଆମେ ଆପଣଙ୍କ ପାଇଁ ନେଇ ଆସୁଛି କିଛି ଚତୁର ପ୍ରଶ୍ନ ଉତ୍ତର । ଯାହା ଆପଣଙ୍କୁ ନିଜ ଜ୍ଞାନ ବଢ଼ାଇବାରେ ସାହାଯ୍ୟ କରିବ । ଆପଣ ଏହି ପ୍ରଶ୍ନ ର ଉତ୍ତର ଦିଅନ୍ତୁ ଏବଂ ନିଜ ସାଙ୍ଗ ସାଥୀ,ପରିବାର ଲୋକଙ୍କ ସହ ଆଲୋଚନା କରି ଜ୍ଞାନ ବାଣ୍ଟନ୍ତୁ । ତେବେ ଚାଲନ୍ତୁ ଆରମ୍ଭ କରିବା ।

୧:- ଜନସଂଖ୍ୟା ଅନୁସାରେ ଭାରତର ସବୁଠାରୁ ବଡ଼ ସହରର ନାମ କ’ଣ ?

ଉତ୍ତର:- ମୁମ୍ବାଇ ହେଉଛି ଜନସଂଖ୍ୟା ଅନୁସାରେ ଭାରତର ସବୁଠାରୁ ବଡ ସହର ।

୨:- କ୍ଷେତ୍ରଫଳ ଅନୁସାରେ ଭାରତର ସବୁଠାରୁ ବଡ଼ ରାଜ୍ୟର ନାମ କ’ଣ ?

ଉତ୍ତର:- କ୍ଷେତ୍ରଫଳ ଅନୁସାରେ ଭାରତର ସବୁଠାରୁ ବଡ଼ ରାଜ୍ୟର ନାମ ହେଉଛି ରାଜସ୍ଥାନ ।

୩:- କ୍ଷେତ୍ରଫଳ ଅନୁସାରେ ଭାରତର ସବୁଠାରୁ ଛୋଟ ରାଜ୍ୟର ନାମ କ’ଣ ?

ଉତ୍ତର:-କ୍ଷେତ୍ରଫଳ ଅନୁସାରେ ଭାରତର ସବୁଠାରୁ ଛୋଟ ରାଜ୍ୟର ନାମ ହେଉଛି ଗୋଆ ।

୪:- ବର୍ତ୍ତମାନ ଭାରତରେ କେତୋଟି ରାଜ୍ୟ ରହିଛି ?

ଉତ୍ତର:- ବର୍ତ୍ତମାନ ଭାରତରେ ୨୮ ଟି ରାଜ୍ୟ ରହିଛି ।

୫:- ଜନସଂଖ୍ୟା ଅନୁସାରେ ଭାରତର ସବୁଠାରୁ ବଡ଼ ରାଜ୍ୟର ନାମ କ’ଣ ?

ଉତ୍ତର:- ଜନସଂଖ୍ୟା ଅନୁସାରେ ଭାରତର ସବୁଠାରୁ ବଡ ସହର ର ନାମ ହେଉଛି ଉତ୍ତରପ୍ରଦେଶ ।

୬:-ଜନସଂଖ୍ୟା ଅନୁସାରେ ଭାରତର ସବୁଠାରୁ ଛୋଟ ରାଜ୍ୟର ନାମ କ’ଣ ?

ଉତ୍ତର:-ଜନସଂଖ୍ୟା ଅନୁସାରେ ଭାରତର ସବୁଠାରୁ ଛୋଟ ସହର ର ନାମ ହେଉଛି ସିକ୍କିମ ।

୭:- GDP ଅନୁଯାୟୀ ଭାରତର ସବୁଠାରୁ ଧନୀ ସହରର ନାମ କ’ଣ ?

ଉତ୍ତର:- GDP ଅନୁଯାୟୀ ଭାରତର ସବୁଠାରୁ ଧନୀ ସହରର ନାମ ହେଉଛି ମୁମ୍ବାଇ ।

୮:- GDP ଅନୁଯାୟୀ ଭାରତର ସବୁଠାରୁ ଗରିବ ରାଜ୍ୟର ନାମ କ’ଣ ?

ଉତ୍ତର:- GDP ଅନୁଯାୟୀ ଭାରତର ସବୁଠାରୁ ଗରିବ ସହରର ନାମ ହେଉଛି ମିଜୋରାମ ।

୯:- GDP ଅନୁଯାୟୀ ଭାରତର କେଉଁ ରାଜ୍ୟ ସବୁଠାରୁ ଧନୀ ?

ଉତ୍ତର:- GDP ଅନୁଯାୟୀ ଭାରତର ସବୁଠାରୁ ଧନୀ ରାଜ୍ୟ ହେଉଛି ମହାରାଷ୍ଟ୍ର ।

୧୦:- ମୁଣ୍ଡପିଛା ଆୟ ଅନୁସାରେ ଭାରତର ସବୁଠାରୁ ଧନୀ ରାଜ୍ୟ କିଏ ?

ଉତ୍ତର:- ମୁଣ୍ଡପିଛା ଆୟ ଅନୁସାରେ ଭାରତର ସବୁଠାରୁ ଧନୀ ରାଜ୍ୟ ହେଉଛି ଗୋଆ ।

୧୧:- ମୁଣ୍ଡପିଛା ଆୟ ଅନୁସାରେ ଭାରତର ସବୁଠାରୁ ଗରିବ ରାଜ୍ୟ କିଏ ?

ଉତ୍ତର:- ମୁଣ୍ଡପିଛା ଆୟ ଅନୁସାରେ ଭାରତର ସବୁଠାରୁ ଗରିବ ରାଜ୍ୟ ହେଉଛି ବିହାର ।

ତେବେ ଏହା ଥିଲା ଆଜିର କିଛି ପ୍ରଶ୍ନ ଏବଂ ଉତ୍ତର । ତେବେ ଏହି ପ୍ରଶ୍ନ ଗୁଡିକର ଉତ୍ତର ଦିଅନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *