Bollywood ହେରୋଇନ୍ ମା ମାନଙ୍କ ଲୁକ୍ ଆଗରେ, ଆଜିର Bollywood ହେରୋଇନ୍ ବି ଫେଲ

ଦର୍ଶକବନ୍ଧୁ ବଲିଉଡ ଚଳଚ୍ଚିତ୍ର ଆମ ସମସ୍ତଙ୍କୁ ଦେଖିବାକୁ ଭଲ ଲାଗିଥାଏ । ବଲିଉଡ ଇଣ୍ଡଷ୍ଟ୍ରି ରେ ବହୁତ ସୁନ୍ଦର ସୁନ୍ଦର ଅଭିନେତା ଏବଂ ଅଭିନେତ୍ରୀ ଅଛନ୍ତି । ଯେଉଁମାନେ ନିଜର ଅଭିନୟ ଦ୍ୱାରା ଆମକୁ ଖୁସି କରାଇଥାନ୍ତି । ବଲିଉଡ ର ସୁନ୍ଦରୀ ସୁନ୍ଦରୀ ଅଭିନେତ୍ରୀ ଙ୍କୁ ତ ଆପଣମାନେ ଚିହ୍ନିଥିବେ କିନ୍ତୁ କଣ ଆପଣ ସେହି ସୁନ୍ଦରୀ ଅଭିନେତ୍ରୀ ମାନଙ୍କ ମାଆ ମାନଙ୍କୁ ଜାଣିଛନ୍ତି କି । ତେବେ ଆଜି ଆମେ ସେହି ସୁନ୍ଦରୀ ଅଭିନେତ୍ରୀ ମାନଙ୍କ ସୁନ୍ଦରୀ ମାଆ ମାନଙ୍କୁ ଆପଣଙ୍କୁ ଙ୍କ ସାମ୍ନାକୁ ଆଣିବାକୁ ଯାଉଛୁ । ତେବେ ଚାଲନ୍ତୁ ଜାଣିବା ।

୧:- କ୍ରିତି ସନନ:- କ୍ରିତି ସବୁବେଳେ ନିଜର ସୁନ୍ଦରତା ର ଶ୍ରେୟ ନିଜ ମାଆ ଙ୍କୁ ଦେଇଥାନ୍ତି । କ୍ରିତି ଙ୍କ ମାଆ ଅଟନ୍ତି ଗୀତ ସନନ । ସେ ଦେଖିବାକୁ ବହୁତ ସୁନ୍ଦର ଏବଂ ସେ ନିଜର ଝିଅକୁ ସବୁ କ୍ଷେତ୍ରରେ ସପୋର୍ଟ କରନ୍ତି ।

୨:- ପରିନିତି ଚୋପ୍ରା:- ପରିନିତି ଙ୍କ ମାଆ ନିଜ ଝିଅ ପାଇଁ ବହୁତ ଗର୍ବିତ ବୋଲି କୁହନ୍ତି । ପରିନିତି ଙ୍କ ମାଆ ଦେଖିବାକୁ ବହୁ ସୁନ୍ଦର । ତାଙ୍କ ନା ହେଉଛି ରୀନା ଚୋପ୍ରା ।

୩:- ଅନନ୍ୟା ପାଣ୍ଡେ:- ଅନ୍ୟାନ୍ୟ ଙ୍କ ମାଆ ହେଉଛନ୍ତି ଜଣେ ବହୁତ ବଡ଼ ସଫଳ ମହିଳା । ସେ ହେଉଛନ୍ତି ଭାବନା ପାଣ୍ଡେ । ଅନନ୍ୟା ଙ୍କ ମାଆ ଅଟନ୍ତି ସୁନ୍ଦରୀ ଭାବନା ।

୪:- ଅନୁଷ୍କା ଶର୍ମାଂ:- ଅନୁଷ୍କା ଙ୍କ ମାଆ ଜଣେ ହାଉସୱାଇଫ ଅଟନ୍ତି । ସେ ହେଉଛନ୍ତି ଅସୀମା ଶର୍ମା । ସେ ଦେଖିବାକୁ ବହୁତ ସୁନ୍ଦର ଏବଂ ସେ ଅନୁଷ୍କାଙ୍କୁ ଭଲ ପାଇବା ସହିତ ତାଙ୍କୁ ସବୁ ବେଳେ ଉତ୍ସାହିତ ମଧ୍ୟ କରିଥାନ୍ତି ।

୫:- ଆଲିଆ ଭଟ୍ଟ:- ଆଲିଆ ନିଜର ହସ ଏବଂ ସୁନ୍ଦର ଚେହେରା ପାଇଁ ସବୁ ସ୍ରେୟ ନିଜର ମାଆ ଙ୍କୁ ଦିଅନ୍ତି । ତାଙ୍କର ମାଆ ହେଉଛନ୍ତି ସୋନି ରଜଦାନ । ସେ ଦେଖିବାକୁ ବହୁତ ସୁନ୍ଦର ଏବଂ ଆଲିଆ ନିଜର ମାଆ ଙ୍କୁ ବହୁତ ପ୍ରେମ କରିଥାନ୍ତି ।

୬:- ସାରା ଅଲି ଖାନ:- ସାରା ନିଜର ମାଆ ଙ୍କ ପରି ଦେଖାଯାଆନ୍ତି । ସାରା ଙ୍କ ମାଆ ଦେଖିବାକୁ ବହୁତ ସୁନ୍ଦର ବୋଲି ସାରା ମଧ୍ୟ ସମସ୍ତଙ୍କୁ ପସନ୍ଦ । ସାରା ଙ୍କ ମାଆ ହେଉଛନ୍ତି ଅମ୍ରିତା ସିଂ । ସାରା ନିଜର ମାଆ ଙ୍କୁ ବହୁତ ଭଲ ପାଆନ୍ତି । ଏବଂ ସେ ନିଜର ମାଆ ଙ୍କ ରୂପ ଆଣିଥିବାରୁ ଲକି ବୋଲି ଭାବିଥାନ୍ତି ।

୭:- ସୋନମ କପୁର:- ସୋନମ ଦେଖିବାକୁ ବହୁତ ସୁନ୍ଦର । ସେ ନିଜର ମାଆ ଙ୍କ ପରି ଦେଖିବାକୁ ବୋଲି କହିଥାନ୍ତି । ତେବେ ସୋନମ ଙ୍କ ମାଆ ହେଉଛନ୍ତି ସୁନୀତା କପୁର । ସୁନୀତା ହେଉଛନ୍ତି ବଲିଉଡ ଅଭିନେତା ଅନିଲ କପୁର ଙ୍କ ଧର୍ମ ପତ୍ନୀ । ତେବେ ସୁନୀତା ନିଜ ଝିଅ ସୋନମ ଙ୍କୁ ବହୁତ ଭଲ ପାଇନ୍ତି ଏବଂ ତାଙ୍କୁ ସବୁ ସମୟରେ ସପୋର୍ଟ ମଧ୍ୟ କରିଥାନ୍ତି । ତେବେ ଦର୍ଶକବନ୍ଧୁ ଆପଣଙ୍କ ପସନ୍ଦୀୟ ଅଭିନେତ୍ରୀ କିଏ ଆମକୁ କମେଣ୍ଟ ରେ ନିଶ୍ଚୟ ଜଣାନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *