ବିନା Medicine ରେ ଗଭୀର ନିଦ ଆସିବାର ଘରୋଇ ଉପାୟ -ଏବେ ଅନିଦ୍ରା ହେବ ଦୂର କରନ୍ତୁ ଏହି 3 ଟି ସହଜ ଉପାୟ

ନମସ୍କାର ବନ୍ଧୁଗଣ ତେବେ ଆଜିକାଲି ବ୍ୟକ୍ତି ମାନେ ନିଜ ଜୀଵନ ରେ ଏତେ ଚି-ନ୍ତା କରନ୍ତି ଯେ ଟିକେ ଭଲ ଭାବରେ ବସି କିମ୍ବା ଖାଇ ପାରନ୍ତି ନାହିଁ । କିଛି ନା କିଛି କାର୍ଯ୍ୟ ହେଉ କିମ୍ବା ଚାକିରୀ ହେଉ ବ୍ୟବସାୟ ହେଉ ସବୁଥିରେ କିଛି ନା କିଛି ଚି-ନ୍ତା ନେବାକୁ ପଡ଼ିଥାଏ । ତେବେ ଏହା ଦ୍ୱାରା ଲୋକମାନେ ନିଜ ମୁଣ୍ଡ ରେ ଏତେ ଚାପ ଭରି ଦିଅନ୍ତି କି ଶେ-ଷ ରେ ସେମାନେ ଠିକ ରେ ଶୋଇ ପାରନ୍ତି ନାହିଁ । ରାତି ଅନିଦ୍ରା ରେ ବିତାଇ ଥାଆନ୍ତି । ତେବେ ରାତିରେ ନ ଶୋଇବା ଏକ ବହୁତ ବଡ଼ ରୋଗ କାରଣ ଜଣେ ବ୍ୟକ୍ତି ଠିକ ଭାବରେ ନ ଶୋଇଲେ ତାର ମସ୍ତିଷ୍କ କାମ କରେ ନାହିଁ ଏବଂ ବହୁତ ଚିଡିଚିଡା ହୋଇ ଯାଏ ।

ତେବେ ଏଥିପାଇଁ ସେମାନେ ଔଷଧ ର ସେଵନ ମଧ୍ୟ କରିଥାନ୍ତି ତେବେ ଅଧିକ ପରିମାଣରେ ଔଷଧ ସେଵନ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ହା-ନି-କା-ର-କ ହୋଇପାରେ । ତେବେ ଆସନ୍ତୁ ଆଜି ଆମେ ବିନା ଔଷଧ ରେ କିପରି ସୁନିଦ୍ରା ଆସିବ ତାର କିଛି ଉପାୟ ବିଷୟ ରେ ଜାଣିନେବା ।

୧- ପ୍ରଥମ ରେ ଆପଣ ନିଜର ଗୋଡ଼ କୁ ଭଲ ଭାବରେ ପାଣି ରେ ଧୋଇ ଦିଅନ୍ତୁ । ଏବଂ ଏହା ପରେ ସୋରିଷ ତେଲ ରେ ନିଜ ପାଦ ର ପାପୁଲି କୁ ବହୁତ ଭଲ ଭାବରେ ମସାଜ କରି ଦିଅନ୍ତୁ । ଏହା ଦ୍ୱାରା ଆପଣ ଯେଉଁ ଅଧିକ ଚି-ନ୍ତା କରୁଛନ୍ତି କିମ୍ବା କୌଣସି ଗୋଟିଏ କଥା କୁ ଅଧିକ ଭାବୁଛନ୍ତି ତାହା ବନ୍ଦ ହୋଇଯିବ ଏବଂ ମୁଣ୍ଡ ଥଣ୍ଡା ରହିବା ଦ୍ୱାରା ଆପଣ ଙ୍କୁ ସୁନିଦ୍ରା ଆସିବ ।

 

୨- ଦ୍ଵିତୀୟ ରେ ଆପଣ ଅଶ୍ୱଗନ୍ଧା କୁ ନିଅନ୍ତୁ ଏବଂ ସର୍ପଗନ୍ଧା କୁ ନେଇ ଆସିବେ ଏବଂ ବରାବର ଭାବରେ ଏହାର ଚୂର୍ଣ୍ଣ ପ୍ରସ୍ତୁତ କରି ଦିଅନ୍ତୁ । ଏହା ପରେ ରାତିରେ ଶୋଇବା ବେଳେ ଏହି ଚୂର୍ଣ୍ଣ କୁ ୩ ଗ୍ରାମ ପାଣି ସହ ନେଲେ ଆପଣ ଙ୍କୁ ବହୁତ ଭଲ ନିଦ ଆସିଥାଏ ।

୩- ତୃତୀୟ ରେ ହେଉଛି ଦୁଇ ଚାମଚ ମେଥି ପତ୍ର ର ରସ ଏବଂ ଗୋଟିଏ ଚାମଚ ମହୁ କୁ ମିଶାଇ ସବୁଦିନ ସେବନ କରିବା ଦ୍ୱାରା ଆପଣ ଙ୍କୁ ରାତିରେ ବହୁତ ଭଲ ନିଦ ଆସିଥାଏ । ଏବଂ ଆପଣ ଟିକେ ରିଲାକ୍ସ ମଧ୍ୟ ହୋଇଥାନ୍ତି ।
ତେବେ ଏହି ସବୁ ଉପାୟ ଛଡା ଆପଣ ସବୁବେଳେ ଖୁସି ରେ ରହିବାକୁ ଚେଷ୍ଟା କରନ୍ତୁ  । ଏହା ଦ୍ୱାରା ଆପଣଙ୍କ ଚି-ନ୍ତା ମଧ୍ୟ କମ ରହିବ ଏବଂ ବିନା ଔଷଧ ରେ ଭଲ ନିଦ ମଧ୍ୟ ହେବ ।

ଆପଣଙ୍କୁ ଆମର ଏହି ପୋଷ୍ଟ ଟି ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ଅନେକ ନୂଆ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *