ଖାଲି ପେଟ ରେ ଗୁଡ଼ ଖାଇବା ର ଫାଇଦା ଜାଣିଲେ ଆଶ୍ଚର୍ଯ୍ୟ ହେବେ – 1 କୋଟି ଖର୍ଚ କାଲେ ବି ମିଳିବନି , ଖାଇଲେ ଶେଷ ହେବ ଏହି ରୋଗ

ନମସ୍କାର ବନ୍ଧୁଗଣ ମନୁଷ୍ୟ ଶରୀର ସୁସ୍ଥ ରହିବା ପାଇଁ ବହୁତ ଜିନିଷ ର ଆବଶ୍ୟକ ହୋଇଥାଏ । କିଛି ପୃଷ୍ଟିସାର ଖାଦ୍ୟ ଖାଇବା ଦ୍ଵାରା ଦେହ ବହୁତ ସୁସ୍ଥ ରହିଥାଏ । ଯଦି ଆପଣଙ୍କୁ ସୁସ୍ଥ ସବଳ ରହିବାର ଅଛି ଏବଂ ମିଠା ବି ଖାଇବାର ଅଛି । ତେବେ ଏହା ପାଇଁ ଗୁଡ଼ ଗୋଟିଏ ବହୁତ ଭଲ ଉପାୟ । ମନୁଷ୍ୟ କୁ ସୁସ୍ଥ ରହିବା ପାଇଁ ପ୍ରତିଦିନ ଏହାର ପ୍ରୟୋଗ କରିବା ଆବଶ୍ୟକ । ପୁରୁଣା ଆୟୁର୍ବେଦିକ ଗ୍ରନ୍ଥ ଅଷ୍ଟାଙ୍ଗରୁତ୍ୟ ରେ ମହାଋଷି ବାଗବଡ଼ ଲେଖିଥିଲେ ଯେ ଗୁଡ଼ରେ ଥିବା ତତ୍ତ୍ୱ ଶରୀର ରେ ଥିବା ଏସିଡ କୁ ନ-ଷ୍ଟ କରିଥାଏ । ଏବଂ ଏହାର ପୁରା ଓଲଟା ଚିନି ଖାଇବା ଦ୍ଵାରା ଏସିଡ ବଢିଯାଇଥାଏ ।

ଯାହାଫଳରେ ଆମ ଶରୀର ରେ ବହୁତ ରୋଗ ହୋଇଥାଏ ଏବଂ ଚର୍ବି ହୋଇଥାଏ । ଖାଦ୍ୟ ଖାଇବାର କିଛି ସମୟ ପରେ ୨୦ ଗ୍ରାମ ଗୁଡ଼ ଖାଇବା ନି-ହା-ତି ଜରୁରୀ । ପୁରୁଣା ସମୟରେ ଗୁଡ଼ କୁ ଖୁବ ଶୁଭ ବୋଲି ମନାଯାଇଥାଏ । ଯେତେବେଳେ କି ଚିନି କୁ ସଫା ବି-ଷ ମନାଯାଏ । ଯାହାର ର-କ୍ତ ର ଅଭାବ , ଆଣ୍ଠୁଗଣ୍ଠି ଦରଜ , ମୋଟପଣ , ସିଡି ଚଢ଼ିବାରେ ଅସୁବିଧା , ଭିତରୁ କମଜୋର , ପୁରା ଦିନ ହାଲିଆ ଶରୀର ରେ ଶକ୍ତି ନ ଥାଏ , ପେଟ ଜନିତ ରୋଗ ଆଦିରୁ ମଧ୍ୟ ବଞ୍ଚାଇ ଥାଏ । ତେବେ ଆସନ୍ତୁ ଜାଣିନେବା ଗୁଡ଼ ଖାଇବାର ଫାଇଦା ଏବଂ ଏହାକୁ କିପରି ବ୍ୟବହାର କରିବେ ।


ଯଦି ଆପଣ ସକାଳୁ ଉଠି କିଛି ମାତ୍ରାରେ ଗୁଡ଼ ଖାଇ ତାପରେ ଉଷୁମ ପାଣି ପିଇବା ଦ୍ୱାରା ଆପଣଙ୍କର ଶରୀର ର ପ୍ରାୟ ୮୦ ପ୍ରତିଶତ ରୋଗ ସମାପ୍ତ ହୋଇଯାଇଥାଏ । ଯଦି ଆପଣ ଏହାକୁ ପୁରା ସାତ ଦିନ କରିବେ , ତେବେ ଆପଣଙ୍କର ଗ୍ୟାସ , ପେଟ ଦରଜ , କବଜ ଆଦି ସମସ୍ତ ପ୍ରକାର ର ପେଟ ରୋଗ ଭଲ ହୋଇଯାଇଥାଏ । ଆପଣ ଗୁଡ଼ ଖାଇବା ଦ୍ୱାରା ଆପଣଙ୍କର ଥଣ୍ଡା , କାଶ ଆଦି ଭଲ ହୋଇଯାଇଥାଏ । ଗୁଡ଼ ହଜମ ଶକ୍ତି ପାଇଁ ଖୁବ ଉପଯୋଗୀ ହୋଇଥାଏ ।

ଏହାକୁ ଖାଇବା ଦ୍ଵାରା ଆପଣଙ୍କର ହଜମ ଶକ୍ତି ବଢିଥାଏ । ଖାସ କରି ମହିଳା ମାନଙ୍କ ପାଇଁ ଏହା ଖୁବ ଦରକାରୀ ହୋଇଥାଏ । ଯଦି ଆପଣଙ୍କର ହଜମ ଶକ୍ତି ହେଉନାହିଁ କିମ୍ବା ଗ୍ୟାସ ହେଉଛି ତେବେ ସବୁବେଳେ ଖାଇସାରିବା ପରେ ଗୁଡ଼ କିଛି ଖାନ୍ତୁ । ସବୁଦିନ କିଛି ଗୁଡ଼ ସହ ପାଣି ପିଇବା ଦ୍ୱାରା ଆପଣଙ୍କର ଅନେକ ପ୍ରକାର ଫାଇଦା ହୋଇଥାଏ । ଯଦି ଆପଣଙ୍କୁ ରାତିରେ ନିଦ ହେଉନାହିଁ ତେବେ ଆପଣ ଗୋଟେ ଗ୍ଲାସ କ୍ଷୀର କୁ ଜାଇଫଳ ସହ ଫୁ-ଟା-ଇ କିଛି ଗୁଡ଼ ମିଶାଇ ପିଇବେ , ତେବେ ଆପଣଙ୍କୁ ଭଲଭାବରେ ନିଦ ହେବ ।


ଗୁଡ଼ ରେ ଫସଫରସ , ପୋଟାସିୟମ , ଭିଟାମିନ-ଏ , ଭିଟାମିନ-ସି ଆଦି ରହିଥାଏ । ଏହା ଛଡା ଏଥିରେ ଅନ୍ୟ କିଛି ପୋଷକ ତତ୍ତ୍ୱ ମଧ୍ୟ ଭରି ରହିଛି ଯାହା ଆମ ଶରୀର ପାଇଁ ବହୁତ ଲାଭଦାୟକ ଅଟେ ।
ତେବେ ଆପଣ ଚାହିଁଲେ ‘ଚା’ ରେ ମଧ୍ୟ ଚିନି ନ ପକାଇ ଗୁଡ଼ ପକାଇ ପିଇ ପାରିବେ । ଚିନି ରେ କେବଳ ମିଠା ଅଂଶ ରହିଥାଏ , ସେଥିରେ କୌଣସି ପ୍ରକାରର ପୋଷକ ତତ୍ତ୍ୱ ନଥାଏ , ଏବଂ ଚିନି ର ସେବନ ଦ୍ୱାରା ଆପଣ ଙ୍କ ଶରୀର ରେ ବହୁତ କ୍ଷ-ତି ପହଞ୍ଚାଇ ଥାଏ । ଧୀରେ ଧୀରେ ଶରୀର ରେ ଅନେକ ରୋଗ ମଧ୍ୟ ହୋଇଥାଏ । ମଧୁମେହ ରୋଗ ପାଇଁ ଏହା ବହୁତ କ୍ଷ-ତି କାରକ । ତେଣୁ ଆପଣ ଚା ରେ ମଧ୍ୟ ଚିନି ନ ମିଶାଇ ଗୁଡ଼ ମିଶାଇ ପାରିବେ ।


ଆପଣ ଗୁଡ଼ କୁ ହାଲକା ପାଣି ରେ ଗରମ କରି କି , ସେହି ପାଣି କୁ ‘ଚା’ ହୋଇ ସାରିବା ପରେ ତାର ମଝିରେ ପକାଇବେ । ପ୍ରଥମେ ପକାଇବା ଦ୍ୱାରା ଆପଣଙ୍କ ‘ଚା’ ଫା-ଟି ଯିବ ।
ଏହା ମଧୁମେହ ରୋଗୀ ଙ୍କ ପାଇଁ ମଧ୍ୟ ବହୁତ ଲାଭଦାୟକ ଅଟେ । ତେଣୁ ନିଜ ଖାଦ୍ୟ ରେ ଚିନି ବଦଳରେ ଏବେ ଗୁଡ଼ ର ବ୍ୟବହାର କରନ୍ତୁ ଏବଂ ସୁସ୍ଥ ରୁହନ୍ତୁ ।

ତେବେ ଯଦି ଆପଣଙ୍କୁ ଆମର ଏହି ପୋଷ୍ଟ ଟି ପସନ୍ଦ ଆସିଥାଏ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ଅନେକ ନୂଆ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *