40 ବୟସ ଭି 25 ଭଳି ଲାଗିବ ! ଖାଲିପେଟରେ ପିଇ ନିଅନ୍ତୁ ଏ-ହା-ର ପାଣି

ବନ୍ଧୁଗଣ ଆଜି ଆମେ ଆଲୋଚନା କରିବା କିସମିସ ବିଷୟରେ । କିସମିସ ଶୁଖିଲା ଅଙ୍ଗୁରୁକୁ କୁହାଯାଏ । ଏହାର ପ୍ରୟୋଗ ବିଭିନ୍ନ କ୍ଷେତ୍ରରେ କରାଯାଏ । ଏହାର ସେବନ ଦ୍ୱାରା ବହୁ ପ୍ରକାରର ଶାରୀରିକ ସମସ୍ୟା ଦୂର ହୋଇଥାଏ । କିସମିସକୁ ଭେଦାଇ ଅବା ଶୁଖିଲା ଆପଣ ଖାଇପାରିବେ । ସାଧାରଣତଃ ଲୋକମାନେ ଏହା ଜାଣିଅଛନ୍ତି କିସମିସ ଖାଇବା ଦ୍ୱାରା ବୟସ ବଢିଥାଏ । ତ୍ୱଚା କୁଞ୍ଚନକୁବି ହଟେଇଥାଏ । ଏହା ଦ୍ୱାରା ଶରୀରର ଓଜନ ମଧ୍ୟ ବଢିଥାଏ । ଆଜି ମୁଁ କିସମିସର ଅନ୍ୟ ଫାଇଦା ବିଷୟରେ କହିବି । ଯାହାକୁ ବହୁତ କମ ଲୋକ ଜାଣିଥିବେ । ସାଥିରେ ମୁଁ ଆପଣମାନଙ୍କୁ କହିବି କିସମିସରେ କେତେ ପୋଷକ ପଦାର୍ଥ ମହଜୁଦ ଅଟେ, ଯାହା ଆପଣଙ୍କର ଶାରୀରିକ କ୍ରିୟାରେ ନିଜର ଭୂମିକା ଲିଭାଇଥାଏ ।


ବନ୍ଧୁଗଣ କିସମିସରେ ଗ୍ଲୁକୋଜ ଓ ଫ୍ରୁକଟୋଜ ରହିଥାଏ । ଯାହାଦ୍ୱାରା ଏନର୍ଜି ବଢିଥାଏ ଏବଂ ଦୁ-ର୍ବ-ଳ-ତା ଦୂର ହୁଏ । ଯଦି ଆପଣଙ୍କୁ ଜ୍ୱ-ର ଆସୁଅଛି ତେବେ ଆପଣ ଏହାର ସେବନ କରନ୍ତୁ । ଏଥିରେ ମହଜୁଦ ଫିନୋଲିକ ଏଥୋନ୍ୟୁଟ୍ରିଏଣ୍ଟ ଜର୍ମିସେଡ଼ଲ ଆଣ୍ଟିବ୍ୟାକଟିକ ଏବଂ ଆଣ୍ଟିଆକ୍ସିଡେଣ୍ଟ ତତ୍ୱ ଦ୍ୱାରା ଜ୍ୱର ଛୁମନ୍ତର ହୋଇଯାଏ ।


ଆୟୁର୍ବେଦ ଅନୁସାରେ ଯଦି ଆପଣ ପ୍ରତିଦିନ ସକାଳୁ କିସମିସର ପାଣି ପିଇବେ ତେବେ ଆପଣ ସର୍ବଦା ଯୁବ ରହିବେ । ପ୍ରତିଦିନ ଏହାର ସେବନ କରିବା ଦ୍ୱାରା ଆପଣଙ୍କୁ ପାଚନ ଓ ମେଟାବୋଲିଜିମ ଆଦି ସ୍ତରକୁ ଏହା ନର୍ମାଲ ରଖିବ, ଯାହାଦ୍ୱାରା ଆପଣ ସବୁଦିନ ଫିଟ ରହିବେ ।


ଯଦି ଆପଣଙ୍କୁ ଗ୍ୟାସ, ଏ-ସି-ଡ଼ି-ଟି ଏବଂ ଦୁ-ର୍ବ-ଳ-ତା-ର ସମସ୍ୟା ଅଛି ତେବେ ଏହା ଆପଣଙ୍କ ପାଇଁ ବହୁତ ଲାଭଦାୟକ ଅଟେ । କିସମିସର ପାଣିକୁ ପ୍ରତିଦିନ ପିଇବା ଦ୍ୱାରା କୋଲେଷ୍ଟ୍ରୋଲ ଲେବେଲକୁ ଠିକ ରଖିଥାଏ । ଏହା ଶରୀରର ଟ୍ରାଇଗ୍ଲିସେରିଡ଼ିସ ସିଷ୍ଟମକୁ କମ କରିବାରେ ସାହାଯ୍ୟ କରେ ।

ଏବେ ଜାଣନ୍ତୁ ଏହାର ବ୍ୟବହାର କିପରି କରିବେ :

ରାତିରେ ଶୋଇବା ପୂର୍ବରୁ ଏକ କପ ପାଣିରେ ଗୁଟେ ମୁଠା କିସମିସ ଭେ-ଯେ-ଇ ଦିଅନ୍ତୁ । ସକାଳୁ ଏହି ପାଣିକୁ ଛାଣି ପିଅନ୍ତୁ ଏବଂ କିସମିସକୁ ଭଲଭାବରେ ଚୋବାଇ ଖାଇଯାଆନ୍ତୁ । ତେବେ ବନ୍ଧୁଗଣ ଏହିପ୍ରକାର କିସମିସ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ଅଟେ । ଏହାକୁ ଆଜିଠାରୁ ବ୍ୟବହାର କରିବା ଆରମ୍ଭ କରିଦିଅନ୍ତୁ । ଏହିଭଳି ଭିନ୍ନ ଭିନ୍ନ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

ଶେୟାର କରି ଅନ୍ୟମାନଙ୍କୁ ଜଣାନ୍ତୁ

Leave a Reply

Your email address will not be published. Required fields are marked *