ହଜାର ଟଙ୍କାର ଔଷଧ ଖାଇବା ବଦଳରେ ପ୍ରତିଦିନ ଏ-ହି ପତ୍ର ଗୋଟିଏ ଖାଇ ନିଅନ୍ତୁ, ଏବଂ ଦେଖନ୍ତୁ ଚମତ୍କାର

ଆଜି ମୁଁ ଏମିତି ଏକ ଗଛ ବିଷୟରେ କହିବାକୁ ଯାଉଅଛି ଯାହାର ପ୍ରୟୋଗ ଆମେ ଖାଦ୍ୟର ସ୍ୱାଦ ବଢାଇବା ପାଇଁ କରିଥାନ୍ତି । ଏହା ବହୁତ ସାରା ରୋ-ଗ-କୁ ଦୂ-ର କରିବାରେ କାମରେ ଆସିଥାଏ । ଏହାର ଉପକାରିତା ବୋଧ ହୁଏ ବହୁତ କମ୍ ଲୋକଙ୍କୁ ଜଣା । କାରଣ ଏହା ସ୍ୱାସ୍ଥ୍ୟ ପାଇଁ ଓ ଆୟୁର୍ବେଦ ଅନୁଯାୟୀ ବହୁତ ପୋଷାକ ତତ୍ୱରେ ଭରପୁର ଗଛ ମାନଯାଏ । ଯେଉଁ ଲୋକମାନଙ୍କୁ ଏହାର ଗୁଣ ବିଷୟରେ ଜ୍ଞାନ ଅଛି ସେମାନେ ଏହାର ପ୍ରତିଦିନ ସେବନ କରିଥାନ୍ତି । ଏହି ଗଛର ନାମ ହେଲା ଭୁ-ର୍ସୁ-ଙ୍ଗ ଗଛ ।


ବନ୍ଧୁଗଣ ଭୁ-ର୍ସୁ-ଙ୍ଗ ଗଛରେ ଏତେ ଆୟୁର୍ବେଦିକ ତତ୍ୱ ମିଳିଥାଏ ଯାହା କ୍ୟା-ନ୍ସ-ର ଭଳି ରୋ-ଗ-କୁ ମଧ୍ୟ ଦୂର କରିପାରେ । ଯଦି ଆପଣ ଭୁ-ର୍ସୁ-ଙ୍ଗ ପତ୍ରର ସେବନ କରୁ ନାହାଁନ୍ତି ତେବେ ଆଜିଠୁହିଁ ଏହାର ସେବନ କରିବା ଆରମ୍ଭ କରିଦିଅନ୍ତୁ । ତେବେ ଚାଲନ୍ତୁ ଜାଣିବା ଏହାର ଫାଇଦା ବିଷୟରେ ।ଯଦି କାହାକୁ କୋଲେଷ୍ଟ୍ରୋଲର ସମସ୍ୟା ଅଧିକ ହେଉଅଛି ତେବ ଭୁ-ର୍ସୁ-ଙ୍ଗ ପତ୍ରର ସେବନ ଆପଣଙ୍କ ପାଇଁ ବହୁତ ଲାଭଦାୟକ ଅଟେ ।


କାରଣ ଏହାର ସେବନ ଦ୍ୱାରା ଆପଣଙ୍କ କୋଲେଷ୍ଟ୍ରୋଲକୁ କମ୍ କରିବାରେ ଏହା ସାହାଯ୍ୟ କରିଥାଏ । ହୃଦୟ ସମ୍ବନ୍ଧିତ ରୋ-ଗୀ-ଙ୍କ ପାଇଁ ଭୁ-ର୍ସୁ-ଙ୍ଗ ପତ୍ରର ସେବନ କରିବା ମଧ୍ୟ ବହୁତ ଲାଭଦାୟକ ଅଟେ । ଯଦି ଆପଣଙ୍କ କେଶ ଅଧିକ ଉ-ପୁ-ଡୁ-ଛି ତେବେ ଆପଣ ନି-ହା-ତି ଭୁ-ର୍ସୁ-ଙ୍ଗ ପତ୍ରର ସେବନ କରନ୍ତୁ ।


ଭୁ-ର୍ସୁ-ଙ୍ଗ ପତ୍ରର ସେବନ ଦ୍ୱାରା ଆପଣଙ୍କ କେଶ ଘ-ନ, ଲମ୍ବା ଓ ଚମକଦାର ବନିଥାଏ । ଏହା ସେବନ କରିବା ଦ୍ୱାରା କେଶ ସମ୍ବନ୍ଧିତ ସମସ୍ତ ସମସ୍ୟା ଦୂର ହୋଇଯାଏ । ଯଦି ଆପଣଙ୍କୁ ବ୍ଲ-ଡ଼ ସୁଗାର ଭଳି ସମସ୍ୟା ଅଛି ତେବେ ଭୁ-ର୍ସୁ-ଙ୍ଗ ପତ୍ରର ସେବନ ନି-ହା-ତି କରନ୍ତୁ । ଏହା ଆପଣଙ୍କ ବ୍ଲ-ଡ଼ ସୁଗାର କଣ୍ଟ୍ରୋଲରେ ରଖିବାରେ ବହୁତ ସାହାଯ୍ୟ କରିଥାଏ ।


ବନ୍ଧୁଗଣ ଆପଣଙ୍କ ପେଟ ଓ ଲି-ଭ-ର ପାଇଁବି ଭୁ-ର୍ସୁ-ଙ୍ଗ ପତ୍ର ବହୁତ ଲାଭଦାୟକ ଅଟେ । ଯଦି ଆପଣଙ୍କ ପେଟରେ ଗ୍ୟାସ ଓ ଏ-ସି-ଡି-ଟି ଭଳି ସମସ୍ୟା ଅଛି ତେବେ ଭୁ-ର୍ସୁ-ଙ୍ଗ ପତ୍ରର ସେବନ ନି-ହା-ତି କରନ୍ତୁ । ଏହାଦ୍ୱାରା ଆପଣଙ୍କୁ ବହୁତ ଲାଭ ମିଳିବ । ଯଦି ଆପଣଙ୍କ ଲିଭରରେବି କିଛି ସମସ୍ୟା ଅଛି ଅବା ଆପଣଙ୍କ ଖାଦ୍ୟ ହଜମ ହେଉନାହିଁ ତେବେ ଆପଣ ଭୁ-ର୍ସୁ-ଙ୍ଗ ପତ୍ରର ସେବନ କରିବା ଆରମ୍ଭ କରିଦିଅନ୍ତୁ । ଆପଣଙ୍କର ଏହି ସମସ୍ୟା ବି ଶେ-ଷ ହୋଇଯିବ ।

ଭୁ-ର୍ସୁ-ଙ୍ଗ ପତ୍ରକୁ ଆପଣ ନିଜ ତରକାରୀରେ ପକାଇ ସେବନ କରିପାରିବେ । ସାଙ୍ଗମାନେ ଆଶାକରୁଛୁ ଆମର ଏହି ସ୍ୱାସ୍ଥ୍ୟ ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଲେ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଏମିତି ନୂଆ ନୂଆ ସ୍ୱାସ୍ଥ୍ୟ ଟିପ୍ସ ପାଇଁ ଲାଇକ କରନ୍ତୁ ଓ ଏବେହିଁ ସେୟାର କରନ୍ତୁ ଏହି ପୋଷ୍ଟଟିକୁ – ଧନ୍ୟବାଦ ।

Leave a Reply

Your email address will not be published. Required fields are marked *