ମାତ୍ର 4 ଦିନ ପାଣିରେ ଫୁଟାଇ ପିଇ ନିଅନ୍ତୁ, ସାରା ଜୀବନ ପାଇଁ ଡାଇବେଟିସ, ପେଟ ରୋଗ, କୋଲେଷ୍ଟ୍ରୋଲ, ହାର୍ଟ ରୋଗ, ମୋଟାପଣ ସବୁଦିନ ପାଇଁ ଗାୟବ ହୋଇଯିବ ( Healthy Tips )

ଚାରି ଦିନ ପାଣିରେ ଫୁଟେଇ ପିଇଦିଅନ୍ତୁ ପୁରା ଜୀବନ ଆପଣଙ୍କୁ ମଧୁମୟ, କୋଲେଷ୍ଟ୍ରଲ, ପେଟ ରୋଗ, ମୋଟପଣ ଆଣ୍ଠୁ ଗଣ୍ଠି ବିନ୍ଧା ଏବଂ ହୃଦୟ ଜନିତ ରୋଗ କେବେ ମଧ୍ୟ ହେବ ନାହିଁ । ବନ୍ଧୁଗଣ ଆଜି ଅନେ ଆପଣଙ୍କୁ ଏମିତି ଏକ ଘରୋଇ ଉପଚାର ବିଷୟରେ କହିବୁ ଯାହାକୁ ଆପଣ ଯଦି ପ୍ରତେକ ଦିନ ପାଣିରେ ଫୁଟେଇ ଏଥିରେ ଦୁଇଟି ଜିନିଷ ମିଶେଇ ପିଇବେ ତେବେ ଆପଣଙ୍କୁ ପୂଜା ଜୀବନ ମଧୁମୟ, କୋଲେଷ୍ଟ୍ରୋଲ, ପେଟ ରୋଗ, ମୋଟାପଣ ଆଦିର ଡର ରହିବ ନାହିଁ । ଏହା ଛଡା ଆପଣଙ୍କ ରକ୍ତରେ ମଧ୍ୟ ଅଭାବ ହେବ ନାହିଁ, ଗ୍ୟାସ ଏବଂ ଏସିଦିଟି ସମସ୍ୟା ମଧ୍ୟ ଶେଷ ହୋଇଯିବ । ଏତେ ଚମତ୍କାରି ଅଟେ ଏହି ଜିନିଷ । ତେବେ ଚାଲନ୍ତୁ ଜାଣିବା ।

ବନ୍ଧୁଗଣ ଆମେ ଯେଉଁ ଜିନିଷ ବିଷୟରେ କହୁଥିଲୁ ତାହା ପ୍ରତେକ ଖାଦ୍ୟରେ ବ୍ୟବହାର କରାଯାଇଥାଏ ଏହାର ନାମ ଜିରା ଅଟେ । ଜିରା ବହୁତ ଅଧିକ ଚମତ୍କାରି ହୋଇଥାଏ । ଏହା ଭିତରେ ବହୁତ ଲାଭଦାୟକ ଗୁଣ ରହିଥାଏ । ଏହା ଆପଣଙ୍କ ଶରୀରକୁ ବହୁତ ପ୍ରକାରର ରୋଗରୁ ରକ୍ଷା କରିପାରେ । କିନ୍ତୁ ଆପଣଙ୍କୁ ଏହାର ସଠିକ ଉପଚାର ର ପ୍ରକ୍ରିୟା ଜାଣିବା ଅତ୍ୟନ୍ତ ଆବଶ୍ୟକ ହୋଇଥାଏ । ଯଦି ଆପଣ ମୋଟାପଣ କୁ ନେଇ ଚିନ୍ତିତ ତେବେ ଏହି ଉପଚାର ଆପଣଙ୍କ ଏହି ସମସ୍ୟା ବହୁତ ଜଲ୍ଦୀ ଦୂର କରିଥାଏ ।

ଆପଣ ପୁରା ସ୍ଲିମ ଓ ଫିଟ ରହିବେ । ଯଦି ଆପଣଙ୍କୁ ପାଚନକ୍ରିୟ ସମ୍ବନ୍ଧିତ କୌଣସି ରୋଗ ଅଛି ତେବେ ଏହି ଉପଚାର ଆପଣଙ୍କ ସମସ୍ୟା ମୂଳରୁ ଶେଷ କରିଦେବ । ଯଦି ଆପଣଙ୍କୁ ଥଣ୍ଡା, କାଶ ବା ଜର ର ହେଉଛି ତେବେ ଏହି ଉପଚାର ଆପଣଙ୍କ ଏହି ସମସ୍ୟା ମଧ୍ୟ ଦୂର କରିଥାଏ । ଏହା ଆପଣଙ୍କ ଶରୀରର ଇମୁନିତି ପାୱାର ବଢାଇ ଥାଏ ଏବଂ ଆପଣଙ୍କୁ ରୋଗ ସହ ଲଢେ଼ଇ କରିବାରେ ସାହାଯ୍ୟ କରିଥାଏ ।

ଏହା ଶରୀରର ରକ୍ତ ଅଭାବ କୁ ପୂରଣ କରିଥାଏ ଏବଂ ଶରୀରରେ ରକ୍ତକୁ ପରିଷ୍କାର କରିଥାଏ । ଅଣ୍ଠୁଗନ୍ଥି ସମସ୍ୟା ପାଇଁ ଏହା ଏକ ରାମବାଣ ଉପଚାର ଅଟେ । ମଧୁମୟ ରୋଗୀଙ୍କ ପାଇଁ ଏହା ଏକ ଚମତ୍କାରି ଔଷଧ ଅଟେ । କାରଣ ଏହା ଆପଣଙ୍କ ସୁଗର ଲେଭେଲ କୁ ନିୟନ୍ତ୍ରଣ କରିଥାଏ । ଏହା ଆପଣଙ୍କ କୋଲେଷ୍ଟ୍ରୋଲ କୁ ଠିକ ରଖିଥାଏ ଯାହା ଦ୍ଵାରା ଆପଣଙ୍କୁ ହାର୍ଟ ସମ୍ବନ୍ଧିତ ସମସ୍ୟା ଦୂର ହୋଇଥାଏ । ଏହା ଉଚ୍ଚରକ୍ତଚାପ କୁ ଠିକ କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ତେବେ ଚାଲନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ ।

ପ୍ରଥମେ ଆପଣ ଏକ ଗ୍ଲାସ ପାଣି ନେଇ ଏକ ପାତ୍ରରେ ଫୁଟାନ୍ତୁ । କିଛି ସମୟ ପରେ ଏଥିରେ ଗୋଟେ ଚାମଚ ଜିରା ମିଶାନ୍ତୁ । ଏହାକୁ ସେତେ ପର୍ଯ୍ୟନ୍ତ ଫୁଟାନ୍ତୁ ଯେପର୍ଯ୍ୟନ୍ତ ଏହା ଅଧା ନ ହୋଇଯାଇଛି । ଏହାକୁ ଥଣ୍ଡା କରି ଏକ ଗ୍ଲାସକୁ ଛାଣୀ ନିଅନ୍ତୁ । ଏହାପରେ ଏଥିରେ ଗୋଟେ ଚାମଚ ଆପଲ ଭିନେଗାର ମିଶାନ୍ତୁ ଏହା ଆପଣଙ୍କୁ କୌଣସି ବି ଦୋକାନରେ ମିଳିଯିବ ।

ଏହାପରେ ଏହି ମିଶ୍ରଣରେ ଗୋଟେ ଚାମଚ ମହୁ ମିଶାନ୍ତୁ । ବର୍ତ୍ତମାନ ଏହା ପ୍ରସ୍ତୁତ ହୋଇସାରିଛି । ଏହି ମିଶ୍ରଣ ପ୍ରତିଦିନ ସକାଳେ ସେବନ କରନ୍ତୁ । ଏହାର ପ୍ରଭାବ ଖୁବ ଶୀଘ୍ର ଦେଖିବାକୁ ପାଇବେ । ତେବେ ବନ୍ଧୁଗଣ ଆପଣ ସୁସ୍ଥ ରୁହନ୍ତୁ ଏବଂ ଏହି ପୋଷ୍ଟ ଟି ଗୋଟେ ସେୟାର କରି ଅନ୍ୟ ମାନଙ୍କୁ ମଧ୍ୟ ସୁସ୍ଥ ରଖନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *