ପୁରା ବିଶ୍ଵରେ କୋରୋନା ଭାଇରସ ଯେପରି ମା-ତ୍ରା-ରେ ବ୍ୟାପିବାରେ ଲାଗିଛି ସେଥିପାଇଁ ପ୍ରତି ଦିନ ଲକ୍ଷ ଲକ୍ଷ ଲୋକଙ୍କର ଜୀବନ ହା-ନି ଘଟୁଛି । କୋରୋନା ଭ୍ୟାକ୍ସିନ ବାହାରି ଥିଲେ ମଧ୍ୟ ଏହାକୁ ନେବା ପରେ ମଧ୍ୟ କୋରୋନାରେ ଲୋକେ ଆ-କ୍ରା-ନ୍ତ ହେଉଛନ୍ତି । ଯାହା ଫଳରେ ଜନ ଜୀବନରେ ଅନେକ ସମସ୍ୟା ଦେଖା ଯାଉଛି ।
ଆଜି ଆମେ ଆପଣ ମାନଙ୍କୁ ଡାଇବେଟିସ ରୋ-ଗୀ-ଙ୍କ ପାଇଁ କୋରୋନା ସମୟରେ କି ପ୍ରକାରର ଉପଚାର ରହିଛି ସେହି ବିଷୟରେ କହିବାକୁ ଯାଉଛୁ । ଯେଉଁ ମାନେ ଡାଇବେଟିସ ରୋ-ଗୀ ସେମାନେ ନିଜ ପ୍ରତି ଅଧିକାଂଶ ସମୟରେ ଅବହେଳା କରିଥାନ୍ତି । ଯାହାର ପରିଣାମ ସ୍ୱରୂପ ସେମାନଙ୍କୁ ଅସୁବିଧାର ସମୁଖୀନ ହେବାକୁ ପଡିଥାଏ ।
ତେଣୁ ଡାଇବେଟିସ ରୋ-ଗୀ ମାନେ ନିଜର ସ୍ୱାସ୍ଥ୍ୟ ସୁସ୍ଥ ରଖିବା ପାଇଁ ଡାକ୍ତରଙ୍କ ସହ ପରାମର୍ଶ କରି ଔଷଧ ସେବନ କରନ୍ତୁ । ସୁଜି, ମଇଦା, ଚୂଡା ଆଦି ଖାଦ୍ୟ କମ ପରିମାଣରେ ଖାଆନ୍ତୁ ।ଅଧିକ ମାତ୍ରାରେ ଭାତ ଖାଆନ୍ତୁ ନାହି । ସକାଳୁ ଏହି ରୋଗୀ ମାନେ ମେଥିର ସେବନ କରି ପାରିବେ ।
ଓଟ୍ସ, ଦଲିୟା, ମାଣ୍ଡିଆ ବ୍ୟତୀତ ସବୁଜ ପନିପରିବା ଓ ଫଳ ଜାତୀୟ ଖାଦ୍ୟ ସେବନ କରନ୍ତୁ । ଅଧିକ ଡାଲି ଜାତୀୟ ଖାଦ୍ୟର ସେବନ କରି ପାରିବେ । ଆମ୍ବ ଖାଇବା ଡାଇବେଟିସ ରୋ-ଗୀ-ଙ୍କ ପାଇଁ ବର୍ଜନୀୟ ଅଟେ । ଯଦି ଆପଣଙ୍କର ସୁଗାର ଲେବଲ ଠିକ ଥାଏ ତେବେ ଆପଣ ସପ୍ତାହକୁ ଥରେ ଗୋଟିଏ ଲେଖା ଆମ୍ବ ଖାଇ ପାରିବେ ।
ଅଧିକ ଫାଷ୍ଟ ଫୁଡ ବା ଜଙ୍କ ଫୁଡ ଖାଦ୍ୟର ବର୍ଜନ କରନ୍ତୁ । ଏହି ରୋଗୀ ମାନେ ବୁଟମୁଗ ସିଝା ବା ରୋଟି ସଂତୁଳା ଖାଇ ପାରିବେ । ଯେଉଁ ମାନେ ଇନସୁଲିନ ନେଉଥିବେ ସେମାନେ ଅଳ୍ପ ଅଳ୍ପ କରି ଅଧିକ ଥର ଖାଦ୍ୟ ସେବନ କରନ୍ତୁ । ଦିନରେ ଓ ରାତିରେ ରୋଟି ଖାଇବାକୁ ଚେଷ୍ଟା କରନ୍ତୁ । ଅଧିକ ମିଠା ବା ସୋଡା ଜାତୀୟ ଖାଦ୍ୟ ଠାରୁ ଡାଇବେଟିସ ରୋ-ଗୀ ମାନେ ଦୂରେଇ ରହିବା ଉଚିତ । ଅଧିକ ଲୁଣ ଖାଇବା ଉଚିତ ନୁହେ ।
ମ-ଦ୍ୟ-ପା-ନ ଓ ସି-ଗା-ରେ-ଟ ସେବନ କରିବା ବର୍ଜନୀୟ ଅଟେ । ନିଜ ଖାଦ୍ୟ ପ୍ରତି ନିୟନ୍ତ୍ରଣ ରଖିବା ସହ ଶୋଇବା ପ୍ରତି ମଧ୍ୟ ଧ୍ୟାନ ଦେବା ଉଚିତ । ଏହା ସହ ପ୍ରତି ଦିନ ବ୍ୟାୟାମ ବା ଯୋଗ କରିବା ନିହାତି ଜରୁରୀ ଅଟେ । ଡ଼ାଇବେଟିସ ଏକ ସାଧାରଣ ରୋ-ଗ ନୁହେ । ଏହାପ୍ରତି ବିଶେଷ ଧ୍ୟାନ ଦେବାକୁ ପଡିଥାଏ । ଏହି ରୋ-ଗୀ ମାନେ ବିଶେଷ କରି ନିଜ ଖାଦ୍ୟ ପ୍ରତି ଅଧିକ ଧ୍ୟାନ ଦେବା ଉଚିତ ଯାହା ଫଳରେ ସେମାନଙ୍କ ସ୍ୱାସ୍ଥ୍ୟ ଭଲ ରହିବା ସହ ସୁଗାର ଲେବଲ ମଧ୍ୟ ନିୟନ୍ତ୍ରଣରେ ରହିବ । ଯଦି ଭଲ ଖାଦ୍ୟ ଦେଖି ତାହାକୁ ସେବନ କରିବେ ତେବେ ତାହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ । ତେଣୁ ଏହି ସବୁ କଥା ପ୍ରତି ଧ୍ୟାନ ଦେବା ଉଚିତ ।
ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ହେଲଥ ଟିପ୍ସଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ । ଧନ୍ୟବାଦ