କୋରୋନା ଭାଇରସ ଯେପରି ଭାବେ ବ୍ୟାପିବାରେ ଲାଗିଛି ସେଥି ପାଇଁ ଅନେକ ଲୋକଙ୍କୁ ଥଣ୍ଡା, କାଶ ବା ଛାତିରେ କଫ ଜମିବା ସମସ୍ଯା ଦେଖା ଯାଉଛି । ସେଥି ପାଇଁ ଅନେକ ଲୋକ ମାନେ ଯ-ନ୍ତ୍ର-ଣା ମଧ୍ୟ ଅନୁଭବ କରୁଛନ୍ତି ।
ଏହି ସମସ୍ୟାର ସମାଧାନ ପାଇଁ ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି ଏକ ଘରୋଇ ଚିକିତ୍ସା ନେଇ ଆଣିଛୁ ଯାହାକୁ କରିଲେ ଆପଣ ମାନଙ୍କର ଏହି ସବୁ ସମସ୍ଯା ଦୂର ହୋଇଯିବ । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି ଏକ ପ୍ରାକୃତିକ ଘରୋଇ ଉପଚାର ନେଇ ଆସିଛୁ ଯାହାକୁ କରିବା ଦ୍ଵାରା ଆପଣଙ୍କର ହୋଇଥିବା ଥଣ୍ଡା, କାଶ ଓ ଛାତିରେ ଜମା ରହିଥିବା କଫ ସମସ୍ୟର ନି-ବା-ର-ଣ ହେବ । ଏଥି ପାଇଁ ଏକ ପତ୍ରରେ କିଛି ପାଣି ନିଅନ୍ତୁ । ଏହା ପରେ ଆମକୁ ଅଦାର ଆବଶ୍ୟକତା ରହିଛି । ଅଦା ଆମ ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ ।
ଅଦାକୁ ଭଲ ଭାବେ ଛେଚି ଦେଇ ପାଣିରେ ପକାନ୍ତୁ । ଏହା ପରେ ଯେଉଁ ସାମଗ୍ରୀର ଆବଶ୍ୟକତା ରହିଛି ତାହା ହେଉଛି ପାନ ପାତ୍ର । ପାନ ପତ୍ର ଆମ ଶରୀରର ବାତ, ପିତ ଓ କଫ ଆଦି ସମସ୍ୟାକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ଏହା ପରେ ପାନ ପତ୍ରକୁ ଭଲ ଭାବେ ଖ-ଣ୍ଡ ଖ-ଣ୍ଡ କରି ପାଣିରେ ପକାନ୍ତୁ । ଏହା ଆମ ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ । ଏହା ପରେ କିଛି ମାତ୍ରାରେ ଗୋ-ଲ-ମ-ରୀ-ଚ-ର ଆବଶ୍ୟକତା ରହିଛି ।
ଗୋ-ଲ-ମ-ରି-ଚ-କୁ ଭଲ ଭାବେ ଗୁଣ୍ଡ କରି ଏହି ପାଣିରେ ପକାନ୍ତୁ । ଏହା ପରେ ପାଣିରେ କିଛି ତୁଳସୀ ପାତ୍ର ମିଶାନ୍ତୁ ଯାହା ଆମ ଶରୀର ପାଇଁ ହିତକାରକ ହୋଇଥାଏ । ତୁଳସୀ ପତ୍ରକୁ ଆୟୁର୍ବେଦିକ ଔଷଧ ଭାବେ ବ୍ୟବହାର କରାଯାଏ । ତୁଳସୀ ପତ୍ରର ସେବନ କରିଲେ ଥଣ୍ଡା, କାଶ ଓ କଫ ଆଦି ସମସ୍ୟାର ନିବାରଣ ହୋଇଥାଏ । ଏହା ଛଡା ତୁଳସୀ ପତ୍ର ଆମ ଶରୀରର ଇମ୍ୟୁନିଟି ପାୱାର ବୃଦ୍ଧି କରିବା ପାଇଁ ସାହାଯ୍ୟ କରିଥାଏ ।
ଏହା ପରେ ଯେଉଁ ସାମଗ୍ରୀର ଆବଶ୍ୟକତା ରହିଛି ତାହା ହେଉଛି ଗୁଡ ଯାହା ଆମ ଶରୀର ପାଇଁ ବହୁତ ହିତକାରକ ହୋଇଥାଏ । ଏହି ପାଣିରେ ଗୋଟେ ଚାମଚ ଗୁଡ ପକାନ୍ତୁ । ଏହା ପରେ ପାଣିକୁ ଭଲ ଭାବେ ଫୁ-ଟା-ନ୍ତୁ ଯେ ପର୍ଯ୍ୟନ୍ତ ଏହା ଅଧ ଗ୍ଳାସ ଯାଏଁ ନ ହୋଇଛି । ପାଣି ଭଲ ଭାବେ ଫୁ-ଟି-ଗ-ଲା ପରେ ଏହାକୁ ଅନ୍ୟ ଏକ ପାତ୍ରରେ ଛାଣି ଦିଅନ୍ତୁ । ଏହା ପରେ ଏହି କାଧାରେ କିଛି ମ-ହୁ ମିଶ୍ରଣ କରନ୍ତୁ ଯାହା ଆମ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ଏହି କାଢାକୁ ପ୍ରତିଦିନ ସକାଳୁ ଖାଲି ପେଟରେ ବା ରାତିରେ ଶୋଇବା ସମୟରେ ସେବନ କରିଲେ ଥଣ୍ଡା, କାଶ ଓ କଫ ଆଦି ସମସ୍ୟାର ନି-ବା-ର-ଣ ହୋଇଥାଏ ।
ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ଟିପ୍ସ ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ । ଧନ୍ୟବାଦ