ଡାଇବେଟିସ 380 ଥାଉ କି 480, 20 ବର୍ଷ ପୁରୁଣା ହେଇଥାଉ କି 25 ବର୍ଷ, ମାତ୍ର 7 ଦିନରେ ମୂଳରୁ ଭଲ ହୋଇଯିବ, କେବଳ କରନ୍ତୁ ଏହି ଉପାୟ ( Healthy Tips )

ଆଜି ସମୟରେ ସମାଜରେ ପ୍ରାୟ ଲୋକଙ୍କର ଶରୀର ପ୍ରାୟତଃ ଅସୁସ୍ଥ ରହିଥାଏ । ଆଜିକାଲି ଉଛ ରକ୍ତ ଚାପ ଓ ଡାଇବେଟିକ ରୋଗ ବେଶୀ ହୋଇଥାଏ । ଏହି ରୋଗ ସାଧାରଣତଃ ହେବା ଦ୍ଵାରା ମଣିଷ ସାରା ଜୀବନ ଔଷଧ ଖାଇ ଖାଇ ବଞ୍ଚିଥାଏ । ଏହି ଡାଇବେଟିକ ରୋଗକୁ ଆମେ ମଧ୍ୟ ଆମେ ଘରେ ବିଭିନ୍ନ ଉପଚାର ମାଧ୍ୟମରେ ନିୟନ୍ତ୍ରଣ କରିପାରିବା । ଆମ ରୋଷେଇ ଘରେ ଅନେକ ଜିନିଷ ଅଛି ଯାହାର କି ବହୁତ ଔଷଧୀୟ ଗୁଣ ରହିଥାଏ ।  ଆଜି ଆମେ ସେହି ସମଭାନ୍ଧରେ ଜାଣିବା କି ସେହି ଜିନିଷ କୁ ବ୍ୟବାହାର କରି ଏକ କାଢା ବନାଇବା ।

ଯାହାର ସେବନ କରିବା ଦ୍ଵାରା ମାତ୍ର ୭ ଦିନରେ ଡାଇବେଟିକ ନିୟନ୍ତ୍ରଣ କରିପାରିବା ।  ଏହି କାଢା ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତିକୁ ମଧ୍ୟ ବଢାଇଥାଏ ।  ତେବେ ଏହି କାଢା ପାଇଁ ଆମକୁ ମେଥି , ହଳଦୀ , ଭୃସଙ୍ଗ ପତ୍ର ଓ ଡାଲଚିନି  ।  ମେଥିର ଦାନା ଏଥିରେ ୧୪୮ ପ୍ରକାରର ରୋଗକୁ ଠିକ କରିବାର ସକ୍ଷମତା ଥାଏ ।

ଏଥିରେ ଅନେକ ସାରା ପୃଷ୍ଟି ଦ୍ରବ୍ୟ ରହିଛି ଯେପରି  ପ୍ରୋଟିନ , କାର୍ବୋହାଇଡ୍ରେଟ , ଆଇରନ , ମାଙ୍ଗାନିଜ । ବିଟାମିନ B 6  , କପର ଓ ଫାଇବାର ଆଦି ରହିଥାଏ । ଏହାର ସେବନ କରିବା ଦ୍ଵାରା ଆପଣଙ୍କ ର ଟାକସିନ କୁ ବାହାର କରିଥାଏ ଓ ଆମର କିଡ୍ନି ସଫା ରହିଥାଏ । ଯେଉଁ ମାନଙ୍କର ଗ୍ଯାସ ସମସ୍ଯା ରହିଥାଏ ତେବେ ତାହା ପାଇଁ ମଧ୍ୟ ମେଥି ଭଲ ଅଟେ ।

ଏହା ଉଚ ରକ୍ତଚାପ ଓ ଡାଇବେଟିକ ବା ଆଁଠୁ ଗଣ୍ଠି ବିନ୍ଧା  ପାଇଁ ବହୁତ ଭଲ ଅଟେ । ସେହିପରି ହଲଦିର ମଧ୍ୟ ବହୁତ ଔଷଧୀୟ ଗୁଣ ରହିଥାଏ । ଆମେ ସମସ୍ତେ ଜାଣିଛୁ ହଳଦୀ ଆମ ସ୍ୱାସ୍ଥ୍ୟ ପାଇଁ କେତେ ଭଲ ଅଟେ ।   ହଲଦିରେ ଆଣ୍ଟି ଆକ୍ସିଡେଣ୍ଟ ,  ଆଣ୍ଟି ଇନ୍ଫ୍ଳାମେଟୋରି  , ଭିଟାମିନ , କାର୍ବୋହାଇଡ୍ରେଟ , ପ୍ରୋଟିନ , ଭିଟାମିନ A ଓ ମିନେରାଲ୍ସ ପ୍ରଚୁର ପରିମାଣ ରେ ଥାଏ ।

ଏହା କ୍ୟାନ୍ସର ଓ ଥଣ୍ଡା ପାଇଁ ମଧ୍ୟ ଭଲ ଅଟେ । ଏହା ବାତ , ପିତ , କଫ ପାଇଁ ବହୁତ ଭଲ ଅଟେ । ତେବେ କଢା କିପରି ବନାଇବେ ତାହା ଜାଣନ୍ତୁ । ପ୍ରଥମେ କପେ ପାଣି ନେଇଯିବେ , ଏଥିରେ ଏକ ଚାମଚ ମେଥି ଦାନା ଓ ଏକ ଚାମଚ ହଳଦୀ ମିଶାଇ ଦେବେ ଏଥିରେ ବୃଷଙ୍ଗ ପତ୍ର ମିଶାଇ ଓ ଏକ ଡାଳଚିନୀ ପକାଇ ଫୁଟାଇବେ ।

ଏହାକୁ ଆପଣ ସେତେବେଳ ଯାଏ ଫୁଟାଇବେ ଯେବେ ଯାଏ ଏହି ପାଣି ଅଧା ହୋଇ ନ ଯାଇଛି । ଏହା ପରେ ଏହି ପାଣି କୁ ଆପଣ ଏକ ଛଣ ଦ୍ଵାରା ଛାଣି ଦେବେ । ପ୍ରସ୍ତୁତ ହେଇଯିବ ଆପଣଙ୍କ କାଢା । ଏହାକୁ ଆପଣ ସକାଳେ ଓ ସନ୍ଧ୍ୟା ବେଳେ ଖାଲି ପେଟରେ ପିଇବେ । ଦିନକୁ ଦୁଇଥର ସେବନ କରିବା ଦ୍ଵାରା ଆପଣଙ୍କ ଡାଇବେଟିସ ରୋଗ ଦୂର ହୋଇଯିବ । ତେବେ ବନ୍ଧୁଗଣ ଏହି ପୋଷ୍ଟ ଟି ଗୋଟେ ସେୟାର କରିବାକୁ ଅନୁରୋଧ ଏବଂ ଆମ ସହିତ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *