ଖାଇସାରିବା ପରେ ବାସ 1 ଚାମଚ, ଡାଇବେଟିସ ଯେତେ ଥାଉ ନା କାହିଁକି କିଛି ଦିନ ଭିତରେ ଗାୟବ ହୋଇଯିବ ( Healthy Tips )

ଡାଏବେଟିସ ଏକ ଏମିତି ଶବ୍ଦ ଅଟେ ଯାହାକି ପ୍ରାୟତଃ ଲୋକମାନଙ୍କ ପାଇଁ ଏ ଅଭିଶାପ ହୋଇ ଯାଇଛି । ଅର୍ଥାତ ଡାଏବେଟିସ ଯାହାକୁ ଥରେ ହୋଇଯାଏ ଜୀବନସାରା ଏହି ରୋଗ ତାର ଶରୀର ଭିତରେ ଥାଏ । ଏହି କ୍ରମରେ ରୋଗୀକୁ ସବୁଦିନ ଔଷଧ ସେବନ କରିବାକୁ ପଡିଥାଏ । କିନ୍ତୁ ଆଜି ଆମେ ଆପଣଙ୍କ ପାଇଁ ଏକ ଘରୋଇ ଉପଚାର ନେଇ ଆସିଛୁ । ଯାହାକୁ ସେବନ କରିଲେ ଆପଣଙ୍କ କେବଳ ଡାଏବେଟିସ ନୁହେଁ ଅନ୍ୟ କେତେକ ରୋଗ ବି ଭଲ ହୋଇଯିବ । ଏହି ଉପାୟ ଯେତିକି ସହଜ ତାହା ଆମ ଶରୀର ଉପରେ ସେତିକି ଅଧିକ ପ୍ରଭାବ ପକାଇଥାଏ ।

ଏହି ଉପାୟ ପାଇଁ ଆପଣ ପ୍ରଥମେ ୨୫୦ ଗ୍ରାମ ମେଥିଦାନା ନିଅନ୍ତୁ । ମେଥି ଡାଏବେଟିସକୁ କଣ୍ଟ୍ରୋଲ କରିବାରେ ସାହାର୍ଯ୍ୟ କରେ । ଯଦି ଆପଣ ଆଣ୍ଠୁ ଗଣ୍ଠି ଭଳି ସମସ୍ୟାରେ ପୀଡିତ ଅଛନ୍ତି ତେବେ ଏହା ତାକୁ ବି ଦୂର କରିବାରେ ସାହାର୍ଯ୍ୟ କରିଥାଏ ।

ଦ୍ଵିତୀୟ ସାମଗ୍ରୀ ହେଉଛି ୧୦୦ ଗ୍ରାମ ଜୁଆଣୀ । ଏହା ଡାଏବେଟିସ ଓ ହଜମ ସମସ୍ୟାକୁ ଦୂର କରିଥାଏ । ତୃତୀୟ ସାମଗ୍ରୀ ହେଉଛି ୫୦ ଗ୍ରାମ କାଳିଜିରୀ । ବର୍ତ୍ତମାନ ଆପଣ ଏହି ୩ ଟି ଜିନିଷକୁ ଅଳ୍ପ ଭାଜି ଦିଅନ୍ତୁ । ପ୍ରଥମେ ଆପଣ ଗୋଟିଏ ପାତ୍ରରେ ମେଥି ଦାନା ଦେଇ ତାକୁ ୧ ମିନିଟ ପର୍ଯ୍ୟନ୍ତ ଭଲ ଭାବରେ ଭାଜନ୍ତୁ । ଏହାକୁ ଆପଣ ଅଳ୍ପ ଅଳ୍ପ ଭାଜନ୍ତୁ । ଅଧିକ ଭାଯିବେ ନାହିଁ । ନଚେତ ଏହା ପୋଡିଯିବ । କିଛି ସମୟ ପରେ ଏହାର ରଙ୍ଗ ବଦଳିବା ସହ ଏଥିରୁ ସୁଗନ୍ଧ ଆସିବ ।

ତେବେ ଆପଣ ମେଥି ଦାନାକୁ ବାହାର କରି ଦିଅନ୍ତୁ । ପୁଣି ସେହି ପାତ୍ରରେ ଜୁଆଣୀକୁ ଭାଜି ଦିଅନ୍ତୁ । ମେଥି ଦାନା ଭଳି ଏହାର ରଙ୍ଗ ବଦଳିଲେ ଓ ସୁଗନ୍ଧ ଆସିଲେ ଏହାକୁ ବି ବାହାର କରି ଦିଅନ୍ତୁ । ପୁଣି ଏଥିରେ କାଳିଜିରୀକୁ ୩୦ ସେକନ୍ଡ ଭାଜି ଦିଅନ୍ତୁ । କାଳିଜିରୀକୁ ଗୋଟିଏ ପାତ୍ରରେ ବାହାର କରି ଦିଅନ୍ତୁ । ଆପଣ କେବେ ବି ଏହି ୩ ଟି ଜିନିଷକୁ ଏକାଠି ଭାଯିବେ ନାହିଁ ।

ଏହି ସବୁ ଜିନିଷ ଅଳ୍ପ ଥଣ୍ଡା ହେବା ପରେ କେବଳ ମେଥି ଦାନାକୁ ଗ୍ରାଇଡିଙ୍ଗ କରି ଦିଅନ୍ତୁ ଓ ଏହାକୁ ଛାଣି ଦିଅନ୍ତୁ । ସେହିଭଳି ଜୁଆଣୀ ଓ କାଳିଜିରୀକୁ ବି ଗ୍ରାଇଡିଙ୍ଗ କରି ଛାଣି ଦିଅନ୍ତୁ । ଏହି ତିନୋଟି ଜିନିଷର ପାଉଡରକୁ ଏକାଠି କରି ମିଶାଇ ଦିଅନ୍ତୁ । ଆପଣ ଗୋଟିଏ ପାଲଷ୍ଟିକ ଡବାରେ ଏହାକୁ ରଖି ଦିଅନ୍ତୁ ।

ଏହାକୁ ଆପଣ କେବଳ ଦିନକୁ ଥରେ ଖାଆନ୍ତୁ । ତାହା ବି ପୁଣି ରାତିରେ ଖାଇବାର ଦୁଇ ଘଣ୍ଟା ପରେ ଏହି ପାଉଡରକୁ ଗୋଟିଏ ଗ୍ଳାସ ଉଷୁମ ପାଣି ସହ ସେବନ କରନ୍ତୁ । ଡାଏବେଟିସ ଯେତେ ବି ପୁରୁଣା ହୋଇଥିଲେ ବି ଏକ ମାସ ମଧ୍ୟରେ ଆପଣ ଫରକ ଜାଣି ପାରିବେ । ତେବେ ବନ୍ଧୁଗଣ ନିଜେ ସୁସ୍ଥ ରୁହନ୍ତୁ ଏବଂ ଏହି  ପୋଷ୍ଟ ଟି ସେୟାର କରି ଅନ୍ୟ ମାନଙ୍କୁ ମଧ୍ୟ ସୁସ୍ଥ ରଖନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *