ମାତ୍ର 7 ଦିନରେ 15 ବର୍ଷ ରୁ ଚାଲୁଥିବା ଡାଇବେଟିସ ଔଷଧର ଛୁଟି କରିଦେବ କେବଳ ଏହି ଗୋଟିଏ ଉପାୟ ( Healthy Tips )

ବନ୍ଧୁଗଣ ବର୍ତ୍ତମାନ ସମୟରେ ସମସ୍ତେ ସୁସ୍ଥ ରହିବା ପାଇଁ ବହୁତ ଚେଷ୍ଟା କରୁଛନ୍ତି । କିନ୍ତୁ ଯେତେ ଚେଷ୍ଟା କଲେ ମଧ୍ୟ କିଛି ନା କିଛି ରୋଗ ର ଶିକାର ହେବାକୁ ପଡୁଛି । ବିଭିନ୍ନ ପ୍ରକାରର ଖାଦ୍ୟ ଦ୍ୱାରା ମଧ୍ୟ ଭିନ୍ନ ଭିନ୍ନ ରୋଗ ହୋଇଥାଏ । ସେହି ସମସ୍ତ ରୋଗ ମଧ୍ୟରୁ ଡାଇବେଟିସ ବା ମଧୁମୟ ରୋଗ ବହୁତ ମାରାତ୍ମକ ହୋଇଥାଏ । ତେବେ ଆଜି ଆମେ ଏମିତି ଏକ କାଢ଼ା ବିଷୟରେ କହିବୁ ଯାହାକୁ ପ୍ରୟୋଗ କରିଲେ ବର୍ଷ ବର୍ଷ ଧରି ଚାଲିଥିବା ଡାଇବେଟିସ ରୋଗ ମାତ୍ର ୭ ଦିନ ଭିତରେ ଭଲ ହୋଇଯିବ ।

ଏହି ଉପଚାରଟି ଆମେ ଘରେ ଥିବା ଜିନିଷରୁ ତିଆରି କରିପାରିବା । ତେବେ ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ । ବନ୍ଧୁଗଣ ପ୍ରଥମେ ଗୋଟିଏ ପାତ୍ରରେ ଗୋଟେ ଗ୍ଲାସ ପାଣି ନେଇ ତାହାକୁ ଫୁଟାଇ ଦିଅନ୍ତୁ । ବର୍ତ୍ତମାନ ସେଥିରେ ଦୁଇ ଚାମଚ ମେଥି ଦାନା ପକାନ୍ତୁ । ମେଥି ଆମେ ରୋଷେଇ କରିବାରେ ପ୍ରୟୋଗ କରିଥାଉ ଏବଂ ଏହା ଆମ ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ ।

ଏବଂ ଆମକୁ ନିରୋଗ ରଖିଥାଏ । ଏଥିରୁ ଆମ ଶରୀରକୁ ପୌଷ୍ଟିକ ମିଳିଥାଏ । ପ୍ରୋଟିନ, କାର୍ବୋହାଇଡ୍ରେଟ,ଆଇରନ, ମଗ୍ନେଶିଅମ ଓ ଫାଇବର ରହିଥାଏ । ଏହା ଆମ ଶରୀରରୁ ଟକ୍ସିକ ବାହାର କରିଥାଏ । ଡାଇବେଟିସ କୁ ଭଲ କରିଥାଏ । ଶରୀରକୁ ମଧ୍ୟ ସୁସ୍ଥ ରଖିଥାଏ । ଏହା ରକ୍ତଚାପ କୁ ମଧ୍ୟ ନିୟନ୍ତ୍ରଣ ରଖିବାରେ ସାହାଯ୍ୟ କରିଥାଏ ।

ଦୁତିୟ ସାମଗ୍ରୀ ଟି ହେଉଛି ହଳଦୀ । ବର୍ତ୍ତମାନ ଜଲଦି ଗୁଣ୍ଡରୁ ଗୋଟିଏ ଚାମଚ ନିଅନ୍ତୁ ଏବଂ ଫୁଟୁଥିବା ମେଥି ପାଣିରେ ପକାଇ ଦିଅନ୍ତୁ । ହଳଦୀ କୁ ଆମେ ପ୍ରତିଦିନ ଖାଦ୍ୟରେ ମସଲା ଭାବରେ ବ୍ୟବହାର କରିଥାଉ । ଏଥିରୁ ଆମ ଶରୀରକୁ ପ୍ରୋଟିନ ମିଳିଥାଏ । ଯାହା ଆମ ଶରୀରରେ ଥିବା ଥଣ୍ଡା କାଶ ଓ କ୍ୟାନ୍ସର ଭଳି ରୋଗରୁ ମଧ୍ୟ ରକ୍ଷା କରିଥାଏ ।

ବର୍ତ୍ତମାନ ଏହାକୁ ଭଲ ଭାବରେ ଫୁଟାଇବାକୁ ଛାଡ଼ିଦିଅନ୍ତୁ । ଏହି ଦୁଇଟି ଜିନିଷ ମିଶାଇ ପିଇବା ଦ୍ୱାରା ବହୁତ ଫାଇଦା ମିଳିଥାଏ । ଏହି ପାଣିକୁ ଗୋଟେ ଗ୍ଲାସ ହେବ ପର୍ଯ୍ୟନ୍ତ ଫୁଟାନ୍ତୁ । ଏହା ପରେ ଗୋଟେ ଛଣାରେ ଭଲ ଭାବରେ ଛଣି ଦିଅନ୍ତୁ । ଏହି କାଢା କୁ ହାଲକା ଗରମ ଥିବା ସମୟରେ ସେବନ କରନ୍ତୁ । ଏହାକୁ ସକାଳେ ଥରେ ଖାଲି ପେଟରେ ଏବଂ ରାତିରେ ଶୋଇବା ପୂର୍ବରୁ ପିଅନ୍ତୁ ।

ଏହି ପରି ମାତ୍ର ସାତ ଦିନ ଏହାକୁ ସେବନ କରନ୍ତୁ । ଦେଖିବେ ଡାଇବେଟିସ ପରି ରୋଗ ମୂଳରୁ ଶେଷ ହୋଇଯିବ । ତେବେ ବନ୍ଧୁଗଣ ଆପଣ ସମସ୍ତେ ସୁସ୍ଥ ରୁହନ୍ତୁ ଏବଂ ଏହି ପୋଷ୍ଟ ଟି ସେୟାର କରି ଅନ୍ୟ ମାନଙ୍କୁ ମଧ୍ୟ ସୁସ୍ଥ ରଖନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *