ମାତ୍ର 15 ଦିନରେ ଡାଇବେଟିସ କମିଯିବ, କୋଲେଷ୍ଟ୍ରୋଲ, ଓଜନ, ଆଣ୍ଠୁଗଣ୍ଠି ବିନ୍ଧା, ଥଣ୍ଡା, କାଶ ହେବ ଦୂର, କେବଳ କରନ୍ତୁ ଏହି ଉପାୟ ( Healthy Tips )

ସବୁ ପନିପରିବାରେ ପ୍ରଚୁର ମାତ୍ରାରେ ଭିଟାମିନ ଓ ପୋଷାକ ତତ୍ଵ ମିଳିଥାଏ । କିନ୍ତୁ ଯଦି କାଙ୍କଡ ପରିବା ବିଷୟରେ କହିବୁ ତେବେ ଏଥିରେ ପ୍ରଚୁର ମାତ୍ରାରେ ପୋଷାକ ତତ୍ଵ ମିଳିଥାଏ । ଯଦି ଆପଣ ଏହାର ସେବନ କରିବେ ତେବେ ବହୁତ ରୋଗ ଅଛି ଯାହାକୁ ଆପଣ ଅତି ସହଜରେ ଦୂର କରି ପାରିବେ । କାଙ୍କଡ ପରିବା ଫ୍ଲୁ ଭଳି ଭୟଙ୍କର ରୋଗରୁ ବି ଆମକୁ ରକ୍ଷା କରିଥାଏ ।

ବିଶେଷଜ୍ଞଙ୍କ ଅନୁସାରେ କାଙ୍କଡ ସେବନ କରିବା ଦ୍ଵାରା ଏହା ଶରୀରରେ ପୋଷଣର ମାତ୍ରାକୁ ବୁଦ୍ଧି କରିଥାଏ । କାଙ୍କଡ ଆପଣଙ୍କୁ ବହୁତ ସହଜରେ ବଜାରରେ ମିଳିଯିବ । ଏହା କେବଳ ଆମ ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ ଏହା ଛଡା ଏଥିରେ କ୍ୟାଲୋରୀର ମାତ୍ରା ବି ବହୁତ କମ ଥାଏ । କାଙ୍କଡର ବୈଜ୍ଞାନିକ ନାଁ ହେଉଛି Momordica dioica ।

ଏହା ଛଡା ଏହାକୁ ଲୋକମାନେ ଅନ୍ୟ କେତେକ ନାଁରେ ବି ଜାଣିଛନ୍ତି । କାଙ୍କଡ ଆପଣଙ୍କୁ ପ୍ରାୟତଃ ଦେଶର ସବୁ ସ୍ଥାନରେ ମିଳିଯିବ । କାଙ୍କଡର ବିଭିନ୍ନ ପ୍ରକାରର ତରକାରୀ ବି କରାଯାଏ । ଏହା ମାଛ ଓ ମାଂସ ସହ ବି କାଙ୍କଡ ସେବନ କରାଯାଏ । କାଙ୍କଡରୁ ଯେଉଁ nutrition ମିଳିଥାଏ ତାହା ଆମର ଶରୀର ପାଇଁ ବହୁତ ହିଁ ଉପଯୋଗୀ ହୋଇଥାଏ । କାଙ୍କଡ ଆମ ଶରୀରକୁ ସମସ୍ତ ପ୍ରକାରର ରୋଗରୁ ବି ବଞ୍ଚାଇ ଥାଏ । କାଙ୍କଡରେ ପ୍ରତି ୧୦୦ ଗ୍ରାମରେ ୧୭ ଗ୍ରାମ କ୍ୟାଲୋରି ଥାଏ ।

ଯଦି ଆପଣଙ୍କ ଓଜନ ବଢି ଯାଇଛି ଓ ଆପଣ କମ କରିବାକୁ ଚାହୁଁଛନ୍ତି ତେବେ ଏହା ଆପଣଙ୍କ ପାଇଁ ବହୁତ ହିଁ ଉପକାରୀ ରହିବ । କାଙ୍କଡ ବର୍ଷା ଦିନରେ ଅଧିକ ମିଳିଥାଏ । କାଙ୍କଡର ଆଣ୍ଟିଅକ୍ସିଡେନ ଗୁଣ କାରଣରୁ ଏହା ଥଣ୍ଡା, କାସ ଓ ଅନ୍ୟ ବହୁତ ଏଲର୍ଜି ରୋଗକୁ ଦୂର କରିଥାଏ । ଏହା ମଧୁମେହ ରୋଗୀମାନଙ୍କ ରକ୍ତରେ ବଢିଥିବା ସୁଗାରକୁ କମ କରିଥାଏ । କାରଣ ଏଥିରେ ଇସୁଲିନ ବି ଥାଏ । ଯେଉଁଥିରେ ଫାଇବାର ଓ ପାଣିର ମାତ୍ରା ଅଧିକ ଥାଏ । ଏହି ସବୁ ଜିନିଷ କାଙ୍କଡରେ ମିଳିଥାଏ ।

ସେଥିପାଇଁ ଏହା ଡାଏବେଟିସ ରୋଗୀମାନଙ୍କ ପାଇଁ ବହୁତ ଭଲ ହୋଇଥାଏ । ଆଖି ସମ୍ବନ୍ଧିତ ରୋଗ, ହୃଦୟ ଜନିତ ରୋଗ, କ୍ୟାନ୍ସର ଭଳି ରୋଗରୁ କାଙ୍କଡ ବଞ୍ଚାଇ ଥାଏ । କାଙ୍କଡ ପ୍ରାକୃତିକ ଆଣ୍ଟିଅକ୍ସିଜେନ ଭିଟାମିନ C କାରଣରୁ ଏହା କ୍ୟାନ୍ସରର ସମ୍ଭାବନାକୁ କମ କରିବା ପାଇଁ ଶରୀରରୁ ମୃତ କୋଶିକା ଗୁଡିକୁ ଶରୀରରୁ ବାହାର କରିବାର ସାହାର୍ଯ୍ୟ କରିଥାଏ । ଏହା ତ୍ଵଚାକୁ ସୁସ୍ଥ ରଖିବା ପାଇଁ ସାହାର୍ଯ୍ୟ କରିଥାଏ ।

କାଙ୍କଡ ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇ ଥାଏ । ଏଥିରେ ଫାଇବାର ଓ ଆଣ୍ଟିଅକ୍ସିଡେନ ବହୁତ ଭଲ ମାତ୍ରାରେ ମିଳିଥାଏ । ଯାହାକି ଆମର ପାଚନ ତନ୍ତ୍ରକୁ ମଜବୁତ କରିବା ସହିତ କୋଷ୍ଠକାଠିନ୍ୟ ଭଳି ସମସ୍ୟାକୁ ଦୂର କରିଥାଏ । ଏହି ପୋଷ୍ଟ ଟି ଭଲ ଲାଗିଥିଲେ ଗୋଟେ  ସେୟାର କରନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *