ସକାଳୁ ଖାଲି ପେଟରେ ଚୋବାଇ ଖାଆନ୍ତୁ କେବଳ ଏହାର 2 ଟି ପତ୍ର 12 ବର୍ଷ ପୁରୁଣା ଡାଇବେଟିସ ବି 5 ଦିନରେ ଗାୟବ ହେଇଯିବ ( Healthy Tips )

ଫଳ ଓ ପନିପରିବାରେ ଅନ୍ୟ ଖାଦ୍ୟ ପଦାର୍ଥ ଠାରୁ ବହୁତ ଅଧିକ ଭିଟାମିନ ଓ ପୋଷାକ ତତ୍ଵ ଥାଏ । ଯଦି ପିଜୁଳି ବିଷୟରେ କହିବା ତେବେ ଏଥିରେ ପୋଷାକ ତତ୍ଵ ଓ ଭିଟାମିନର ମାତ୍ର ଅନ୍ୟ କେତେକ ଫଳ ଓ ପନିପାରିବା ଠାରୁ ବି ଅଧିକ ଥାଏ । ପିଜୁଳି ସମସ୍ତଙ୍କ ପ୍ରିୟ ହୋଇଥାଏ । ଏହା କେବଳ ସ୍ଵାଦିଷ୍ଟ ନୁହେଁ ଏହା ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ହୋଇଥାଏ ।

ପିଜୁଳିରେ ଭିଟାମିନ A, O, C, ପୋଟାସିୟମ ଓ ଫାଇବାରର ମାତ୍ରା ପ୍ରଚୁର ପରିମାଣରେ ରହିଥାଏ । କେବଳ ପିଜୁଳି ଗଛର ଫଳ ନୁହେଁ ଏହାର ପତ୍ର ବି ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବହୁତ ଉପକାରୀ ହୋଇଥାଏ । ତେବେ ଚାଳନ୍ତୁ ଜାଣିବା କେମିତି ପିଜୁଳି ପତ୍ରର ସେବନ କରିବା ଦ୍ଵାରା କେଉଁ ସବୁ ରୋଗକୁ ଆପଣ ଭଲ କରି ପାରିବେ ।

ପିଜୁଳି ଗଛର ଫଳ, ପତ୍ର ଓ ଛାଲିକୁ ଔଷଧ ଓ ଅନ୍ୟ କେତେକ କାର୍ଯ୍ୟରେ ବ୍ୟବହାର କରାଯାଏ । କୁହାଯାଏ କି ଯଦି ଆପଣ ସବୁଦିନ ପିଜୁଳି ଖାଇବେ ତେବେ ଆପଣ କ୍ୟାନ୍ସର ଭଳି ରୋଗ ଠାରୁ ଦୂରେଇ ଯିବେ । ପିଜୁଳି ଖାଇଲେ ଆପଣଙ୍କର ରକ୍ତ ହୀନତା ଭଳି ସମସ୍ୟା ବି ଦୂର ହୋଇଯିବ । କୋଷ୍ଠକାଠିନ୍ୟ ସମସ୍ୟା ବି ଦୂର ହୋଇଥାଏ । ବୟସ ବଢିବା ଦ୍ଵାରା କେତେକ ଲୋକମାନଙ୍କ ଥଣ୍ଡା ଓ କାସ ଭଳି ସମସ୍ୟା ଲାଗିରୁହେ ଏହିଭଳି ସ୍ଥିତିରେ ଯଦି ସେମାନେ ପିଜୁଳି ଖାଇବେ ତେବେ ସେମାନଙ୍କର ଏହି ସମସ୍ୟା ଦୂର ହୋଇଯିବ ।

ଯଦି ଛୋଟ ପିଲାମାନେ ପିଜୁଳି ସେବନ କରିବେ ତେବେ ସେମାନଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବି ବୁଦ୍ଧି ହୋଇଥାଏ । ପିଜୁଳିକୁ କଳା ଲୁଣ ସହ ଖାଇଲେ ଏହା କଫ ଭଲ କରିଦିଏ । କେବଳ ପିଜୁଳି ନୁହେଁ ଏହାର ପତ୍ର ବି ବହୁତ ଔଷଧୀୟ ଗୁଣରେ ଭରପୁର । ଏହା ଆପଣଙ୍କ ଶରୀରର ବହୁତ ରୋଗକୁ ଭଲ କରିଥାଏ । ପିଜୁଳି ପତ୍ରର ରସ କିମ୍ବା ପିଜୁଳି ପତ୍ରରୁ ତିଆରି ହେଉ ଥିବା ଚା ଆମ ତ୍ଵଚା, କେସ, ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ହୋଇଥାଏ । ପିଜୁଳି ପତ୍ରକୁ ଶୁଖାଇ ତାକୁ ଗୁଣ୍ଡ କରି ରାତିରେ କ୍ଷୀର ସହ ସିଝାଇ ପିଇବା ଦ୍ଵାରା ଭଲ ନିଦ ଆସିଥାଏ ।

ଛୋଟ ପିଲାମାନଙ୍କୁ ଯଦି ତରଳ ଝାଡା ହେଉଛି ତେବେ ପିଜୁଳି ପତ୍ର ବାଟି ତାର ରସ ପିଇଲେ ସେମାନଙ୍କର ଝାଡା ଭଲ ହୋଇଯିବ । ମଧୁମେହ ରୋଗୀମାନଙ୍କ ପାଇଁ ପିଜୁଳି ପତ୍ର ଦ୍ଵାରା ତିଆରି ଚା ପିଇଲେ ତାହା ସୁଗାର ଲେବୁଲକୁ କଣ୍ଟ୍ରୋଲ କରିବାରେ ସାହାର୍ଯ୍ୟ କରିଥାଏ । ରକ୍ତଚାପକୁ ବି ନିୟନ୍ତ୍ରଣରେ ରଖିଥାଏ । ପିଜୁଳି ପତ୍ରକୁ ଚୋବାଇ ଖାଇବା ଦ୍ଵାରା ପେଟରେ ଥିବା କୁର୍ମି ବି ନଷ୍ଟ ହୋଇଯିବ । ପିଜୁଳି ପତ୍ର ଖାଇଲେ ଖାଦ୍ୟ ଭଲ ହଜମ ହୋଇଥାଏ । ଏହି ପୋଷ୍ଟ ଟି ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *