କେବଳ ମାତ୍ର 7 ଦିନ ଏହାକୁ ବନେଇ ପିଅନ୍ତୁ, ଡାଇବେଟିସ, ମୋଟାପଣ, ଅଣ୍ଟା-ଆଣ୍ଠୁଗଣ୍ଠି ବିନ୍ଧା, କୋଲେଷ୍ଟ୍ରୋଲ, ସବୁକିଛି ହେବ ଦୂର ( Healthy Tips )

ଆଜି ଆମେ ଆପଣଙ୍କୁ ଏକ ଔଷଧୀୟ ପତ୍ର ବିଷୟରେ କହିବୁ । ଆମ ଶରୀରରେ ହେଉଥିବା ପ୍ରାୟତଃ ରୋଗ ଏହି ପତ୍ର ସେବନ କରିବା ଦ୍ଵାରା ଦୂର ହୋଇଯାଏ । ରୋଷେଇ ସମୟରେ ବି ଏହି ପତ୍ରର ବ୍ୟବହାର କରାଯାଏ । ଆମେ ତେଜପତ୍ର ବିଷୟରେ କହୁଛୁ । ଆପଣ ଏହି ତେଜପତ୍ରକୁ ବ୍ୟବହାର କରି କେମିତି ଆଣ୍ଠୁ ଗଣ୍ଠି ବିନ୍ଧା, ମୋଟାପଣ, ଡାଇବେଟିସ, କୋଲେଷ୍ଟ୍ରଲ, ପଥରୀ ସମସ୍ୟାରୁ ମୁକ୍ତି ପାଇବେ ସେହି ବିଷୟରେ ଆଜି ଆମେ ଆପଣଙ୍କୁ କହିବୁ ।

ଏଥିପାଇଁ ପ୍ରଥମେ ଆପଣ ୩ ରୁ ୪ ଟି ତେଜପତ୍ର ନିଅନ୍ତୁ । ଗୋଟିଏ ପ୍ୟାନରେ ଗୋଟିଏ ଗ୍ଳାସ ପାଣି ଢାଳି ସେଥିରେ ଏହି ସବୁ ପତ୍ରକୁ ଛିଣ୍ଡାଇ ପକାଇ ଦିଅନ୍ତୁ । ଅଧ ଘଣ୍ଟା ପର୍ଯ୍ୟନ୍ତ ଆପଣ ଏହି ତେଜପତ୍ରକୁ ସେହି ପାଣିରେ ରଖନ୍ତୁ ଓ ଏହାକୁ ଅଳ୍ପ ଗ୍ୟାସରେ ଗରମ କରନ୍ତୁ ।

ଧୀରେ ଧୀରେ ଗରମ ହେବା ପରେ ଆପଣ ଏଥିରେ ଏକ ଚାମଚ ପାନମଧୁରୀ ମିଶାଇ ଦିଅନ୍ତୁ । ଆପଣ ଏହାକୁ ଅଳ୍ପ ଗ୍ୟାସରେ ସେହି ସମୟ ପର୍ଯ୍ୟନ୍ତ ଗରମ କରନ୍ତୁ ଯେଉଁ ସମୟ ପର୍ଯ୍ୟନ୍ତ ପାଣି ଫୁଟି ଫୁଟି ଅଧା ନ ହୋଇ ଯାଇଛି । ଆପଣ ଗ୍ୟାସ ବନ୍ଦ କରି ଏହାକୁ ଥଣ୍ଡା ହେବା ପାଇଁ ଛାଡି ଦିଅନ୍ତି । ଏହି ପାଣିକୁ ଛାଣି ଦିଅନ୍ତୁ । ଆପଣ କିଛି ଦିନ ପର୍ଯ୍ୟନ୍ତ ଚା ଭଳି ପିଅନ୍ତୁ । ଏହାର ସେବନ କରିବା ଦ୍ଵାରା ଆପଣଙ୍କ ଆଣ୍ଠୁ ଗଣ୍ଠିରେ ହେଉଥିବା କଷ୍ଟ ଓ ଫୁଲା ଭଲ ହୋଇଯିବ ।

ଯେଉଁମାନେ ଡାଏବେଟିସରେ ପୀଡିତ ଅଛନ୍ତି ଓ କୋଲେଷ୍ଟ୍ରଳରେ ବହୁତ ଅଧିକ ବଢି ଯାଉଛି ସେହି ଲୋକମାନେ ଯଦି ଏହି ଚା ର ସେବନ କରିବେ ତେବେ ସେମାନଙ୍କୁ ବହୁତ ଆରାମ ମିଳିବ । ଯେଉଁମାନେ କିଡନୀରେ ଷ୍ଟୋନର ସମସ୍ୟା ଅଛି, ଔଷଧ ଏହାର ସେବନ କରିବା ଦ୍ଵାରା ଆପଣଙ୍କ ପଥରୀ ପରିସ୍ରା ଦେଇ ବାହାରକୁ ଚାଲିଯିବ । ପେଟରେ ଥିବା ଚର୍ବି ବି କମ ହୋଇଯିବ । ଏହି ଚାର ସେବନ କରିବା ଦ୍ଵାରା ଆପଣଙ୍କ ସ୍ମୃତି ଶକ୍ତି ବି ବୁଦ୍ଧି ହେବ ।

ଏହା ଆମର ଭୋକକୁ କଣ୍ଟ୍ରୋଲ କରିଥାଏ । ଯାହାକି ମୋଟାପାକୁ କମ କରିବାରେ ସାହାର୍ଯ୍ୟ କରିବ । ପେଟ ମଧ୍ୟ ସଫା ରଖିବ । ଯଦି ରାତିରେ ନିଦ ଆସୁ ନାହିଁ ତେବେ ତେଜପତ୍ରର ପାଣି ପିଇବା ଦ୍ଵାରା ରାତିରେ ଭଲ ନିଦ ବି ଆସିଥାଏ । ଏହା ମୁଣ୍ଡ ବିନ୍ଧା, କାସ, ଜ୍ଵର ଥାଏ ଓ ଥଣ୍ଡା ଅଛି ସେମାନଙ୍କ ପାଇଁ ବି ତେଜପତ୍ର ପାଣି ଏକ ଭଲ ଉପଚାର ଅଟେ । ପରିସ୍ରା ସ୍ଥାନରେ ହେଉଥିବା ଜ୍ଵଳନ, କିଡନୀରେ ସମସ୍ୟା ଦୂର କରିବାରେ ତେଜପତ୍ର ପାଣି ବହୁତ ସାହାର୍ଯ୍ୟ କରିଥାଏ । ଏହି ପୋଷ୍ଟ ଟି ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *