ଏହାର କେବଳ 4 ଟି ଦାନା, ଡାଇବେଟିସକୁ ମୂଳରୁ ହିଁ କରିଦେବ ଶେଷ ( Healthy Tips )

ବନ୍ଧୁଗଣ ଆଜି ଆମେ ଆପଣଙ୍କ ପାଇଁ ଏକ ଏଭଳି ଚମତ୍କାରି ଘରୋଇ ଉପାୟ ନେଇ ଆସିଛୁ ଯାହାର ସେବନ କରିବା ଦ୍ଵାରା ଡାଇବେଟିସ ମୂଳରୁ ଶେଷ ହୋଇଯିବ । ଆଜିର ସମୟରେ ଡାଇବେଟିସ ଏକ ଏପରି ସମସ୍ୟା ଯାହା ପ୍ରତେକ ବ୍ୟକ୍ତି ଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ଏହା ବହୁତ ଶୀଘ୍ର ବ୍ୟାପିଥାଏ । ପୁରା ଭାରତରେ ପ୍ରାୟ ୭ କୋଟି ଲୋକ ଏହି ଡାଇବେଟିସ ରୋଗରେ ପୀଡିତ ଅଛନ୍ତି । ଡାଇବେଟିସ ରୋଗରେ ରକ୍ତରେ ସୁଗର ର ପରିମାଣ ବଢ଼ିଥାଏ ଯାହା ଦ୍ଵାରା ଶରୀରରେ ଇଂସୁଲିନ ତିଆରି ହେବ ବନ୍ଦ ହୋଇଯାଇଥାଏ ।

ଡାଇବେଟିସ କୁ ମୂଳରୁ ଶେଷ କରିବା ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି କୌଣସି ଔଷଧ ତିଆରି ହୋଇନାହିଁ । କେବଳ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଡାଇବେଟିସ ରୋଗୀ ମାନେ ଔଷଧ ର ସେବନ କରିଥାନ୍ତି । କିନ୍ତୁ ଆୟୁର୍ବେଦ ରେ କିଛି ଏପରି ଚମତ୍କାରି ଉପାୟ ମାନ ରହିଛି ଯାହାର ପ୍ରୟୋଗ ଦ୍ୱାରା ଡାଇବେଟିସ କୁ ସବୁଦିନ ପାଇଁ ଶେଷ ମଧ୍ୟ କରିହେବ । ତେବେ ଚାଲନ୍ତୁ ଜାଣିବା ସେହି ଉପାୟ ବିଷୟରେ ।

ବନ୍ଧୁଗଣ ଡାଇବେଟିସ ରୋଗୀ ମାନଙ୍କ ପାଇଁ ଯେଉଁ ଜିନିଷ ସବୁଠାରୁ ଅଧିକ ଫାଇଦା ଦେଇଥାଏ ତାହା ହେଉଛି ମଖାନା । ଏହାର ସେବନ କରିବା ଦ୍ଵାରା ଡାଇବେଟିସ ରୋଗୀଙ୍କୁ ବହୁତ ବେଶି ଲାଭ ମିଳିଥାଏ । କାରଣ ଏହାର ସେବନ କରିବା ଦ୍ଵାରା ଶରୀରରେ ପ୍ରାକୃତିକ ଭାବରେ ଇନ୍ସୁଲିନ ତିଆରି ହୋଇଥାଏ ଯାହା ସୁଗର ଲେଭେଲ କୁ କଣ୍ଟ୍ରୋଲ କରିଥାଏ । ତେବେ ଚାଲନ୍ତୁ ଜାଣିବା ଏହାକୁ ସେବନ କରିବାର ବିଧି ।

ବନ୍ଧୁଗଣ ମାଖାନା ଏକ ଏପରି ଜିନିଷ ଅଟେ ଯାହାକୁ ଆପଣ ଯେକୌଣସି ସମୟରେ ସେବନ କରିପାରିବେ । କିନ୍ତୁ ଯଦି ଆପଣ ଏହାର ଫାଇଦା ଶୀଘ୍ର ପାଇବାକୁ ଚାହୁଁଛନ୍ତି ତେବେ ସବୁଦିନ ସକାଳୁ ଖାଲି ପେଟରେ ୪ ଟି ମାଖାନା ର ସେବନ କରନ୍ତୁ । ଏହା ଡାଇବେଟିସ କୁ ସବୁଦିନ ପାଇଁ ଶେଷ କରିବାରେ ସାହାଯ୍ୟ କରିଥାଏ ।

କିନ୍ତୁ ବନ୍ଧୁଗଣ ଏହାର ଲାଭ ପାଇବା ପାଇଁ ଆପଣଙ୍କୁ ମିଠା ଜାତୀୟ ଖାଦ୍ୟ ସମ୍ପୂର୍ଣ୍ଣ ଭାବରେ ତ୍ୟାଗ କରିବାକୁ ପଡ଼ିବ । ତେଲ ଏବଂ ମସଲା ଜାତୀୟ ଜିନିଷ ମଧ୍ୟ ଖାଇବାକୁ ମନା । ପୃଷ୍ଟିକର ଖାଦ୍ୟ ଖାଇବା ଦ୍ବାରା ଏହାର ଉଚିତ ପ୍ରଭାବ ମିଳିବ । ଦିନକୁ ଯେତେ ଅଧିକ ମାତ୍ରାରେ ପାଣି ପିଇବେ ସେତେ ଭଲ ହେବ । ଆଊ ଖାଦ୍ୟ ଖାଇବା ସମୟରେ ସାଲାଡ଼ ନିଶ୍ଚିନ୍ତ ଭାବରେ ଖାଆନ୍ତୁ ।

ପ୍ରତେକ ଦିନ ବ୍ୟାୟାମ ବା ୱାକିଂ କରିବା ଦ୍ୱାରା ଆମ ଶରୀର ସୁସ୍ଥ ରହିଥାଏ । ତେଣୁ ନିଜକୁ ଏକ୍ଟିଭ ରଖିବା ପାଇଁ ନିୟମିତ ଭାବେ ବ୍ୟାୟାମ ବା ୱାକ କରନ୍ତୁ । ଦେଖିବେ ଆପଣଙ୍କ ଡାଇବେଟିସ ଭଳି ସମସ୍ୟା ଖୁବ ଶୀଘ୍ର ଦୂର ହୋଇଯିବ । ତେବେ ବନ୍ଧୁଗଣ ଆପଣ ସୁସ୍ଥ ରୁହନ୍ତୁ ଏବଂ ଏହି ପୋଷ୍ଟ ଟି ଗୋଟେ ସେୟାର କରି ଅନ୍ୟ ମାନଙ୍କୁ ମଧ୍ୟ ସୁସ୍ଥ ରଖନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *