ସକାଳୁ ଖାଲି ପେଟରେ ଖାଇଦିଅନ୍ତୁ ଏହାର କେବଳ 4 ଟି ଦାନା, ଡାଇବେଟିସକୁ ମୂଳରୁ ହିଁ କରିଦେବ ଶେଷ ( Healthy Tips )

ବନ୍ଧୁଗଣ ବର୍ତ୍ତମାନ ସମୟରେ ବିଭିନ୍ନ ପ୍ରକାରର ରୋଗ ଦେଖିବାକୁ ମିଳୁଛି । ପ୍ରତେକ ବ୍ୟକ୍ତି ସୁସ୍ଥ ଜିଜୀବନ ଯାପନ କରିବାକୁ ଚାହିଁଥାନ୍ତି । ଆଜିକା ସମୟରେ ମଧୁମୟ ପ୍ରାୟ ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ଏହି ରୋଗର ସଂପୂର୍ଣ୍ଣ ଚିକିତ୍ସା ବର୍ତ୍ତମାନ ପର୍ଯ୍ୟନ୍ତ ଡକ୍ଟର ମଧ୍ୟ ବାହାରି କରିପାରିନାହାନ୍ତି । ଭାରତରେ ପ୍ରାୟ ୭ କୋଟି ଲୋକ ଏହି ଡାଇବେଟିସ ରୋଗରେ ଆକ୍ରାନ୍ତ ହୋଇଛନ୍ତି ।

ତେବେ ଆଜି ଆମେ ଆପଣଙ୍କ ପାଇଁ ଏଭଳି ଏକ ଚମତ୍କାରି ଜିନିଷ ନେଇ ଆସିଛୁ ଯାହାର ସେବନ ଦ୍ଵାରା ଡାଇବେଟିସ ମୂଳରୁ ଶେଷ ହୋଇଯାଇଥାଏ । ମଧୁମୟ ରୋଗରେ ସୁଗାର ର ମାତ୍ରା ଅଧିକ ହୋଇଥାଏ ଏବଂ ଶରୀରରେ ଇଁଶୁଲିନ ପ୍ରାକୃତିକ ଭାବରେ ତିଆରି ହେବା ବନ୍ଦ ହୋଇଯାଏ । ଏହି ରୋଗକୁ କେବଳ ନିୟନ୍ତ୍ରଣ କରିବା ପାଇଁ ମଧୁମୟ ରୋଗୀ ଔଷଧ ର ସେବନ କରିଥାନ୍ତି । କିନ୍ତୁ ଆୟୁର୍ବେଦିକ ରେ କିଛି ଏପରି ଉପାୟ ରହିଛି ଯାହାର ପ୍ରୟୋଗ କରିବା ଦ୍ୱାରା ମଧୁମୟ ରୋଗ ସମ୍ପୂର୍ଣ ଭାବରେ ଶେଷ ହୋଇଥାଏ ।

ତେବେ ଚାଲନ୍ତୁ ଜାଣିବା ସେହି ଚମତ୍କାରି ଉପାୟ ବିଷୟରେ । ଡାଇବେଟିସ ପାଇଁ ଯେଉଁ ଜିନିଷ ଅତ୍ୟନ୍ତ ଲାଭଦାୟକ ହୋଇଥାଏ ତାହା ହେଉଛି ମଖନା । ଏହାର ସେବନ କରିବା ଦ୍ଵାରା ମଧୁମୟ ରୋଗୀ ମାନଙ୍କୁ ବହୁତ ଫାଇଦା ମିଳିଥାଏ । ଏହା ଶରୀରରେ ପ୍ରାକୃତିକ ଭାବରେ ଇନ୍ସୁଳିନ ତିଆରି କରିଥାଏ । ଏବଂ ଏହା ସୁଗାର ର ମାତ୍ରକୁ ମଧ୍ୟ କମ କରିବାରେ ସାହାଯ୍ୟ କରିଥାଏ । ତେବେ ଏହାକୁ ସେବନ କରିବାର ବିଧି ଜାଣିବା ଚାଲନ୍ତୁ ।

ଆପଣ ମାନେ ଏହି ମଖାନା କୁ ଯେତେବେଳେ ମଧ୍ୟ ଚାହିଁଲେ ଖାଇପରିବେ । କିନ୍ତୁ ସକାଳୁ ଖାଲି ପେଟରେ ଏହାର ମାତ୍ର ୪ ଦାନା ଖାଇବା ଦ୍ବାରା ମଧୁମୟ ରୋଗ ସମ୍ପୂର୍ଣ ଭାବରେ ଶେଷ ହେବାରେ ସାହାଯ୍ୟ କରିଥାଏ । କିନ୍ତୁ ବନ୍ଧୁଗଣ ଆପଣଙ୍କୁ ସମସ୍ତ ପ୍ରକାରର ମିଠା ଜାତୀୟ ଖାଦ୍ୟ ସମ୍ପୂର୍ଣ୍ଣ ଭାବରେ ଛାଡ଼ିବାକୁ ପଡ଼ିବ । ତେଲ ଏବଂ ମସଲା ଜାତୀୟ ଖାଦ୍ୟ ର ମାତ୍ର କମ କରିବାକୁ ପଡ଼ିବ ।

ଆପଣ ଯେତେ ପୃଷ୍ଟିକର ଖାଦ୍ୟ ଖାଇବେ ତାହା ଆପଣଙ୍କ ପାଇଁ ବହୁତ ଭଲ ହେବ । ଦିନକୁ ୫ ରୁ ୬ ଲିଟର ପାଣି ପିଇବା ଅତ୍ୟନ୍ତ ଆବଶ୍ୟକ । ପ୍ରତେକ ଦିନ ଟିକେ ବ୍ୟାୟାମ ବା ଏକ୍ସରସାଇଜ କରନ୍ତୁ ଏହା ଦ୍ୱାରା ଆପଣଙ୍କ ଶରୀରରେ ବହୁତ ଲାଭ ଦେଖିବାକୁ ମିଳିଥାଏ । ତେବେ ଯଦି ଆପଣ ମଧୁମୟ ରୋଗ ପାଇଁ ଔଷଧ ଖାଉଛନ୍ତି କିନ୍ତୁ ଏହା ପରେ ମଧ୍ୟ ଏହି ମଧୁମୟ ରୋଗରୁ ମୁକ୍ତି ପାଉନାହାନ୍ତି ତେବେ ଏହି ଉପାୟ ନିଶ୍ଚୟ କରନ୍ତୁ ଦେଖିବେ ଏହାର ପ୍ରଭାବ ଆପଣ ଖୁବ କମ ସମୟରେ ଅନୁଭବ କରିପାରିବେ । ଏହାର ଲାଭ ଆପଣଙ୍କୁ ନିଶ୍ଚତ ଭାବରେ ମିଳିବ । ତେବେ ନିଜେ ସୁସ୍ଥ ରୁହନ୍ତୁ ଏବଂ ଏହି ପୋଷ୍ଟ ଟି ସେୟାର କରି ଅନ୍ୟ ମାନଙ୍କୁ ମଧ୍ୟ ସୁସ୍ଥ ରଖନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *