ବନ୍ଧୁଗଣ ଦାନ୍ତ ଆମର ସୁନ୍ଦରତା କୁ ବଢାଇ ଥାଏ । ଦାନ୍ତ ଯଦି ଥରେ ହଳଦିଆ ପଡିଯାଏ, ତେବେ ପରେ ଏହାକୁ ଯେତେ ଥର ବ୍ରସ କଲେ ମଧ୍ୟ ଏହା ପୁଣି ପୂର୍ବ ଭଳି ଚମକିବା କଷ୍ଟକର ଲାଗିଥାଏ । ଦାନ୍ତ ଆମ ଶରୀର ର ଏପରି ଅଂଶ ଯାହା ଯଦି ଥରେ ଚାଲି ଯାଏ ତେବେ ଏହା ଫେରି ପାଇବା ଅସମ୍ଭବ । ଦାନ୍ତ ପରିଷ୍କାର ନ ଥିଲେ ମନ ଖୋଲି ଲୋକ ମାନଙ୍କ ସମ୍ମୁଖ ରେ କଥା ହେବାରୁ ନେଇ ଏପରି କି ମନ ଖୋଲି ହସିବାକୁ ମଧ୍ୟ ଲଜ୍ଜା ଅନୁଭବ ହୋଇଥାଏ ।
ଆଜି ଆମେ ଆପଣ ମାନଙ୍କ ପାଇଁ ଏକ ଏପରି ଘରୋଇ ଉପଚାର ଟିକୁ ନେଇ କରି ଆସିଛୁ, ଯାହା ସମ୍ପୁର୍ଣ୍ଣ ରୂପରେ ନେଚୁରାଲ ଓ ଆୟୁର୍ବେଦିକ ଉପାୟ ଅଟେ । ଏହି ଉପାୟ ଟିର ସାହାର୍ଯ୍ୟ ରେ ଆପଣ ନିଜର ଦାନ୍ତ କୁ ଏକଦମ ମୋତି ଭଳି ଚମକଦାର କରି ଦେଇ ପାରିବେ ।
ଏହି ଉପାୟ ଟି ହଳଦିଆ ରୁ ହଳଦିଆ ବା କଳା ରୁ କଳା ଦାନ୍ତ କୁ ମଧ୍ୟ ଚମକଦାର କରିଦେବ । ବନ୍ଧୁଗଣ ଆଜିର ଏହି ଉପଚାର ଟିକୁ ପ୍ରସ୍ତୁତ କରିବା ପାଇଁ ସର୍ବ ପ୍ରଥମେ ଆଜିର ଏହି ଉପଚାର ଟିକୁ ପ୍ରସ୍ତୁତ କରିବା ପାଇଁ ଆପଣ ଏକ ପାତ୍ରରେ ଏକ ପ୍ଯାକେଟ କଫି ପାଉଡର କୁ ଢାଳି ନିଅନ୍ତୁ । ଏହି କଫି ପାଉଡର ଅପରିଷ୍କାର ରୁ ଅପରିଷ୍କାର ଦାନ୍ତ କୁ ମଧ୍ୟ ଧଳା କରି ଦେବ ।
ଏହା ପରେ ଏଥିରେ ଏକ ଅଦା ର ଛୋଟ ଖଣ୍ଡ ନେଇ ନିଅନ୍ତୁ । ତାହାର ଚୋପାକୁ ଛଡାଇ ତାହାକୁ ଛେଚି ସେହି କଫି ପାଉଡର ରେ ମିଶାଇ ଦିଅନ୍ତୁ । ଏହା ପରେ ସେଥିରେ ଏକ ଛୋଟ ଚାମଚ କୋଲଗେଟ ନେଇ ନିଅନ୍ତୁ । ଏହା ପରେ ସେଥିରେ ଏକ ଚାମଚ ନଡିଆ ତେଲ ଦେଇ ଏହାକୁ ଭଲ ଭାବରେ କିଛି ସମୟ ପାଇଁ ଗୋଳାଇ ଛାଡି ଦିଅନ୍ତୁ ।
କିଛି ସମୟ ପରେ ଏହାକୁ ଏକ ବ୍ରସ ର ସାହାର୍ଯ୍ୟ ରେ 2 ରୁ 3 ମିନିଟ ପର୍ଯ୍ୟନ୍ତ ଭଲ ଭାବରେ ଦାନ୍ତ କୁ ଘଷନ୍ତୁ । ଘଷି ସାରିଲା ପରେ ମଧ୍ୟ ଏହାକୁ କିଛି ସମୟ ପାଇଁ ଦାନ୍ତରେ ଲଗାଇ ଛାଡି ଦିଅନ୍ତୁ । ତାହା ପରେ ନିଜ ମୁହଁ କୁ ଭଲ ଭାବରେ ଧୋଇ ସାରିଲା ପରେ ଆପଣ ଦେଖିବେ ଆପଣଙ୍କ ଦାନ୍ତ ପୂର୍ବ ଅପେକ୍ଷା ଖୁବ ଅଧିକ ଧଳା ହୋଇ ଯାଇଥିବ ।
ଏହି ଉପଚାର ରେ ବ୍ୟବହାର ହୋଇଥିବା ନଡିଆ ତେଲ ମାଢି ପାଇଁ ଖୁବ ଭଲ ଅଟେ । ଏହା ମାଢି ଜନିତ ସମସ୍ତ ସମସ୍ଯା କୁ ଦୂର କରିଥାଏ । ଏବଂ ପାନ, ବିଡି ଆଦି ଖାଇବା ପରେ ଦାନ୍ତ ର ଯେଉଁ ରଙ୍ଗ ବଦଳି ଯାଇଥାଏ ତାହାକୁ ଅଦା ରେ ଥିବା ରସ ଦୂର କରି ସଫା କରି ଦେଇଥାଏ ।
ବନ୍ଧୁଗଣ ଏହି ଉପାୟ କୁ ଆପଣ ସପ୍ତାହ ରେ 3 ଦିନ ବ୍ୟବହାର କରନ୍ତୁ । ଅନ୍ୟ ଦିନରେ ଆପଣ ସାଧା ପେଷ୍ଟ ରେ ହିଁ ବ୍ରସ କରନ୍ତୁ । ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟ ଟି ଭଲ ଲାଗେ, ତେବେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ