ଦାନ୍ତର ପୋ-କ-କୁ ମା-ରି ମଇଳା ଓ ହଳଦିଆ ଦାନ୍ତକୁ ମୋ-ତି ପରି ଚମକଦାର କରିଦେବ କେବଳ ଏହି ଗୋଟିଏ ଉପାୟ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣଙ୍କୁ କହିବୁ ଯେ, କିପରି ନିଜ ହଳଦିଆ ଦାନ୍ତ କୁ ଧଳା ଓ ସ-ଫା ଏବଂ ଯ-ନ୍ତ୍ର-ଣା ମୁ-କ୍ତ କରିବା ର ଘରୋଇ ଉପାୟ । ବନ୍ଧୁଗଣ ଆଜି ଆମେ ଯେଉଁ ଉପାୟ ସମ୍ପର୍କରେ ଆପଣଙ୍କୁ କହିବା କୁ ଯାଉଛୁ ତାହା ଦ୍ୱାରା ଆପଣ କେବଳ ଗୋଟିଏ ସମସ୍ୟା ନୁହଁ ବରଂ ଅନେକ ସମସ୍ୟା ରୁ ମୁ-କ୍ତି ପାଇ ପାରିବେ। ଏହି ଉପାୟ ଦ୍ୱାରା ଆପଣଙ୍କ ହଳଦିଆ ଦାନ୍ତ ସ-ଫା ଧଳା ହେବା ସହିତ ଦାନ୍ତ ରେ ପୋ-କ ଲାଗିବା ସମସ୍ୟା ମଧ୍ୟ ଦୂର ହୋଇଥାଏ ।

ଆପଣଙ୍କ ଖ-ରା-ପ ଦାନ୍ତ ଯୋଗୁଁ ଆପଣଙ୍କର ପୁରା ବ୍ୟକିତ୍ଵ ଖ-ରା-ପ ହୋଇଯାଇଥାଏ । ଏହା ସହିତ ଆପଣ ଖୋଲି କି ହସି ମଧ୍ୟ ପାରନ୍ତି ନାହିଁ। କିନ୍ତୁ ଆମେ ଯେଉଁ ଉପାୟ ଆପଣ ମାନଙ୍କୁ କହିବା କୁ ଯାଉଛୁ ତାହାଦ୍ୱାରା ଆପଣଙ୍କ ସବୁ ସମସ୍ୟା ର ସମାଧାନ ହେଇଯିବ। ଯଦି ଥରେ ଦାନ୍ତ ସମସ୍ୟା ଦେଖାଦିଏ ତେବେ ଏହି ସମସ୍ୟା କୁ ଦୂ-ର କରିବା ବହୁତ କଠିନ ହେଇଯାଏ ।

ଏମିତି ବହୁତ ଲୋକ ଅଛନ୍ତି ଯୋଉଁମାନଙ୍କ ଦାନ୍ତ ସ-ଢ଼ି-ଯା-ଏ ଏବଂ ଦାନ୍ତ କଣା ମଧ୍ୟ ହୋଇଯାଏ । ସେମାନେ ଏହି ସମସ୍ୟାକୁ ଦୂର ମଧ୍ଯ କରିପାରନ୍ତି ନାହିଁ। କିନ୍ତୁ ଆମେ କହିବା ଉପାୟ ଦ୍ଵାରା ଆପଣଙ୍କ ସମସ୍ୟାର ତୁରନ୍ତ ସମାଧାନ ହୋଇଯିବ। ଆପଣ ମାନଙ୍କ ପାଇଁ ଏହି ଉପାୟ ବହୁତ ଜରୁରୀ ଅଟେ ।

ଯଦି ଆପଣ ମାନେ ମାର୍କେଟ ରେ ଦାନ୍ତ ସ-ଫା କରିବାକୁ ଯାଆନ୍ତି ତେବେ ବହୁତ ଟଙ୍କା ଖର୍ଚ୍ଚ ହୋଇଥାଏ। ଯଦି ଆପଣ ବିନା ଖର୍ଚ୍ଚ ରେ ଆପଣଙ୍କ ଦାନ୍ତକୁ ଧଳା ସ-ଫା ଏବଂ ଯ-ନ୍ତ୍ର-ଣା ମୁ-କ୍ତ କରିବକୁ ଚାହୁଁଛନ୍ତି ତେବେ ଏହି ଉପାୟ ଗୁଡିକୁ ନିଶ୍ଚିତ ଭାବରେ କରନ୍ତୁ । ଏହି ଉପାୟ ଗୁଡ଼ିକ ନିଶ୍ଚିତ ଆପଣଙ୍କ ପାଇଁ ଲାଭଦାୟକ ହେବ।

ବନ୍ଧୁଗଣ ତେବେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ଏହି ଉପାୟ ଗୁଡିକ ବିଷୟରେ।

*ପ୍ରଥମେ ଆପଣ ଅଳ୍ପ ଟିକେ ହଲଦୀଗୁଣ୍ଡ ନିଅନ୍ତୁ । ବନ୍ଧୁଗଣ ଆପଣଙ୍କୁ ମାର୍କେଟ ରେ ହଳଦୀଗୁଣ୍ଡ ମିଳିଯିବ କିନ୍ତୁ ଏହି ଉପାୟ ନିମନ୍ତେ ଆପଣ ଯଦି ଘରେ ହଲଦୀଗୁଣ୍ଡ କରି ତାକୁ ବ୍ୟବହାର କରନ୍ତି ତେବେ ତାହା ପ୍ରାକୃତିକ ସହିତ ଅତ୍ୟନ୍ତ ଲାଭଦାୟକ ମଧ୍ୟ ହେବ ।

*ତାପରେ ଆପଣ ସେହି ହଲଦୀଗୁଣ୍ଡ ରେ ଶୁଦ୍ଧ ସୋରିଷ ତେଲ କୁ ମିଶାନ୍ତୁ।

*ଏହାପରେ ଆପଣଙ୍କୁ ଅଳ୍ପ ଟିକେ ଲୁଣ କୁ ସେଥିରେ ମିଶାଇବାର ଅଛି। ଏହି ସବୁ ଉପକରଣ ଦାନ୍ତରେ ଥିବା ପୋ-କ-କୁ ନ-ଷ୍ଟ କରିଥାନ୍ତି ।

*ଏହାପରେ ଆପଣ ଏଥିରେ 2-3 ଟି ତୁଳସୀପତ୍ରକୁ ଛେଚି ସେଥିରେ ମିଶାନ୍ତୁ ଏବଂ ଏହି ମିଶ୍ରଣକୁ ଆପଣଙ୍କ ଦାନ୍ତ ରେ ପ୍ର-ୟୋ-ଗ କରନ୍ତୁ।

*ହଳଦୀଗୁଣ ପ୍ରାକୃତିକ ହେଇଥାଏ ଯାହାଦ୍ୱାରା ଆପଣଙ୍କ ଦାନ୍ତ ର ସବୁ ପୋ-କ ନ-ଷ୍ଟ ହୋଇଯାନ୍ତି। ଲୁଣ ଆପଣଙ୍କ ଦାନ୍ତ ରେ ହେଉଥିବା ଯ-ନ୍ତ୍ର-ଣା-କୁ କମ କରିଥାଏ ଏବଂ ତୁଳସୀ ପତ୍ର ଦାନ୍ତରେ ଚମକ ଆଣିଥାଏ।

ତେବେ ବନ୍ଧୁଗଣ ଆପଣ ଯଦି ଆପଣଙ୍କ ଦାନ୍ତ ସମସ୍ୟାରୁ ମୁ-କ୍ତି ପାଇବାକୁ ଚାହୁଁଛନ୍ତି ତେବେ ନିଶ୍ଚିତ ଏହି ଉପାୟ ଗୁଡିକୁ ଅବଲମ୍ବନ କରନ୍ତୁ । ଏହାର ଫଳ ଆପଣ ମାନେ ନିଶ୍ଚିତ ଭାବରେ ପାଇବେ। ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ସୁନ୍ଦର ସୁନ୍ଦର ହେଲ୍ଥ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *