ଧଳା ବାଳ ମୂଳରୁ ହେଇଯିବ କଳା, ରୁପି ସମସ୍ୟା, କେଶ ଝଡ଼ିବା ସମସ୍ୟା ଦୂର ହେବ, କେବଳ କରି ନିଅନ୍ତୁ ଏହି ଉପାୟ ( Healthy Tips )

ବନ୍ଧୁଗଣ ଆଜିର ସମୟରେ ପୁଅ ଝିଅ ସମସ୍ତ ଙ୍କ ତହରେ କେଶ ଜନିତ ଭିନ ଭିନ ସମସ୍ଯା ଆଦେଖିବାକ୍ଜୁ ମିଳଚି । ଏପରି କି କମ ବ୍ଯାସ ରୁ ଅମଧ୍ୟ ଛୋଟ ପିଲା ମାନଙ୍କର କେଶ ଧଳା ପଡିଯିବାର ମଧ୍ୟ ଦେଖା ଯାଉଛି । ଏହାର ମୁଖ୍ୟ କାରଣ ହେଉଛି ବର୍ତ୍ତମାନ ସମୟର ଖାଦ୍ଯ ପେୟ ତଥା ଜୀବନ ଶୈଳୀ ଓ ପ୍ରଦୂଷିତ ବାୟୁ । ଏହା ସମସ୍ଯା ରେ ଗ୍ରସ୍ତ ହୋଇ ଅନେକ ପ୍ରକାରର ଔଷଧ ର ମଧ୍ୟ ସେବନ କରିଥାନ୍ତି । ଯାହାର ପାର୍ଶ୍ଵ ପ୍ରତିକ୍ରିୟା ମଧ୍ୟ ଦେଖିବାକୁ ମିଳିଥାଏ ।

କିନ୍ତୁ ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ ଏପରି ଏକ ଘରୋଇ ଉପଚାର ଯାହା ସାହାର୍ଯ୍ୟ ରେ ଆପଣଙ୍କ କେଶ ଜନିତ ସମସ୍ତ ସମସ୍ଯା ସବୁଦିନ ପାଇଁ ଦୂରୀଭୂତ ହୋଇଯିବ । ତାହାସହ ଆପଣଙ୍କୁ ଏହାର କୌଣସି ପାର୍ଶ୍ଵ ପ୍ରତିକ୍ରିୟା ମଧ୍ୟ ଦେଖିବାକୁ ମିଳିବ ନାହିଁ ।

ଆଜିର ଏହି ଉପଚାର ଟି କୁ ପ୍ରସ୍ତୁତ କଇରବା ଏପାଇଁ ଆପଣ ଙ୍କୁ ସର୍ବ ର୍ପାଥମେ ଅବଶ୍ୟ କ ଅପଡିବ କିଛି ମନ୍ଦାର ପତ୍ର ର । ଦର୍ଶକ ବନ୍ଧୁ ଆପଣ ମାନଙ୍କୁ ଏହି ପତ୍ର ସାଧାରଣତଃ ନିଜ ଘର ବାଡିରେ ଅତି ହିଁ ସହଜ ରେ ମିଳିଯିବ । ଆପଣ ଏହି ଉପଚାର ପାଇଁ ଯେ କୌଣୟସ ମନ୍ଦାର ପତ୍ର ର ବ୍ୟବହାର କରି ପାରିବେ ।

ସର୍ବପ୍ରଥମେ ଆପଣ କିଛି ପତ୍ର ନେଇ କରି ତାହାକୁ ଭଲ ଭାବରେ ଧୋଇ କରି ପରିଷ୍କାର କରି ନିଅନ୍ତୁ । ଏହି ପତ୍ରରେ ଭିଟାମିନC ତଥା ଆମୀନୋ ଏସିଡ ପ୍ରଚୁର ମାତ୍ରାରେ ରହିଥାଏ । ଏହାର ବ୍ୟବହାର ଦ୍ଵାରା ପାଚିଲା ଚୁଟି ମଧ୍ୟ ପୁନଃ କଳା ହୋଇ ଯାଇଥାଏ । ତାହାସହ ଏହା ଚଣ୍ଡା ମୁଣ୍ଡ ରେ ମଧ୍ୟ ଚୁଟି ଉତ୍ପନ୍ନ କରାଇ ଦିଏ ।

ଆଜିର ଏହି ଉପଚାର ପାଇଁ ପ୍ରଥମେ କିଛି ମନ୍ଦାର ପତ୍ର ଓ କିଛି ନିମ୍ବ ପତ୍ର ଓ ଏକ ଖଣ୍ଡ ଆଲୋବେରା ବା ଘି କୁଆଁରୀ ଆଣି ଭଲ ଭାବରେ ଧୋଇ ନିଅନ୍ତୁ । ଏହା ପରେ ଏହି ସମସ୍ତ ସାମଗ୍ରୀ କୁ ଭଲ ଭାବରେ ଗ୍ରାଇଣ୍ଡିଙ୍ଗ କରି ନିଅନ୍ତୁ । ଏହା ପରେ ଏଥିରେ ଏକ ଚାମଚ ନଡିଆ ତେଲ ଓ ଅଧ ଚାମଚ ଭିଟାମିନE ର କ୍ୟାପସୁଲ ଅଏଲ ଦେଇ ସବୁ କ ଭଲ ଭାବରେ ଗୋଳାଇ ଦିଅନ୍ତୁ ।

ଏହା ପରେ ଆପଣ ଙ୍କର ହେୟାର ମାସ୍କ ଟି ପ୍ରସ୍ତୁତ ହୋଇ ଯାଇଛି। ଏହା ପରେ ଏହାକୁ ଏକ ତୁଳା ଖଣ୍ଡ ସହାୟତା ରେ ସମଗ୍ର କେଶ ର ମୂଳରେ ଭଲ ଭାବରେ ଲଗାଇ କିଛି ସମୟ ପାଇଁ ଛାଡି ଦିଅନ୍ତୁ । କିଛି ସମୟ ପରେ ନିଜ କେଶ କୁ ଭଲ ଭାବରେ ଧୋଇ ନିଅନ୍ତୁ ।

ହି ପରି ସପ୍ତାହ ଦୁଇ ଥର କରିବା ଦ୍ଵାରା ଆପଣ ଦେଖିବେ ମାତ୍ର ଏକ ମାସ ମଧ୍ୟରେ ହିଁ ଆପଣ ନିଜ କେଶ ମଧ୍ୟରେ ପୂର୍ବ ଅପେକ୍ଷା ପରିବର୍ତ୍ତନ ଦେଖିବାକୁ ପାଇବେ । ଏହା ଦ୍ଵାରା ଆପଣ ଙ୍କର ଧଳା କେଶ କଳା ହୋଇଯିବ । ତଥା ସମସ୍ତ କେଶ ଜନିତ ସମସ୍ଯା ମଧ୍ୟ ଦୂର ହୋଇ ଯିବ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟ ଟି ଭଲ ଲାଗେ, ତେବେ ଆପଣ ଆମର ଏହି ପୋଷ୍ଟ କୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । 

Leave a Reply

Your email address will not be published. Required fields are marked *