ରାତା ରାତି ଚଷମା ହଟେଇବାର 100% ସଫଳ ଉପାୟ , 15 ଗୁଣା ପ୍ରଖର ହେବ Eye Power

ନମସ୍କାର ବନ୍ଧୁଗଣ , ତେବେ ଆଜି କାଲି ର ଅଶୃଙ୍ଖଳିତ ଜୀଵନ ଶୈଳୀ ଦ୍ୱାରା ଏବଂ କେମିକାଲ ମିଶା ଖାଦ୍ୟ ଖାଇବା ଦ୍ୱାରା ଆମ ଶରୀର ଆପେ ଆପେ ଦୁ-ର୍ବ-ଳ ହୋଇ ପଡୁଛି ଏବଂ କମ ବୟସ ରୁ ହିଁ ଚୁଟି ଝଡ଼ିବା , ଦୁ-ର୍ବ-ଳ ହୋଇଯିବା କିମ୍ବା ଦୃଷ୍ଟି ଶକ୍ତି ଦୁ-ର୍ବ-ଳ ହେବା ଆଦି ଅସୁବିଧା ଦେଖା ଦେଇଥାଏ । ତେବେ ଦୃଷ୍ଟି ଶକ୍ତି ଦୁର୍ବଳ କିମ୍ବା ଦୁର ଦୃଷ୍ଟି ଏବଂ ପାଖ ଦୃଷ୍ଟି ର ସମସ୍ୟା ଦେଖା ଦେଲେ ଜୀଵନ ରେ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ ।  କେତେବେଳେ ଠିକ ଭାବରେ ଦେଖି ହୁଏ ନାହିଁ ତ କେତେବେଳେ କୌଣସି କାର୍ଯ୍ୟ କରିବାକୁ ବହୁତ କ-ଷ୍ଟ ଅନୁଭବ ହୋଇଥାଏ ।

ଏହା ଛଡା ସବୁବେଳେ ଆମକୁ ଚଷମା ପିନ୍ଧିବାକୁ ମଧ୍ୟ ପଡ଼ିଥାଏ । ତେବେ ଏହି ସବୁ ଅସୁବିଧା ର କିମ୍ବା ସମସ୍ୟା ର ସମାଧାନ ପାଇଁ ଏକ ଉପାୟ କହିବୁ ଯାହା ଦ୍ୱାରା ଆପଣ ସେହି ସବୁ ସମସ୍ୟା ରୁ ମୁ-କ୍ତି ପାଇବେ ତେବେ ଆସନ୍ତୁ ଜାଣିନେବା ସେହି ଉପାୟ ବିଷୟ ରେ ।


ତେବେ ପ୍ରଥମରେ ଆପଣ କିଛି ପାନ ମଧୁରୀ ନେଇ ଆସିବେ ଏବଂ ତାକୁ ତାୱା ରେ ଟିକେ ସେକି ଦିଅନ୍ତୁ । କିନ୍ତୁ ସାବଧାନ ର ସହିତ ସେକିବେ ଯେମିତି ତାହା ପୋଡି ନ ଯାଉ ।
ତେବେ ଏହା ପରେ କୌଣସି ବି ପଥର ହେମଦସ୍ତା ରେ ଏହାକୁ କୁଟି ଦିଅନ୍ତୁ ଏବଂ ଏହାର ଏକ ଭଲ ପାଉଡର ବନେଇ ଦିଅନ୍ତୁ ।


ଏହା ପରେ ଆପଣ ରାତିରେ ଶୋଇବା ପୂର୍ବରୁ ଚାରି ରୁ ପାଞ୍ଚ ଟି ବାଦାମ କୁ ପାଣିରେ ଭିଜେଇ ଦିଅନ୍ତୁ ଏବଂ ସକାଳେ ଉଠିବା ବେଳେ ଏହି ବାଦାମ ର ଚୋପା ଛଡେଇ ଏହାର ଏକ ଚଟଣି ପ୍ରସ୍ତୁତ କରି ଦିଅନ୍ତୁ । ଏହି ଚଟଣି ପ୍ରସ୍ତୁତ କରିବା ସମୟରେ ପାନ ମଧୁରୀ ଗୁଣ୍ଡ ଏବଂ ଗୁଡ଼ ପକେଇ ଦିଅନ୍ତୁ । ଏହାପରେ ସକାଳେ ଗରମ ପାଣି ସହ ଏହାର ଦୁଇ ଚାମଚ ସେବନ କରି ଦିଅନ୍ତୁ ଏହା ଦ୍ୱାରା ଆପଣ ଙ୍କ ଦୃଷ୍ଟି ଶକ୍ତି ପ୍ରଖର ହେବ ।


ତେବେ ଏହା ଛଡା ଆପଣ ସକାଳୁ ଉଠି ବ୍ୟାୟାମ କରନ୍ତୁ  ପ୍ରାଣାୟମ କରନ୍ତୁ  । ଏହା ଛଡା ଆପଣ ଖାଲି ପାଦରେ ଘାସ ରେ ଚାଲନ୍ତୁ ଏହା ଦ୍ୱାରା ମଧ୍ୟ ଅନେକ ଲାଭ ମିଳିଥାଏ ଏବଂ ଦୃଷ୍ଟି ଶକ୍ତି ପ୍ରଖର ହୋଇଯିବ ।

ତେବେ ଯଦି ଆପଣଙ୍କୁ ଆମର ଏହି ପୋଷ୍ଟ ଟି ପସନ୍ଦ ଆସିଥାଏ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ଅନେକ ନୂଆ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *