ଗୋଟେ ଫିଲ୍ମ ପାଇଁ କେତେ ଟଙ୍କା ନିଅନ୍ତି ଏହି ସବୁ ଓଡିଆ Actress, Bhumika ଙ୍କ ଫିସ୍ ଜାଣିଲେ ଆପଣଙ୍କୁ ବିଶ୍ବାସ ହେବନାହିଁ

ବନ୍ଧୁଗଣ ଆମ ଓଡ଼ିଆ ଫିଲ୍ମ ଜଗତରେ ଅନେକ ଅଭିନେତ୍ରୀ ଏବଂ ଅଭିନେତା ରହିଛନ୍ତି । ଏହି ଅଭିନେତ୍ରୀ ଏବଂ ଅଭିନେତା ମାନଙ୍କୁ ଆମେ ଟିଭି ପରଦାରେ ଦେଖିଥାଉ । ସେମାନେ ନିଜର ଅଭିନୟ ଦ୍ୱାରା ଆମକୁ ଖୁସି କରାଇଥାନ୍ତି । ତେବେ ଆଜି ଆମେ ଆପଣଙ୍କୁ ଓଡ଼ିଆ ଚଳଚ୍ଚିତ୍ର ରେ କାମ କରୁଥିବା ହିରୋଇନ ମାନେ ଗୋଟେ ଫିଲ୍ମ ପାଇଁ କେତେ ଟଙ୍କା ନିଅନ୍ତି କହିବାକୁ ଯାଉଛୁ । ତେବେ ଚାଲନ୍ତୁ ଜାଣିବା ।

୧:- ଝିଳିକ୍ ଭଟ୍ଟାଚାର୍ଯ୍ୟ – ଝିଲିକ୍ ହେଉଛନ୍ତି ବଂଗ୍ୟ ଅଭିନେତ୍ରୀ କିନ୍ତୁ ସେ ବେଶି ଓଡ଼ିଆ ଚଳଚ୍ଚିତ୍ର ପାଇଁ ପ୍ରସିଦ୍ଧ । ଝିଲିକ ଙ୍କ ଫିଲ୍ମ ସବୁ ବେଳେ ହିଟ ହୋଇଥାଏ । ସେ ଗୋଟେ ଫିଲ୍ମ କରିବା ପାଇଁ ଆଗରୁ ୧ ଲକ୍ଷ୍ୟ ଟଙ୍କା ନେଉଥିଲେ କିନ୍ତୁ ବର୍ତ୍ତମାନ ସମୟରେ ସେ ୩ ଲକ୍ଷ୍ୟ ଟଙ୍କା ନେଉଛନ୍ତି ।

୨:- ବର୍ଷା ପ୍ରିୟଦର୍ଶିନୀ – ଓଡ଼ିଆ ଚଳଚ୍ଚିତ୍ର ଜଗତରେ ବର୍ଷା ଙ୍କୁ ବା କିଏ ନ ଜାଣନ୍ତୁ । ବର୍ଷା ଦେଖିବାକୁ ଯେତେ ସୁନ୍ଦର ତାଙ୍କ ଚଳଚ୍ଚିତ୍ର ମଧ୍ୟ ସେତିକି ସୁନ୍ଦର । ତାଙ୍କ ଚଳଚ୍ଚିତ୍ର ଦେଖିବା ପାଇଁ ଲୋକଙ୍କ ଭିଡ଼ ଲାଗିରହିଥାଏ । ସେ ଆଗରୁ ଗୋଟେ ଫିଲ୍ମ ପାଇଁ ୫ ଲକ୍ଷ୍ୟରୁ ୬ ଲକ୍ଷ୍ୟ ଭିତରେ ନେଉଥିଲେ କିନ୍ତୁ ତାଙ୍କ ବିବାହ ପର ଠାରୁ ଫିଲ୍ମ ଆସିବାରେ ହ୍ରାସ ଘଟିଛି ଯାହା ଫଳରେ ସେ ବର୍ତ୍ତମାନ ସମୟରେ ୪ ଲକ୍ଷ୍ୟରୁ ୫ ଲକ୍ଷ୍ୟ ଭିତରେ ନେଉଛନ୍ତି ।

୩:- ରିୟା ଦେ:- କ୍ରିମିନାଲ ଏବଂ ଗୋଲାପି ଗୋଲାପି ଭଳି ହିଟ ଫିଲ୍ମ ଦେଇଥିବା ଅଭିନେତ୍ରୀ ହେଉଛନ୍ତି ରିୟା । ତାଙ୍କ ଫ୍ୟାନସ୍ ମାନେ ସବୁ ବେଳେ ତାଙ୍କୁ ଦେଖିବାକୁ ଈଛା କରିଥାନ୍ତି । ରିୟା ନିଜର ଦମଦାର ଅଭିନୟ ଦ୍ୱାରା ଲୋକଙ୍କ ମନରେ ରାଜ କରିଥାନ୍ତି । ରିୟା ଆଗରୁ ଗୋଟେ ସମୟରେ ଗୋଟେ ଫିଲ୍ମ ପାଇଁ ୬ଲକ୍ଷ୍ୟ ଟଙ୍କା ନେଉଥିଲେ କିନ୍ତୁ ବର୍ତ୍ତମାନ ସେ ୩ ରୁ ୪ ଲକ୍ଷ୍ୟ ଟଙ୍କା ଭିତରେ ନେଉଛନ୍ତି ।

୪:- ଭୂମିକା ଦାସ ;- ହରି ଭାଇଙ୍କ ଫିଲ୍ମ ରୁମକୁ ଝୁମାନା ରେ ଅଭିନୟ କରି ଦର୍ଶକ ମାନଙ୍କ ମାନ କିଣିଥିଲେ ଭୂମିକା । ନିଜର ଚମତ୍କାର ଅଭିନୟ ଦ୍ୱାରା ସମସ୍ତ ହୃଦୟରେ ଜାଗା ସୃଷ୍ଟି କରିଥିଲେ ଭୂମିକା । ସେ ତୁ ମୋ ଲଭ ଷ୍ଟୋରି ପରି ହିଟ ଫିଲ୍ମ ଦେଇ ଆଗକୁ ବଢିଥିଲେ । ସେ ବର୍ତ୍ତମାନ ଗୋଟେ ଫିଲ୍ମ କରିବା ପାଇଁ ୬ ରୁ ୭ ଲକ୍ଷ୍ୟ ଟଙ୍କା ଭିତରେ ନେଉଛନ୍ତି ।

୫:- ଶିବାନୀ ସଂଗୀତା:- ସିଷ୍ଟର ଶ୍ରୀଦେବୀ, ପ୍ରେମକୁମାର ପରି ହିଟ ଫିଲ୍ମ ଦେଇ ଓଡ଼ିଆ ସିନେମା ଜଗତରେ ପ୍ରବେଶ କରିଥିଲେ ଶିବାନୀ । ଶିବାନୀ ନିଜର ସୁନ୍ଦରତା ଏବଂ ଦମଦାର ଅଭିନୟ ଦ୍ୱାରା ସମସ୍ତ ହୃଦୟରେ ରହିଛନ୍ତି । ବର୍ତ୍ତମାନ ସେ ଗୋଟେ ଫିଲ୍ମ ପାଇଁ ୫ ଲକ୍ଷ୍ୟ ରୁ ୭ ଲକ୍ଷ୍ୟ ଟଙ୍କା ପର୍ଯ୍ୟନ୍ତ ନେଉଛନ୍ତି ।

୬:- ଏଲିନା ସାମନ୍ତରାୟ:- ଇସ୍କ ତୁ ହିଁ ତୁ ରୁ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଏଣ୍ଟ୍ରି କରିଥିଲେ ଏଲିନା । ଏହା ପରେ ଗୋଟେ ପରେ ଗୋଟେ ହିଟ ଫିଲ୍ମ କରି ଏବେ ନମ୍ବର ୱାନ ହିରୋଇନ୍ ଙ୍କ ଭିତରେ ରହିଛନ୍ତି ଏଲିନା । ସେ ନିଜର ଅଭିନୟ ଏବଂ ସୁନ୍ଦରତା ଦ୍ଵାରା ସମସ୍ତଙ୍କୁ ନିଜ ଆଡକୁ ଟାଣି ନେଇଛନ୍ତି । ତେବେ ସେ ଗୋଟେ ଫିଲ୍ମ ପାଇଁ ୯ ରୁ ୧୦ ଲକ୍ଷ୍ୟ ଟଙ୍କା ପର୍ଯ୍ୟନ୍ତ ନେଉଛନ୍ତି ।

ତେବେ ଆପଣଙ୍କ ପାସନ୍ଦିତ ହିରୋଇନ୍ କିଏ ଆମକୁ କମେଣ୍ଟ ରେ ନିଶ୍ଚିତ ଭାବରେ ଜାଣନ୍ତୁ । ଜୟ ଜଗନ୍ନାଥ ।

Leave a Reply

Your email address will not be published. Required fields are marked *