କେବଳ 1 ମିନିଟ ହିଁ ଯଥେଷ୍ଟ ଭୟଙ୍କର ରୁ ଭୟଙ୍କର ଏସିଡିଟି ଭଲ କରିବା ପାଇଁ – Health tips

ନମସ୍କାର ବନ୍ଧୁଗଣ , ବନ୍ଧୁଗଣ ପ୍ରାୟତଃ ବ୍ୟକ୍ତି ଙ୍କୁ ଗ୍ୟାସ , ବଦହଜମି ଓ ଏସିଡିଟି ଭଳି ସମସ୍ୟା ରହିଥାଏ । ଏହି ସମସ୍ୟା ଦ୍ଵାରା ବହୁତ କ-ଷ୍ଟ ମଧ୍ୟ ଅନୁଭୂତ ହୋଇଥାଏ ।  ଏହି ସମସ୍ୟା ଦେଖାଯିବା ଦ୍ଵାରା ଆପଣ ବିଭିନ୍ନ ପ୍ରକାର ମାର୍କେଟ ରେ ମିଳୁଥିବା ପ୍ରଡକ୍ଟ ବ୍ୟବହାର ମଧ୍ୟ କରିଥାନ୍ତି । କିନ୍ତୁ ବନ୍ଧୁଗଣ ତାହା କେବଳ ସେହି ସମୟ ପାଇଁ ହିଁ ଗ୍ୟାସ ରୁ ମୁ-କ୍ତି ଦେଇଥାଏ କିନ୍ତୁ ଏହି ସମସ୍ୟା ଜୀବନ ସାରା ରହିଯାଇଥାଏ ।

ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏଭଳି ଏକ ଘରୋଇ ଉପଚାର ସମ୍ବନ୍ଧରେ କହିବୁ ଯାହାର ପ୍ରୟୋଗ ଦ୍ବାରା ଆପଣଙ୍କ ଗ୍ୟାସ , ଏସିଡିଟି ଏବଂ ବଦହଜମି ଭଳି ସମସ୍ୟା ତୁରନ୍ତ ଦୂର ହୋଇଯିବ । ଏହି ଉପାୟ ସମ୍ପୁର୍ଣ୍ଣ ରୂପରେ ପ୍ରାକୃତିକ ଅଟେ । ଏହି ଉପାୟ ର ପ୍ରୟୋଗ ଦ୍ବାରା ଆପଣଙ୍କୁ କୌଣସି ସାଇଡ଼ ଇଫେକ୍ଟ ମଧ୍ୟ ହେବ ନାହିଁ ଏବଂ ଏହି ସବୁ ପେଟ ଜନିତ ସମସ୍ୟା ଜୀବନ ସାରା ପାଇଁ ଦୂର ହୋଇଯିବ । ଏହି ଘରୋଇ ଉପଚାର ଅତ୍ୟନ୍ତ ସହଜ ଓ ସରଳ ଅଟେ । ତେବେ ବନ୍ଧୁଗଣ ଆସନ୍ତୁ ଏହି ଘରୋଇ ଉପଚାର ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।


ଆପଣ ଙ୍କୁ ଏହି ଉପାୟ କରିବା ପାଇଁ ସବୁଠାରୁ ପ୍ରଥମେ ଏକ ପାତ୍ର ନିଅନ୍ତୁ ଏବଂ ସେଥିରେ ଏକ ଗିଲାସ ପାଣି ପକାନ୍ତୁ ଏବଂ ସେଥିରେ ଏକ ଚାମଚ ଜିରା ପକାନ୍ତୁ ଏବଂ ଫୁ-ଟି-ବା ପାଇଁ ଛାଡି ଦିଅନ୍ତୁ । ଫୁ-ଟି-ବା ପରେ ଏହାକୁ ଟିକେ ଥଣ୍ଡା କରିବାକୁ ଛାଡିଦିଅନ୍ତୁ ।


ତେବେ ଥଣ୍ଡା ହେବା ପରେ ଏକ ଗିଲାସ ରେ ସେ ପାଣି କୁ ଛାଣି ନିଅନ୍ତୁ ଏବଂ ସେଥିରେ ନିଜ ସ୍ୱାଦ ଅନୁଯାୟୀ ଲେମ୍ୱୁ ରସ ଏବଂ କଳା ଲୁଣ କିମ୍ବା ସନ୍ଧ୍ରବ୍ୟ ଲୁଣ ପକାନ୍ତୁ ।
ଏହାକୁ ଆପଣ ଏସିଡିଟି ସମୟରେ ପିଇ ପାରିବେ ନଚେତ ସକାଳେ ଖାଲି ପେଟ ରେ ଏବଂ ଦ୍ଵିପହରର ଖାଇବା ପରେ ଏବଂ ରାତିରେ ଶୋଇବା ପୂର୍ବ ରୁ ପିଇ ଦିଅନ୍ତୁ ।
ଏହି ଉପାୟ କରିବା ଦ୍ୱାରା ଆପଣ ଙ୍କ ଗ୍ୟାସ ଜନିତ ସବୁ ସମସ୍ୟା ଦୂର ହୋଇଯିବ ଏବଂ ଆପଣ ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ରହିବେ ।

ତେବେ ଯଦି ଆପଣଙ୍କୁ ଆମର ଏହି ପୋଷ୍ଟ ଟି ପସନ୍ଦ ଆସିଥାଏ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ଅନେକ ନୂଆ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *