ଏହି ଗୋଟିଏ ପତ୍ର ଆଗରେ ଫେଲ୍ ହୋଇଯିବ ଲକ୍ଷେ ପ୍ରକାରର ଔଷଧ ! କିଡନୀ ଷ୍ଟୋନ, ମୁଣ୍ଡବିନ୍ଧା, ଚର୍ମରୋଗ ଆଦି 100 ରୋଗ ଭଲ କରେ ଏହି ପତ୍ର ( Healthy Tips )

ବନ୍ଧୁଗଣ ଲକ୍ଷେ ପ୍ରକାରର ଔଷଧ ଫେଲ ହୋଇଯିବ ଏହି ଗୋଟିଏ ପତ୍ର ଆଗରେ । ଏହାକୁ ଅନାବନା ଗଛ ଭାବିବାର ଭୁଲ କରନ୍ତୁ ନାହି । ଆଜି ଆମେ ଆପଣଙ୍କୁ ସାଧାରଣ ପତ୍ରର ଉପକାରିତା ବିଷୟରେ କହିବାକୁ ଯାଉଛୁ । ଆପଣ ମାନେ ଏହି ପତ୍ରକୁ ନିଶ୍ଚୟ ଆଖ ପାଖରେ ଦେଖିଥିବେ । ଅନେକ ଥର ଏହାର ଫାଇଦା ନ ଜାଣି ଏହି ଗଛକୁ ଉପାଡି ଫିଙ୍ଗି ଦିଅନ୍ତି ।

ଏହାକୁ ଅମର ପୋଇ ଗଛ କୁହାଯାଏ । ଏହା କିଡନୀ ଷ୍ଟୋନ, ବାରମ୍ବାର ପରିସ୍ରାରେ ଜ୍ଵଳନ ହେଉଛି, ମୁଣ୍ଡ ବିନ୍ଧା, ଆଖି ବିନ୍ଧା ହେଉଛି ତେବେ ଏହି ପତ୍ର ବହୁତ ଲାଭଦାୟକ ଅଟେ । ଏବେ ଆସନ୍ତୁ ଜାଣିବା ଏହି ପତ୍ରର ଫାଇଦା ବିଷୟରେ । ଅମର ପୋଇ 2ରୁ 3ଟି ପତ୍ର ନେଇ ସଫା ପାଣିରେ ଧୋଇ ଦିଅନ୍ତୁ । ଏହାକୁ ସମ୍ପୂର୍ଣ୍ଣ ତାଜା ପ୍ରୟୋଗ କରନ୍ତୁ ।

ଏହାକୁ ବାଟି ଏହାର ରସ ବାହାର କରନ୍ତୁ । ଆପଣ ଏହାର ପତ୍ର ଚୋବାଇ ଖାଇ ପାରିବେ । ଏହା ଖାଇବାକୁ ଅଳ୍ପ ଖଟା, ଲୁଣିଆ ସ୍ଵାଦିଷ୍ଟ ଲାଗିଥାଏ । ଯଦି ଆପଣଙ୍କର କିଡନୀ ରେ ଷ୍ଟୋନ ବା ପଥରି ର ସମସ୍ଯା ଅଛି ତେବେ ଏହାର କାଢା ବନାଇ ସେବନ କରନ୍ତୁ । ପ୍ରଥମେ ଏହାର ଫାଇଦା ବିଷୟରେ ଜାଣି ନିଅନ୍ତୁ ।

ଯଦି ଆପଣଙ୍କର ବାରମ୍ବାର ମୁଣ୍ଡା ବିନ୍ଧା ହେଉଛି ତେବେ କିଛି ମେଡ଼ିସିନ ଖାଆନ୍ତୁ ନାହି କି କିଛି ମୁଣ୍ଡରେ ଲଗାନ୍ତୁ ନାହି । ଏହି ପତ୍ରକୁ ବାଟି ମୁଣ୍ଡରେ ଲଗାଇଲେ ମୁଣ୍ଡ ବିନ୍ଧା ସମସ୍ଯା ଭଲ ହୋଇଯାଏ । ଯଦି ଆଖିରୁ ବାରମ୍ବାର ପାଣି ବାହାରୁଛି ବା ଆଖି ବିନ୍ଧା ହେଉଛି ତେବେ ଏହି ପତ୍ରର ରସ କାଢି ଆଖି ର ବାହାର ଚାରିପଟେ ଲଗାଇ ଦିଅନ୍ତୁ ।

ତା ଛଡା ଆପଣଙ୍କୁ ପରିଶ୍ରା କରିବା ସମୟରେ ଯନ୍ତ୍ରଣା ହେଉଛି ତେବେ ଏହି ପତ୍ରର ରସ 5ml ନିଅନ୍ତୁ । ସେଥିରୁ ଅଳ୍ପ ମିଶାଇ ସେବନ କରନ୍ତୁ । ଦେଖିବେ ଯାହା ବି ସମସ୍ଯା ଥିବ ଠିକ ହୋଇଯିବ । ଯଦି ଆପଣଙ୍କର ଷ୍ଟୋନ ଭଳି ସମସ୍ଯା ଅଛି ତେବେ ଏହି ରେମେଡି ପ୍ରୟୋଗ କରନ୍ତୁ । ଏକ ଗ୍ଳାସ ପାଣି ରେ ଅମର ପୋଇ ପତ୍ର ରୁ 2କି 3 ଟି ନିଅନ୍ତୁ ।

ପତ୍ରକୁ ଛିଡାଇ ଏହି ପାଣିରେ ପକାନ୍ତୁ । ଏହାକୁ ସେତେବେଳେ ଯାଏଁ ଫୁଟାନ୍ତୁ ଯେବେ ଯାଏଁ ପାଣି ଫୁଟି ଅଧା ନ ହୋଇଛି । ଏହା ଗରମ ଥିବା ବେଳେ ଆପଣ ଏହି ପାଣିର ସେବନ କରନ୍ତୁ ନାହି । ଏହା ଅଳ୍ପ ଉଷୁମ ଥିବା ବେଳେ ଏହାର ସେବନ କରନ୍ତୁ । ଏହି ପାଣିରେ 50 ml ଶିଲାଜିକ ଓ 2 ଗ୍ରାମ ମହୁ ମିଶାନ୍ତୁ । ଦିନକୁ 2 ଥର ଏହାର ସେବନ କରନ୍ତୁ ।

ଦେଖିବେ 5ରୁ 7 ଦିନ ମଧ୍ୟରେ କିଡନୀ ରେ ଷ୍ଟୋନ ହୋଇଥିଲେ ତାହା ବାହାରିଯିବ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *