କଣ Joint ହାଡରୁ ଆସୁଛି କଟ-କଟ ଆବାଜ, ତ ଆଜି ହିଁ ଖାଇବା ଆରମ୍ଭ କରି ଦିଅନ୍ତୁ ଏହି 3 ଟି ଜିନିଷ ( Healthy Tips )

ବନ୍ଧୁଗଣ ଆମ ଶରୀରରେ ବିଭିନ୍ନ ପ୍ରକାରର ରୋଗ ଦେଖାଯାଇଥାଏ । କିଛି ରୋଗ ଔଷଧ ଖାଇବା ଦ୍ବାରା ଠିକ ହୋଇଥାଏ ତ କିଛି ରୋଗ ଏପରି ମଧ୍ଯ ଅଛି କି ଯେତେ ଔଷଧ ଖାଇଲେ ମଧ୍ୟ ଠିକ ହୋଇନଥାଏ । ଯାହା ଦ୍ଵାରା ଆମେ ଅନେକ କଷ୍ଟ ଯନ୍ତ୍ରଣା ର ଶିକାର ହୋଇଥାଉ । ଆମ ଶରୀରରେ ଆଣ୍ଠୁ ଗଣ୍ଠି, ହାତ ବା ଗୋଡ଼ରେ କିଛି ଶବ୍ଦ ହୋଇଥାଏ ଯାହା ଦ୍ଵାରା ଆମକୁ ବହୁତ କଷ୍ଟ ହୋଇଥାଏ ଏବଂ ଆମେ ବହୁତ ଯନ୍ତ୍ରଣା ଅନୁଭବ କରିଥାଉ ।

ଏଥିପାଇଁ ଯେତେ ଔଷଧ ଖାଇଲେ ମଧ୍ୟ ଏହା ଭଲ ହୋଇନଥାଏ । ଆଜି ଆମେ ଆପଣଙ୍କୁ ଏହାର କାରଣ ଓ ଉପଚାର ବିସୟରେ କହିବୁ । ତେବେ ଚାଲନ୍ତୁ ଜାଣିବା । ଆମ ଶରୀରରେ ହାତ ମଧ୍ୟରେ ଗ୍ଲିଭିରିଅଣ୍ଟ ନାମର ଏକ ଶିର ରହିଛି । ସେଥିରେ ପବନ ପଶିବା ଦ୍ୱାରା ତାହା ଫୁଲିଯାଇଥାଏ ଏବଂ ଆମ ଶରୀରରେ ହାଡ଼ରେ ଶବ୍ଦ ହୋଇଥାଏ ଯାହା ଆମକୁ ବହୁତ୍ କଷ୍ଟ ଦେଇଥାଏ । ଏଥିପାଇଁ ଆପଣଙ୍କୁ ତିନୋଟି ଜିନିଷର ସେବନ କରିବା ନିହାତି ଆବଶ୍ୟକ ହୋଇଥାଏ ।

ଯେଉଁ ବ୍ୟକ୍ତିମାନଙ୍କୁ ଏହି ପରି ସମସ୍ୟା ଦେଖା ଦେଉଛି ସେମାନଙ୍କୁ ମେଥି ଦାନା ପ୍ରତେକ ଦିନ ସେବନ କରିବା ଉଚିତ ହୋଇଥାଏ । ମେଥିରେ ଆଣ୍ଟିଅକ୍ସିଦେଣ୍ଟ ଭରପୁର ମାତ୍ରାରେ ରହିଥାଏ । ଯାହା ଆମର ଶରୀରରେ ହେଉଥିବା ଯନ୍ତ୍ରଣା କୁ ଦୂର କରିବାରେ ସାହାଯ୍ୟ କରିଥାଏ । ମେଥି ଦାନାକୁ ରାତିରେ ପାଣିରେ ଭିଜେଇ ଦିଅନ୍ତୁ । ଏବଂ ସକାଳୁ ଏହାକୁ ଗରମ କରି ଏହାର ପାଣି ଛାଣି ପିଇ ନିଅନ୍ତୁ । ମେଥି ପାଣି ଆମ ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ ।

ଯେଉଁ ମହିଳା ମାନେ ଗର୍ଭବତୀ ଅଛନ୍ତି ବା ଯେଉଁ ମାନଙ୍କୁ ଆଲର୍ଜିକ ଭଳି କିଛି ସମସ୍ୟା ରହିଛି ସେମାନେ ମେଥି ଦାନା ଖାଆନ୍ତୁ ନାହିଁ । ତେବେ ବନ୍ଧୁଗଣ ଦିତୀୟ ସାମଗ୍ରୀ ହେଉଛି କ୍ଷୀର । ଏହା ଆମ ଶରୀର ପାଇଁ କେତେ ଉପକାରୀ ହୋଇଥାଏ ତାହା ଆମେ ସମସ୍ତେ ଜାଣିଥାଉ । କ୍ଷୀର ର ସେବନ କରିବା ଦ୍ଵାରା ଆମ ଶରୀରରେ କ୍ୟାଲସିୟମ ଭରପୁର ମାତ୍ରାରେ ରହିଥାଏ ଯାହା ଦ୍ଵାରା ଆମ ଶରୀରରେ ହେଉଥିବା ଯନ୍ତ୍ରଣା କମ ହୋଇଥାଏ । ଏହା ଆମକୁ ବହୁତ୍ ଶକ୍ତିଶାଳୀ ମଧ୍ୟ କରିଥାଏ । ତେଣୁ ସମସ୍ତେ ପ୍ରତେକ ଦିନ କ୍ଷୀର ପିଇବା ଉଚିତ । କ୍ଷୀରରେ କିଛି ମାତ୍ରାରେ ହଳଦୀ ମିଶାଇ ପିଇବା ଦ୍ୱାରା ଏହାର ପ୍ରଭାବ ଦସ ଗୁଣା ଅଧିକ ବଢ଼ିଥାଏ । ଏବଂ ଏହା ଆମକୁ ସୁସ୍ଥ ରଖିଥାଏ ।

ବନ୍ଧୁଗଣ ତୃତୀୟ ଜିନିଷ ଟି ହେଉଛି ଗୁଡ଼ ଓ ଚଣା । ଏହାକୁ ଖାଇବା ଦ୍ଵାରା ଆମ ହାଡ଼ରେ ହେଉଥିବା କଟ କଟ ଶବ୍ଦ ବନ୍ଦ ହୋଇଯିବ । ଏହା ଛଡା ଆମ ଶରୀରକୁ ଭିଟାମିନ, ଆଇରନ, କ୍ୟାଲସିୟମ ଆଦି ମିଳିଥାଏ । ଯାହା ଆପଣଙ୍କୁ ଏହି କଷ୍ଟ ରୁ ଦୂରେଇ ରଖିବ । ତେବେ ବନ୍ଧୁଗଣ ଆପଣ ସୁସ୍ଥ ରୁହନ୍ତୁ ଏବଂ ଏହି ପୋଷ୍ଟ ଟି ଗୋଟେ ସେୟାର କରି ଅନ୍ୟ ମାନଙ୍କୁ ମଧ୍ୟ ସୁସ୍ଥ ରଖନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *