ମାତ୍ର 2 ଥର ପିଇ ନିଅନ୍ତୁ, ହାତ ଗୋଡ, ଅଣ୍ଟା ବିନ୍ଧା, କୋଲେଷ୍ଟ୍ରୋଲ, ରକ୍ତର ଅଭାବ, ମୋଟାପଣ 90 ବର୍ଷ ପର୍ଯ୍ୟନ୍ତ ହେବ ନାହିଁ ( Healthy Tips )

ଯଦି ଆପଣଙ୍କର ଆଣ୍ଠୁ ଗଣ୍ଠିରେ ବିନ୍ଧା ହେଉଛି, ଅଣ୍ଟା ଓ ବେକରେ ବିନ୍ଧା ହେଉଛି କିମ୍ବା ହାଡ ସମ୍ବନ୍ଧିତ ଅନ୍ୟ କୌଣସି ସମସ୍ୟା ଅଛି, ତେବେ ଏହି ସବୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆଜି ଆମେ ଆପଣଙ୍କ ପାଇଁ ଏକ ଉପଚାର ନେଇ ଆସିଛୁ । ଏହା ଦ୍ଵାରା ଆପଣଙ୍କୁ ବହୁତ ଆରାମ ମିଳିବ । ଯଦି ମାଂସପେଶୀ ଟାଣି ହେଉଛି, ଶିରରେ କଷ୍ଟ ହେଉଛି, ବିନା କାରଣରେ ମୁଣ୍ଡ ବିନ୍ଧା ହେଉଛି ତେବେ ଏହା ହୁଏ କାହିଁକି ଆମେ ଜାଣି ପାରି ନ ଥାଉ । କହିବାକୁ ଗଲେ ଏହା କ୍ୟାଲସିୟମର ଅଭାବ କାରଣରୁ ହୋଇଥାଏ । ତେବେ ଏହି ଉପଚାର ଆପଣଙ୍କୁ ଆରମ ଦେବ । ଏହି ଉପଚାର ପାଇଁ ଆପଣ ପ୍ରଥମେ ସୁଣ୍ଠି ପାଉଡର ନିଅନ୍ତୁ । ଶୁଖିଲା ଅଦାକୁ ସୁଣ୍ଠି କୁହାଯାଏ ।

ଯଦି ସୁଣ୍ଠି ପାଉଡର ନାହିଁ ତେବେ ଆପଣ ଅଦାର ପ୍ରୟୋଗ କରି ପାରିବେ । ଅନ୍ୟ ସାମଗ୍ରୀ ଗୁଡିକ ହେଉଛି ପାନ ମାଧୁରୀ, ମିଶିରି ଓ କ୍ଷୀର । ପ୍ରଥମେ ଆପଣ ଗୋଟିଏ ପାତ୍ରରେ ଗୋଟିଏ ଗ୍ଳାସ କ୍ଷୀର ନେଇ ତାକୁ ଗରମ କରନ୍ତୁ । ଏଥିରେ ୧ ଚାମଚ ପାନମାଧୁରୀ, ଅଧ ଚାମଚ ସୁଣ୍ଠି ପାଉଡର ମିଶାନ୍ତୁ । ଯଦି ସୁଣ୍ଠି ପାଉଡର ନାହିଁ ତେବେ ଏଥିରେ ଆପଣ ଅଦା ଛେଚି ମିଶାନ୍ତୁ । କ୍ଷୀରକୁ ମିଠା କରିବା ପାଇଁ ଏଥିରେ ଅଳ୍ପ ମିଶିରି ମିଶାନ୍ତୁ ।

ପିଲାମାନଙ୍କ ପାଇଁ ଯଦି ଏହି କ୍ଷୀର ପ୍ରସ୍ତୁତ କରୁଛନ୍ତି ତେବେ ଏଥିରେ ଅଧିକ ମିଶିରି ମିଶାନ୍ତୁ । ସବୁଠୁ ଭଲ କଥା ହେଉଛି କି ଏହି କ୍ଷୀରକୁ ଆପଣ କୌଣସି ବି ସମୟରେ ସେବନ କରି ପାରିବେ । ଏହାକୁ ଆପଣ ଲୋ ଗ୍ୟାସରେ ୫ ରୁ ୭ ମିନିଟ ପର୍ଯ୍ୟନ୍ତ ଫୁଟାନ୍ତୁ । ଯାହା ଦ୍ଵାରା ଏହି କ୍ଷୀରରେ ସୁଣ୍ଠି ପାଉଡର, ପାନମଧୁରୀ ଓ ମିଶିରି ଏଥିରେ ଭଲ ଭାବରେ ମିଶି ଯିବ । ଏହାକୁ ଆପଣ ସପ୍ତାହକୁ ୪ ଥର ସେବନ କରନ୍ତୁ ।

ଆପଣ ଇଚ୍ଛା କରିଲେ ଏହାକୁ ଲଗାତର ସେବନ କରି ପାରିବେ । ଏହାକୁ ସେବନ କରିଲେ ଆପଣ ଊର୍ଜାବାନ ଅନୁଭବ କରିବେ । ଏହାକୁ ଉଷୁମ ଉଷୁମ ସେବନ କରନ୍ତୁ । ପିଲାମାନଙ୍କୁ ଦବା ସମୟରେ ଆପଣ ଏହଆକୁ ଛାଣି ଦିଅନ୍ତୁ । ମିଶିରି ଓ ପାନମଧୁରୀ ଆମର ଆଖି ପାଇଁ ବହୁତ ଭଲ ହୋଇଥାଏ । ଯେଉଁମାନେ ଚଷମା ବ୍ୟବହାର କରୁଛନ୍ତି ସେମାନେ ଏହାକୁ ନିଶ୍ଚିତ ସେବନ କରନ୍ତୁ । ଏହି ପୋଷ୍ଟ ଟି ଗୋଟେ ସେୟାର କରନ୍ତୁ ଏବଂ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *