ଏହାକୁ ଲଗେଇବେ ତ 99% ଆଣ୍ଠୁ ଦାରଜ , Joint Pain , ହାତ , ଗୋଡ ଏବଂ ଅଣ୍ଟା ବିନ୍ଧା ରୁ ମୁକ୍ତି – Health Tips

ନମସ୍କାର ବନ୍ଧୁଗଣ ବର୍ତ୍ତମାନ ପ୍ରାୟତଃ ଅଧିକାଂଶ ଲୋକଙ୍କର ଅଣ୍ଟା ବିନ୍ଧିବା କିମ୍ବା ଆଣ୍ଠୁ ଗଣ୍ଠି ବିନ୍ଧା ହୋଇ ଥାଏ । ଏହା ସାମାନ୍ୟ କିମ୍ବା ସାଧାରଣ ହୋଇ ଥାଏ କିମ୍ବା କୌଣସି ରୋଗ ଯୋଗୁଁ ମଧ୍ୟ ହୋଇ ଥାଏ । ଏହାର ନିର୍ଣ୍ଣୟ ଅଣ୍ଟା ବିନ୍ଧିବାର କାରଣ ଯୋଗୁଁ ହୋଇଥାଏ । ଉଦାହରଣ ସ୍ୱରୂପ କୌଣସି ବ୍ୟକ୍ତି ଯଦି ଛାତ ରୁ ଗଳି ପଡେ ଏବଂ ଯଦି ତାକୁ ଆ-ଘା-ତ ହୋଇଥାଏ ତେବେ ମାଂସ ପେଶୀରେ ଆ-ଘା-ତ ଲାଗିଥିବା ଯୋଗୁଁ ଅଣ୍ଟା ବିନ୍ଧି ଥାଏ ।

ଏହା ଛଡା ବେଳେ ବେଳେ ପବନ ଅଟକିବା କିମ୍ବା ଶୋଇବା ରେ ଅସୁବିଧା ଆଦିରେ ମଧ୍ୟ ହୋଇଥାଏ । ଆଜି ଆମେ ସେହି ବିଷୟରେ ଆଲୋଚନା କରିବୁ ଏବଂ ତାର ଘରୋଇ ଉପଚାର ବିଷୟରେ ମଧ୍ୟ ଆଲୋଚନା କରିବୁ । ସେହି ଉପଚାର ବ୍ୟବହାର ଦ୍ୱାରା ଆପଣ ସେହି ସବୁ ଅସୁବିଧା ରୁ ମୁ-କ୍ତି ପାଇଁ ପାରିବେ ଏବଂ ସୁବିଧା ରେ ଜୀଵନ ଯାପନ କରିବେ । ତେବେ ଆସନ୍ତୁ ଜାଣିନେବା ସେହି ଉପଚାର ବିଷୟରେ ।

 

ଅଣ୍ଟା ବିନ୍ଧା ର ମୁଖ୍ୟ କାରଣ ବିଷୟରେ ପ୍ରଥମେ ଆଲୋଚନା କରିନେବା ।
ବେଳେବେଳେ ଆମେ କୌଣସି ଭାରି ଜିନିଷ କୁ ଉଠେଇବା ଦ୍ୱାରା ମଧ୍ୟ ଅଣ୍ଟା ବିନ୍ଧିଥାଏ । ଏବଂ ଲମ୍ବା ସମୟ ପର୍ଯ୍ୟନ୍ତ ଗୋଟିଏ ମୁଦ୍ରା କିମ୍ବା ଗୋଟିଏ ସ୍ଥାନରେ ରହିଲେ ମଧ୍ୟ ଆମ ମାଂସ ପେଶୀ କିମ୍ବା ଶିରା ଟାଣି ହୋଇ ଅଣ୍ଟା ବିନ୍ଧା ହୋଇଥାଏ ।

ଅଧିକ ମାଂସପେଶୀ କୁ ଟାଣିବା ଦ୍ୱାରା ମଧ୍ୟ ଅଣ୍ଟା ବିନ୍ଧା ଆରମ୍ଭ ହୋଇ ଯାଇଥାଏ ।

ଏହା ଛଡ଼ା ଯେତେବେଳେ ହାଡ଼ ଦୁ-ର୍ବ-ଳ ହୋଇ ଯାଇଥାଏ ସେତେବେଳେ ମଧ୍ୟ ଏହି ସମସ୍ୟା ହୋଇଥାଏ ।
ଯେବେ କୌଣସି ବ୍ୟକ୍ତି ର ଅଣ୍ଟା ବିନ୍ଧିବା ଆରମ୍ଭ ହୋଇଥାଏ ସେତେବେଳେ ତାର ଗୋଡ଼ ମଧ୍ୟ ବିନ୍ଧିବା ଆରମ୍ଭ ହୋଇଥାଏ ।
ଏହା ଛଡା ଆଉ କିଛି ଲକ୍ଷଣ ମଧ୍ୟ ଦେଖା ଯାଏ ଯେମିତି କି ଜ୍ଵର ହେବା , ଓଜନ କମିବା ଏବଂ ପରିସ୍ରା କରିବା ସମୟରେ କ-ଷ୍ଟ ଅନୁଭବ ହେବା ଆଦି ଲକ୍ଷଣ ଦେଖାଯାଏ ।

ତେବେ ଚାଲନ୍ତୁ ଏହାର ଆୟୁର୍ବେଦ ଉପଚାର ଦେଖି ନେବା ।
ତେବେ ଏହି ଉପଚାର ପାଇଁ ପ୍ରଥମେ ଆପଣ ସୋରିଷ ତେଲ ନିଅନ୍ତୁ ଆପଣ ରାଶି ତେଲ ମଧ୍ୟ ନେଇ ପାରିବେ ତେବେ ଏହା ସହ ଆପଣ ଦୁଇ ତିନିଟି ରସୁଣ କୋଲା କୁ ପକାଇ ଦିଅନ୍ତୁ ଅଧାଚାମଚ ଜୁଆଣି ପକାଇ ଗରମ କରି ଦିଅନ୍ତୁ ।

ଏହା ପରେ ଏହି ତେଲ କୁ ଶରୀର ରେ ଏବଂ ବିନ୍ଧା ହେଉଥିବା ସ୍ଥାନରେ ମାଲସ କରି ଖରା ରେ କିଛି ସମୟ ଅତିବାହିତ କରନ୍ତୁ ଏହା ନିଶ୍ଚିତ ଲାଭ ପାଇବେ ତେବେ ଏହା ଛଡା ଆପଣ ଥଣ୍ଡା,ଖଟା,ଆଦି ଜାତୀୟ ଖାଦ୍ୟ ରୁ ଦୂରରେ ରହନ୍ତୁ ଏବଂ ସବୁଜ ପନି ପରିବା ଆଦି ଖାଆନ୍ତୁ ଏହା ଛଡା ପ୍ରତିଦିନ ସକାଳେ ଆପଣ ବ୍ୟାୟାମ ମଧ୍ୟ କରି ପାରିବେ ।

ଆପଣଙ୍କୁ ଆମର ଏହି ପୋଷ୍ଟ ଟି ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ଅନେକ ନୂଆ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *