ସକାଳୁ ଭିଜେଇକି ଖାଇଦିଅନ୍ତୁ ଏହି 1 ଜିନିଷ, ଡାଇବେଟିସ, ହାଇ BP, କୋଲେଷ୍ଟ୍ରୋଲ, ମୋଟାପଣ ସବୁଦିନ ପାଇଁ ଗାୟବ ହୋଇଯିବ ( Healthy Tips )

ବନ୍ଧୁଗଣ ଆଜିକା ସମୟରେ ସୁସ୍ଥ ରହିବା ନିହାତି ଆବଶ୍ୟକ । ଯଦି ଆମେ ସୁସ୍ଥ ନ ରହିବା ତେବେ ବିଭିନ୍ନ ପ୍ରକାରର ରୋଗ ଆମ ଶରୀର କୁ ନିଜର ଶିକାର ବନାଇ ଥାଏ । ତେବେ ଆଜି ଆମେ ଆପଣଙ୍କ ପାଇଁ ସୁସ୍ଥ ରହିବାର ଏକ ଏମିତି ଉପାୟ ନେଇ ଆସିଛୁ କି ଯାହାକୁ ସକାଳୁ ମାତ୍ର ଦୁଇଟି ଦାନା ଖାଇଲେ ମୋଟାପଣ, ସୁଗର, କଲେଷ୍ଟ୍ରଲ, କ୍ୟାନ୍ସର ଭଳି ମାରାତ୍ମକ ରୋଗ ରୁ ମୁକ୍ତି ମିଳିପାରିବ । ତେବେ ଆମେ ଯେଉଁ ଚମତ୍କାରି ଜିନିଷ ବିଷୟରେ କଥା ହେଉଛେ ତାହା ହେଉଛି ଭିଜା କିସମିସ ଏବଂ ଏହାର ପାଣି । ତେବେ ଚାଲନ୍ତୁ ଜାଣିବା କିସମିସ ଖାଇବାର ଫାଇଦା କଣ କଣ ହୋଇଥାଏ ।

କିସମିସ ରେ ଆଇରନ, କ୍ୟାଲସିୟମ, ଫାଇବର ର ମାତ୍ରା ବହୁତ ଅଧିକ ରହିଥାଏ । ଏହା ଆମ ଶରୀର ପାଇଁ ବହୁତ ଉପକାରିତା ହୋଇଥାଏ । କିନ୍ତୁ କିସମିସ କୁ ଭିଜେଇ ଖାଇବା ଦ୍ବାରା ଏହାର ଫାଇଦା ଆମ ଶରୀର ପାଇଁ ଦୁଇଗୁଣ ଅଧିକ ବଢ଼ିଯାଇଥାଏ । ଏହା ବହୁତ ରୋଗ ଠାରୁ ଆମକୁ ଦୂରେଇ ରଖିଥାଏ ।

ମୋଟାପଣ:- ଯେଉଁ ବ୍ୟକ୍ତି ମାନେ ନିଜର ଓଜନ ବା ମୋଟାପଣ କୁ ନେଇ ଚିନ୍ତିତ ଅଛନ୍ତି ସେମାନେ ଏହି କିସମିସ ର ପାଣି ପ୍ରତିଦିନ ସକାଳୁ ଖାଲି ପେଟରେ ପିଅନ୍ତୁ । ଏହି ପାଣିରେ ମେଟାବୋଲିଯିମ ରହିଛି ଯାହା ଦ୍ଵାରା ଶରୀରରେ ଫ୍ୟାଟ ଅଂଶ କମିଥାଏ । ଯାହା ଫଳରେ ମୋଟାପଣ ମଧ୍ୟ ଦୂର ହୋଇଥାଏ ।

ବ୍ଲଡ ପ୍ରେସର:- ଯଦି ଆପଣ ଉଚ୍ଚ ରକ୍ତଚାପ କୁ ନେଇ ଚିନ୍ତିତ ଅଛନ୍ତି ତେବେ ଏହି କିସମିସ କୁ ପ୍ରତିଦିନ ଭିଜେଇ ସକାଳୁ ଖାଆନ୍ତୁ । ଏହା ଆପଣଙ୍କ ପାଇଁ ଔଷଧ ପରି କାମ କରିବ । ଉଚ୍ଚ ରକ୍ତଚାପ କୁ ନିୟନ୍ତ୍ରଣରେ ରଖିବ ଏହି ଭିଜା କିସମିସ । ଏବଂ ଆପଣ ମଧ୍ୟ ସୁସ୍ଥ ରହିବେ ।

ଲିଭର:- ଯେଉଁ ବ୍ୟକ୍ତି ନିଜର ଲିଭର ଜନିତ ସମସ୍ୟା ପାଇଁ ଚିନ୍ତିତ ଅଛନ୍ତି ସେହି ବ୍ୟକ୍ତି ପ୍ରତିଦିନ ୧୦ ରୁ ୧୫ ଟି କିସମିସ ଭିଜେଇ ଖାଆନ୍ତୁ । ଭିଜା କିସମିସ କୁ ଭଲ ଭାବରେ ଚୋବେଇ ଚୋବେଇ ଖାଆନ୍ତୁ । ପ୍ରତିଦିନ ଏମିତି କରିବାଦ୍ୱାରା ଆପଣଙ୍କ ଲିଭର ଜନିତ ସମସ୍ତ ସମସ୍ୟା ଦୂର ହୋଇଯିବ ।

ଏସିଦିଟି:- ଯଦି ଆପଣ ଖାଇବା ମାତ୍ରେ ଆପଣଙ୍କୁ ଏସିଦିଟି ହେଉଛି ବା ଖାଦ୍ୟର ଖଟା ଢିକାର ଦେଉଛି ତେବେ ଆପଣ ପ୍ରତିଦିନ ୫ ରୁ ୬ ଟି କିସମିସ କୁ ଟିକେ ଗରମ ପାଣିରେ ଫୁଟାଇ ଖାଆନ୍ତୁ । ଏହି ଉପାୟ ଗୋଟେ ସପ୍ତାହ ପର୍ଯ୍ୟନ୍ତ କରନ୍ତୁ ଦେଖିବେ ଆପଣଙ୍କ ଏସିଦିଟି ର ସମସ୍ୟା ଦୁର ହେବ ।

କବଚ ବା କଷ୍ଟକଠିନ:- ଯଦି ଆପଣଙ୍କ ପେଟ ସଫା ହେଉନାହିଁ । ଆପଣ ବାଥରୁମ ରେ ଘଣ୍ଟା ଘଣ୍ଟା ଧରି ବସିବାପରେ ମଧ୍ୟ ଆପଣଙ୍କ ପେଟ ସଫା ହେଉନାହିଁ ତେବେ ଆପଣ ପ୍ରତିଦିନ ଭିଜା କିସମିସ ଏବଂ ଏହାର ପାଣି କୁ ପିଅନ୍ତୁ ଆପଣଙ୍କ ଏହି ସମସ୍ୟା ମଧ୍ୟ ଦୂର ହେବ । ତେବେ ବନ୍ଧୁଗଣ ଏହି ପୋଷ୍ଟ ଟି ସେୟାର କରି ଆପଣ ସୁସ୍ଥ ରୁହନ୍ତୁ ଏବଂ ଅନ୍ୟ ମାନଙ୍କୁ ମଧ୍ୟ ସୁସ୍ଥ ରଖନ୍ତୁ । ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *