ଯଦି କେଉଁଠି ମିଳିଯିବ ତ ଏହି ଫଳ ତାହାଲେ ଛାଡନ୍ତୁ ନାହିଁ , ଏହାର ଫାଇଦା କୌଣସି ଚମତ୍କାର ଠାରୁ କମ ନୁହେଁ – ଏହା ଦ୍ଵାରା ଆପଣଙ୍କ କେଶ ପୁଣି ହେବ କଳା

ନମସ୍କାର ବନ୍ଧୁଗଣ ଆମେ ଯେତେବେଳେ ବି ରୋଗରେ କିମ୍ବା ବେ-ମା-ର ହୋଇ ଯାଇଥାଉ ସେତେବେଳେ ଆମ ମନ ରେ ଗୋଟିଏ କଥା ଆସେ କି ଆମକୁ ଡାକ୍ତର ଙ୍କ ପାଖକୁ ଯିବା ଉଚିତ ହେବ । କିନ୍ତୁ ଆମେମାନେ ଯଦି ଚାହିଁବା ତେବେ ମଧ୍ୟ ନିଜର ସ୍ୱାସ୍ଥ୍ୟ ର ଯତ୍ନ ନିଜେ ନେଇ ପାରିବା । ଆମ ସ୍ୱାସ୍ଥ୍ୟ ଖ-ରା-ପ ହେବାର ମୁଖ୍ୟ କାରଣ ହେଉଛି ବାହାରେ ମିଳିଥିବା ଫାଷ୍ଟ ଫୁଡ଼ ଏବଂ ତେଲ ମସଲା ଜନିତ ଖାଦ୍ୟ ର ଅଧିକ ସେବନ ଆପଣ ମାନେ ଏହି ଖାଦ୍ୟ କୁ ଖାଇ ଅନେକ ରୋଗ ରେ ପଡୁଛନ୍ତି ଏବଂ ତାହା ସହ ବୟସ ହେବା ପୂର୍ବରୁ ହିଁ ଆପଣ ଙ୍କ ଶରୀର,ହା-ଡ଼ ଆଦି ଦୁ-ର୍ବ-ଳ ହୋଇ ପଡୁଛି । ତେବେ ଏହାକୁ ଠିକ କରିବାକୁ ଯାଇ ଡାକ୍ତର ଙ୍କ ପାଖରେ ଅଧିକ ଔଷଧ ଖାଇ କିମ୍ବା ଅଧିକ ପଇସା ଖର୍ଚ୍ଚ ନ କରି ଆପଣ ନିଜେ ଘରେ ନିଜର ଉପଚାର କରି ପାରିବେ ଏବଂ ଏହା ଆୟୁର୍ବେଦ ଯୋଗୁଁ ସମ୍ଭବ ହୋଇ ପାରେ । କାରଣ ଆୟୁର୍ବେଦ ରେ ଏପରି ସବୁ ଜିନିଷ ରହିଥାଏ ଯାହାର ପ୍ରୟୋଗ ରେ ଆମେ ଶୀଘ୍ର ଆରାମ ପାଇଥାଉ ଏବଂ ଏହାର ପ୍ରକ୍ରିୟା ମଧ୍ୟ ସହଜ ଏବଂ ଉପଲବ୍ଧ ଥାଏ ତା ସହିତ ଏହା ଅଳ୍ପ ଖର୍ଚ୍ଚରେ ମଧ୍ୟ ହୋଇଥାଏ । ତେଣୁ ଆଜି ଆମେ ଏହି ଆୟୁର୍ବେଦ ରସ୍ବେରି ବିଷୟରେ ହିଁ ଆଲୋଚନା କରିବା ଏବଂ ତା ସହିତ ତାର ଲାଭ ବିଷୟରେ ମଧ୍ୟ ଆଲୋଚନା କରିବା । ଆମେ ଉପଯୁକ୍ତ ଖାଦ୍ୟ ନ ଖାଇବା ଦ୍ୱାରା ଆମ ଶରୀର ରେ ର-କ୍ତ ର ସଂଚାଳନ ଠିକ ଭାବରେ ହୁଏ ନାହିଁ ଏବଂ ର-କ୍ତ ଅ-ଶୁ-ଦ୍ଧ ହେବା ଯୋଗୁଁ ଆମ କେଶ ଉ-ପୁ-ଡି-ବା କୁ ଲାଗେ ଏବଂ ଚେହେରା ର ବ୍ରଣ ହେବା ସହ ଚେହେରା ର ଉଜ୍ଜ୍ୱଳ ମଧ୍ୟ କମି ଯାଇଥାଏ ଏବଂ ଶରୀର ଦୁ-ର୍ବ-ଳ ହେବାକୁ ମଧ୍ୟ ଲାଗିଥାଏ । ତେବେ ଏହାର ଉପଚାର ପାଇଁ ଆପଣ ଆୟୁର୍ବେଦ ର ସାହାର୍ଯ୍ୟ ନେଇ ପାରିବେ ଏବଂ ଏହି ଜିନିଷ ଟି ଆପଣ ଙ୍କର ରୋଷେଇ ଘରେ ମଧ୍ୟ ଉପଲବ୍ଧ ଅଛି ସେହି ବସ୍ତୁ ଟି ହେଉଛି ରସବେରୀ । ତେବେ ଯଦି ଆପଣ ରସବେରୀ ସହ ଜାମ୍ମୁକୋଳି ମଞ୍ଜିର ଗୁ-ଣ୍ଡ ପାଞ୍ଚ ଗ୍ରାମ ଏବଂ ମେଥି ଗୁ-ଣ୍ଡ ପାଞ୍ଚ ଗ୍ରାମ ମିଶାଇ ଯଦି ଆପଣ ନୀତିଦିନ ସେଵନ କରିବେ ତେବେ ଆପଣଙ୍କ ର ଭ-ୟ-ଙ୍କ-ର ରୁ ଭ-ୟ-ଙ୍କ-ର ମଧୁମେହ ଭଲ ହୋଇଯିବ ।  ଏହା ଛଡା ଯଦି ଆପଣଙ୍କ ଆଣ୍ଠୁ ଗଣ୍ଠି ର କୌଣସି ସମସ୍ୟା ଦେଖା ଦେଉଛି କିମ୍ବା ଆପଣ ଠିକ ଭାବରେ ଚାଲି ପାରୁ ନାହାଁନ୍ତି ତେବେ ଆପଣ ଏହି ରସବେରୀ ର ଚ-ଟ-ଣି କରି ତାସହ ହଳଦୀ ମିଶାଇ ସେହି ସ୍ଥାନରେ ଲଗାଇବା ଦ୍ୱାରା ଆପଣଙ୍କ ର ସବୁ ବି-ନ୍ଧା ଶୀଘ୍ର ହୋଇଯିବ । ତେବେ ଏହାର ସେଵନ ଦ୍ୱାରା ଆପଣଙ୍କ କିଡ୍ନୀ ମଧ୍ୟ ଭଲ ହୋଇ ଯାଇଥାଏ ଏବଂ ଆପଣ ଙ୍କ ହା-ର୍ଟ ମଧ୍ୟ ବହୁତ ଭଲ ରୁହେ । ତେବେ ଆପଣ ଏହାର ଜୁସ କରି ମଧ୍ୟ ପିଇ ପାରିବେ ତେବେ ଗୋଟିଏ କଥା ମନେ ରଖିବେ କି ଏହାର ଅତ୍ୟଧିକ ସେଵନ ମଧ୍ୟ ଭଲ ନୁହେଁ ତେଣୁ ସର୍ଵଦା ସପ୍ତାହ କୁ ଦୁଇ ଥର ସେବନ କରନ୍ତୁ ।

ଆପଣଙ୍କୁ ଆମର ଏହି ପୋଷ୍ଟ ଟି ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ଅନେକ ନୂଆ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *