Healthy Tips- ଜାଦୁ, କାଛୁ, କୁଣ୍ଡିଆ ଭଳି ବଡ ସମସ୍ୟା ମୂଳରୁ ଭଲ ହୋଇଯିବ, କରନ୍ତୁ ଏହି 1 ଘରୋଇ ଉପଚାର

ବନ୍ଧୁଗଣ ଆଜି ଆମେ ଆପଣଙ୍କ ପାଇଁ ଯେଉଁ ଉପାୟ ନେଇ ଆସିଛୁ ତାହା ଆପଣଙ୍କୁ ଯାଦୁ, କାଛୁ,କୁଣ୍ଡିଆ ଇନପେକ୍ସନ କୁ ଦୂର କରିବାରେ ଚମତ୍କାର ଅଟେ । ଯାଦୁ, କାଛୁ, କୁଣ୍ଡିଆ ଭଳି ସମସ୍ୟା ଅନେକ ଙ୍କ ଶରୀରରେ ଆଜି କାଲି ଦେଖିବାକୁ ମିଳୁଛି । ପ୍ରଥମରୁ ଏହା ଅଳ୍ପ କୁଣ୍ଡେଇ ହେବା ଆରମ୍ଭ ହୁଏ । ଯଦି ସେହି ସମୟରେ ଆପଣ ଏହାକୁ ଧ୍ୟାନ ନ ଦିଅନ୍ତି ତେବେ ଏହା ବଢିଯାଏ । ଏହା ଦ୍ବାରା ସ୍କିନ ଇନ୍ଫେକ୍ସଂ ଭଳି ସମସ୍ୟା ଭୋଗିବାକୁ ପଡେ ।

ଏହି ସମସ୍ୟା ଆପଣଙ୍କୁ କୌଣସି ଅଙ୍ଗରେ ହୋଇପାରେ । ହାତରେ,ଗୋଡ଼ରେ,ଶରୀରରେ, ମୁହଁରେ ସବୁ ଜାଗାରେ ହୋଇପାରେ । ଯଦି ଏହି ସମସ୍ୟାର ଆପଣ ମୂଳରୁ ଚିକିତ୍ସା କରନ୍ତି ନାହିଁ ତେବେ ଏହା ବର୍ଷ ବର୍ଷ ଧରି ଭିଗୀ ବାକୁ ପଡ଼ିଥାଏ । ସେଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ଏକ ଘରୋଇ ଉପଚାର ନେଇ ଆସିଛୁ । ଯୋଉଥିରେ ଆମେ କହିବୁ କେମିତି ମାତ୍ର କିଛି ଘରୋଇ ଜିନିଷର ବ୍ୟବହାର କରି ଏହି ଉପଚାର କୁ ବନେଇ ପାରିବେ । ତେବେ ଚାଲନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ ।

ଏହି ଘରୋଇ ନସ୍କା ପାଇଁ ଆପଣଙ୍କୁ ପ୍ରଥମ ସାମଗ୍ରୀ ର ଆବଶ୍ୟକ ପଡ଼ିବ ତାହା ହେଉଛି ଅଦା । ଏଥିରେ ଥିବା ପ୍ରପର୍ଟି ଆପଣଙ୍କ ଯାଦୁ, କାଛୁ ସମସ୍ୟା ମୂଳରୁ ଶେଷ କରିଥାଏ । ଏହା ଆପଣଙ୍କ ଇଁଫେକ୍ସଂ ଏରିଆ ରେ ରହୁଥିବା ଜର୍ମ ମାନଙ୍କୁ ମୂଳରୁ ମାରିଦେଇଥାଏ । ସେଥିପାଇଁ ଆମେ ଏହି ଉପରର ପାଇଁ ଅଦା ର ପ୍ରୟୋଗ କରିବା । ଆପଣ ମାତ୍ର ଏକ ଖଣ୍ଡ ଅଦା ନିଅନ୍ତୁ । ଏବଂ ଏହାର ଚୋପାକୁ ଭଲ ଭାବରେ ବାହାର କରିଦିଅନ୍ତୁ । ଏବେ ଆପଣ ଏହାକୁ ବାଟି ବା ଗ୍ରାଣ୍ଡିଂ କରି ଏହାର ରସ ବାହାରି କରିଦିଅନ୍ତୁ ।

ଏବେ ଆପଣଙ୍କୁ ଦୂତୀଆ ସାମଗ୍ରୀର ର ଆବଶ୍ୟକ ଅଟେ ତାହା ହେଉଛି ହଳଦୀ । ଗୋଟେ ଚାମଚ ହଳଦୀ ଗୁଣ୍ଡ ପ୍ରସ୍ତୁତ ହୋଇଥିବା ଅଦା ପେଷ୍ଟ ରେ ମିଶାନ୍ତୁ । ହଳଦୀ ଗୁଣ୍ଡରୁ ଆଣ୍ଟି ଅକ୍ସିଦେଣ୍ଟ ମିଳିଥାଏ ଯାହା ଆମ ସ୍କିନ ଜନିତ ସମସ୍ୟା କୁ ଭଲ କରିବା ପାଇଁ ବହୁତ ଅଧିକ ଲାଭଦାୟକ ହୋଇଥାଏ ।

ଏବେ ତୃତୀୟ ସାମଗ୍ରୀ ର ଆବଶ୍ୟକ ପଡ଼ିବ ତାହା ହେଉଛି ନିମ୍ବ ପତ୍ର ପେଷ୍ଟ । ଆପଣ ପ୍ରଥମେ ନିମ୍ବ ପତ୍ର ଆଣି ତାକୁ ବାଟି ତାହାର ପେଷ୍ଟ ବନାଇ ଦିଅନ୍ତୁ । ଆପଣ ଚାହିଁଲେ ଏହାକୁ ଷ୍ଟୋର କରି ମଧ୍ୟ ରଖିପାରିବେ । ବହୁ ପୁରାତନ କାଳରୁ ତ୍ଵଚା ଜନିତ ସମସ୍ୟା ପାଇଁ ନିମ୍ବ ପତ୍ର ର ବ୍ୟବହାର ହୋଇଆସୁଛି । ଏବେ ଆପଣ ନିମ୍ବ ପତ୍ର ପେଷ୍ଟ ପ୍ରସ୍ତୁତି କରିଥିବା ଅଦା ହଳଦୀ ମିଶ୍ରଣରେ ମିଶାଇ ଦିଅନ୍ତୁ ।

ବର୍ତ୍ତମାନ ଗୋଟେ ଫାଳ ଲେମ୍ବୁ ନିଅନ୍ତୁ ଏବଂ ଏହାକୁ ଭଲ ଭାବରେ ଚିପୁଡି ଦିଅନ୍ତୁ । ବର୍ତ୍ତମାନ ଏହି ସମସ୍ତ ସାମଗ୍ରୀକୁ ଭଲ ଭାବରେ ମିଶାଇ ଦିଅନ୍ତୁ । ତେବେ ବନ୍ଧୁଗଣ ଏବେ ଆମର ମିଶ୍ରଣ ପ୍ରସ୍ତୁତ ହୋଇଯାଇଛି । ବର୍ତ୍ତମାନ ଆମେ ଜାଣିବା ଏହାର ପ୍ରୟୋଗ କିପରି କରିବେ । ତେବେ ଏହି ଉପଚାର ଟି ଆପଣଙ୍କୁ ରାତିରେ ଶୋଇବା ପୂର୍ବରୁ ଯେଉଁ ଜାଗାରେ ଇଁଫେକ୍ସଂ ହୋଇଛି ସେହିଠାରେ ଲଗାନ୍ତୁ ।

ଭଲ ଭାବରେ ଏହାକୁ ଲଗାନ୍ତୁ ଏବଂ ଶିଖିବାକୁ ଛାଡିଦିଅନ୍ତୁ । ସକାଳୁ ଉଠି ଏହାକୁ ଘଷି ଘଷି ଛଡାଇ ଦିଅନ୍ତୁ । ଏବଂ ତାହା ପରେ ହାଲକା ଉଷୁମ ପାଣିରେ ଏହାକୁ ଧୋଇଦିଅନ୍ତୁ । ଆପଣ ଏହି ଉପାୟ ଟିକୁ ମାତ୍ର ୨ଦିନ ବ୍ୟବହାର କରି ଦେଖନ୍ତୁ ଆପଣଙ୍କ ସମସ୍ତ ସମସ୍ୟା ଶେଷ ହୋଇଯିବ । ତେବେ ବନ୍ଧୁଗଣ ଏହି ପୋଷ୍ଟ ଟି ସେୟାର କରି ଅନ୍ୟ ମାନଙ୍କୁ ସୁସ୍ଥ ରଖନ୍ତୁ ଏବଂ ନିଜେ ମଧ୍ୟ ସୁସ୍ଥ ରୁହନ୍ତୁ । ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *