କଦଳୀ ଖାଇବାର ସଠିକ ଉପାୟ ଓ ଏହାର ଫାଇଦା 99 % ଲୋକ ଜାଣି ନଥିବେ, ଜାଣନ୍ତୁ କଦଳୀ କେବେ, କେମିତି ଓ କେତେଟା ଖାଇବେ ( Healthy Tips )

ବନ୍ଧୁଗଣ ଆଜି ଆମେ ଏକ ମହତ୍ତ୍ଵପୂର୍ଣ୍ଣ ବିଷୟବସ୍ତୁ ଉପରେ ଆଲୋଚନା କରିବା । ବିଷୟ ଟି ହେଉଛି କଦଳୀ ଖାଇବା ଦ୍ବାରା କଣ ଫାଇଦା ହୋଇଥାଏ, କଦଳୀ ଖାଇବାର ସଠିକ ସମୟ, ଦିନକୁ କେତେଟି କଦଳୀ ଖାଇବା ଉଚିତ । ତେବେ ଚାଲନ୍ତୁ ଏହା ବିଷୟରେ ବିସ୍ତାର ରୂପରେ ଜାଣିବା । ବନ୍ଧୁଗଣ ଆପଣ ନିଶ୍ଚିତ ଭାବରେ ଏହା ସୁଣିଥିବେ କୁ ପ୍ରତିଦିନ ଗୋଟେ ସେଉ ର ସେବନ କରିବା ଦ୍ୱାରା ମନୁଷ୍ୟ ସୁସ୍ଥ ରହିଥାଏ ଏବଂ ତାକୁ ଡକ୍ଟର ପାଖକୁ ଯିବାକୁ ପଡିନଥାଏ ।

କିନ୍ତୁ କଣ ଆପଣ ଏହା ଜାଣିଛନ୍ତି କୁ ପ୍ରତିଦିନ ଗୋଟେ କଦଳୀ ଖାଇବା ଦ୍ବାରା ଆପଣ ଜୀବନସାରା ପୁରା ସୁସ୍ଥ ରହିବେ । କଦଳୀ ଖାଇବାର ଏତେ ଫାଇଦା ଆପଣ କେବେ ମଧ୍ୟ ଜାଣିନଥିବେ । ସୁସ୍ଥ ହୃଦୟ ପାଇଁ ଏବଂ ଶରୀରର ଥକାମିପଣ ପାଇଁ ବହୁତ ସାହାଯ୍ୟ କରିଥାଏ । ଉଚ୍ଚରକ୍ତଚାପ କୁ ନିୟନ୍ତ୍ରଣ କରିବାରେ ମଧ୍ୟ କଦଳୀ ବହୁତ ଲାଭଦାୟକ ହୋଇଥାଏ ।

ଏବଂ ଅଲ୍ସର ଭଳି ସମସ୍ୟା କୁ ଦୂର କରିବାକୁ କଦଳୀ ବହୁତ ଉପକାର କରିଥାଏ । ଶରୀରର ତାପମାତ୍ରା ସଠିକ ରଖିବାରେ କଦଳୀ ସାହାଯ୍ୟ କରିଥାଏ । କଦଳୀରେ ଆଇରନ ତତ୍ତ୍ଵ ବହୁତ ମାତ୍ରାରେ ରହିଥାଏ ଯାହା ଶରୀରରେ ହେମୋଗ୍ଲୋବିନ ତିଆରି କରିଥାଏ ଏବଂ ଏହା ଏନିମିଆ ରୋଗ ସହ ଲଢ଼ିବା ପାଇଁ ସାହାଯ୍ୟ କରିଥାଏ ।

କଦଳୀରେ ଟ୍ରିପୋଏମିନୋଏସିଡ ରହିଥାଏ ଯାହା ସେରୋତ୍ରେନିଟ ଉତ୍ପନ୍ନ କରିଥାଏ ଯାହା ଦ୍ଵାରା ମନ ସବୁବେଳେ ସ୍ଥିର ଏବଂ ଶାନ୍ତ ରହିଥାଏ । କଦଳୀରେ ଥିବା ପୋଟାସିୟମ ଆମକୁ ଟେଂସନ ଠାରୁ ଦୂରେଇ ରଖିଥାଏ । ଏହା ଭିଟାମିନ ଡ ୬ ର ବଢିଆ ସ୍ରୋତ ଅଟେ । ଏହା ନର୍ଭ ସିଷ୍ଟମ କୁ ମଧ୍ୟ ଭଲ ରଖିଥାଏ । କଲେଷ୍ଟ୍ରୋଲ କମ କରିବାରେ ମଧ୍ୟ ଏହା ସାହାଯ୍ୟ କରିଥାଏ ।

ଯଦି ଆପଣ ଇମ୍ୟୁନିଟୀ ବଢ଼ାଇବାକୁ ଚାହୁଁଛନ୍ତି ତେବେ ପ୍ରତିଦିନ ସକାଳୁ ଖାଲି ପେଟରେ ଗୋଟିଏ କଦଳୀର ସେବନ କରନ୍ତୁ । ଏଥିରେ ଥିବା କେରୋଟେନେଣ୍ଟ ତତ୍ତ୍ଵ ଶରୀରରେ ରୋହପ୍ରତିରୋଧକ ଶକ୍ତି ବଢାଇଥାଏ । କଦଳୀ ଖାଇବା ଦ୍ବାରା ଊର୍ଯାସ୍ତର ବୃଦ୍ଧି ହୋଇଥାଏ । ତେବେ ପ୍ରତିଦିନ ଦୁଇଟି କଦଳୀ ଖାଇବା ଶରୀର ପାଇଁ ବହୁତ ଉପକାରିତା ହୋଇଥାଏ । ତେବେ ବନ୍ଧୁଗଣ ଆପଣ ସୁସ୍ଥ ରୁହନ୍ତୁ ଏବଂ ଏହି ପୋଷ୍ଟ ଟି ଗୋଟେ ସେୟାର କରି ଅନ୍ୟ ମାନଙ୍କୁ ମଧ୍ୟ ସୁସ୍ଥ ରଖନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *