କଞ୍ଚାଲଙ୍କା ଖାଉଥିବା ଲୋକ ନିଶ୍ଚୟ ଦେଖନ୍ତୁ, ପାଦ ତଳୁ ମାଟି ଖସିଯିବ ( Healthy Tips )

ବନ୍ଧୁଗଣ ଆମେ ଭାବିଥାଉ କି ରାଗ ଖାଇବା ସ୍ବାସ୍ଥ୍ୟ ପାଇଁ ହାନିକାରକ ଅଟେ । କାରଣ ରାଗ ଯୁକ୍ତ ଖାଦ୍ୟ ଖାଇଲେ ଆମକୁ ଲାଗେ ଆମର ପେଟ ଖରାପ ହେଇପାରେ । ଏବଂ ଆମ ଶରୀରକୁ ମଧ୍ୟ ବହୁତ ପ୍ରକାରର ଅସୁବିଧା ହୋଇପାରେ କିନ୍ତୁ ବନ୍ଧୁଗଣ ଏଭଳି ଏକ ରାଗ ଯୁକ୍ତ ଖାଦ୍ୟ ରହିଛି ଯାହା ଆମ ଶରୀର ପାଇଁ ହାନିକାରକ ନୁହେଁ ବରଂ ଲାଭଦାୟକ ହୋଇଥାଏ । ତେବେ ସେହି ରାଗଯୁକ୍ତ ଜିନିଷ ଟି ହେଉଛି କଞ୍ଚା ଲଙ୍କା । ଆମେ କଞ୍ଚା ଲଙ୍କା ତ ନିହାତି ଖାଇଥାଉ କିନ୍ତୁ ଆଜି ଆମେ କହିବୁ କି କଞ୍ଚା ଲଙ୍କା ଖାଲି ପେଟରେ ଖାଇଲେ କିମ୍ବା ଖାଦ୍ୟ ସହିତ ମିଶାଇ ଖାଇଲେ ଆପଣଙ୍କୁ କଣ କଣ ସବୁ ଲାଭ ମିଳିବ ଏବଂ ଆପଣଙ୍କ ଶରୀରରେ କଣ କଣ ସବୁ ରୋଗ ଦୂର ହୋଇଯିବ ।

ଯଦି ଆପଣ ସକାଳୁ ଖାଲି ପେଟରେ କଞ୍ଚା ଲଙ୍କା ଖାଉଛନ୍ତି ବା ଖାଦ୍ୟରେ ମିଶାଇ ଖାଉଛନ୍ତି ତେବେ ଆପଣଙ୍କ ଶରୀରକୁ ବହୁତ ମାତ୍ରାରେ ପୌଷ୍ଟିକ ତତ୍ତ୍ଵ ମିଳିଥାଏ । ଭିଟାମିନ ଏ, ଭିଟାମିନ ସି, ଆଇରନ, କ୍ୟାଲସିୟମ, ଫାଇବର, ପ୍ରୋଟିନ ଭଳି ତତ୍ତ୍ଵ ଏହାର ସେବନ କରିବା ଦ୍ଵାରା ମିଳିଥାଏ ।

କଞ୍ଚା ଲଙ୍କା କ୍ୟାନ୍ସର ଭଳି ରୋଗ ସହିତ ଲଢ଼ିବା ପାଇଁ ବହୁତ ସାହାଯ୍ୟ କରିଥାଏ । ଏହା ଶରୀରରେ କ୍ୟାନ୍ସର ସେଲ ମାନଙ୍କୁ ବଢିବାରୁ ଅଟକାଇ ଥାଏ ଯାହା ଦ୍ଵାରା କ୍ୟାନ୍ସର ହୋଇନଥାଏ । ତେବେ ଯଦି ଆପଣ ଚାହୁଁଛନ୍ତି କି ଆପଣଙ୍କୁ ଜୀବନରେ କେବେ ମଧ୍ୟ କ୍ୟାନ୍ସର ନ ହେଉ ତେବେ ଆଜି ଠାରୁ ଆପଣ କଞ୍ଚା ଲଙ୍କା ଖାଇବା ଆରମ୍ଭ କରିଦିଅନ୍ତୁ ।

ଗୋଟେ ଗବେଷଣା ରୁ ଏହା ପ୍ରମାଣିତ ହୋଇଛି ଯେ କଞ୍ଚା ଲଙ୍କା ଖାଇବା ଦ୍ବାରା ହାର୍ଟ ସମ୍ବନ୍ଧିତ କୌଣସି ରୋଗ ହୋଇନଥାଏ । ଆଊ ଯଦି ପୁରୁଷ ମାନେ ଏହି କଞ୍ଚା ଲଙ୍କା ଖାଉଛନ୍ତି ତେବେ ତାଙ୍କୁ ପ୍ରୋଷ୍ଟେଟ କ୍ୟାନ୍ସର କେବେ ମଧ୍ୟ ହୋଇନଥାଏ । କଞ୍ଚା ଲଙ୍କାର ସେବନ ଦ୍ଵାରା ହାର୍ଟ ଅଟ୍ଟାକ ଭଳି ସମସ୍ୟା ଦେଖା ଦେଇନଥାଏ ।

କଞ୍ଚା ଲଙ୍କା ଖାଇବା ଦ୍ବାରା ଆମର ତ୍ୱଚାରେ ଏକ ଭିନ୍ନ ଧରଣର ଆକର୍ଷଣ ଚମକ ଆସିଥାଏ । ଏହା ଦ୍ବାରା ଶରୀରରେ କୌଣସି ଦାଗ ଦେଖା ଯାଏନାହିଁ । ଏହା ଆମ ଚେହେରାରେ ଆସୁଥିବା ସମସ୍ତ ଦାଗ ଏବଂ ସମସ୍ତ ଚର୍ମ ରୋଗ ଠାରୁ ଏହା ଦୂରେଇ ରଖିଥାଏ । କଞ୍ଚା ଲଙ୍କା ଖାଇବା ଦ୍ବାରା ଆମର ମୁଡ ମଧ୍ୟ ସବୁବେଳେ ଏକ୍ଟିଭ ରହିଥାଏ ।

କଞ୍ଚା ଲଙ୍କା ଖାଇବା ଦ୍ବାରା ଶରୀରରେ କୌଣସି ବ୍ୟାକ୍ଟେରିଆ ସଂକ୍ରମଣ ହୋଇନଥାଏ । ଯଦି ଋତୁ ପରିବର୍ତ୍ତନ କାରଣରୁ ଆପଣଙ୍କୁ ଥଣ୍ଡା,କାଶ, ସର୍ଦ୍ଦି ଜଲ୍ଦୀ ହୋଇଯାଇଛି ତେବେ ଆପଣ ଏହି ସବୁ ରୋଗ ଠାରୁ ବଞ୍ଚିବା ପାଇଁ ସର୍ବଦା ଖାଦ୍ୟରେ କଞ୍ଚା ଲଙ୍କା ମିଶାଇ ଖାଆନ୍ତୁ । ଏହା ଆଣ୍ଟି ବ୍ୟାକ୍ଟେରିଆଲ ଅଟେ ଯାହା ଆମ ଶରୀରର ରୋଗପ୍ରତିରୋଧକ ଶକ୍ତି କୁ ବଢାଇଥାଏ ।

ଯଦି ଆପଣଙ୍କ ଶରୀରରେ ରକ୍ତ କଣିକା ର ମାତ୍ର କମ ରହିଛି ତେବେ ଏହି କଞ୍ଚା ଲଙ୍କାର ସେବନ କରିବା ଦ୍ୱାରା ଶରୀରରେ ରକ୍ତ କଣିକାର ବୃଦ୍ଧି ହୋଇଥାଏ । ଏଥିରେ ଥିବା ଭରପୁର ମାତ୍ରାରେ ଆଇରନ ଆପଣଙ୍କ ଶରୀରରେ ରକ୍ତ କଣିକା ପ୍ରସ୍ତୁତ କରିବାରେ ବହୁତ ସାହାଯ୍ୟ କରିଥାଏ । ତେବେ ବନ୍ଧୁଗଣ ଆପଣ ସୁସ୍ଥ ରୁହନ୍ତୁ ଏବଂ ଏହି ପୋଷ୍ଟ ଟି ଗୋଟେ ସେୟାର କରି ଅନ୍ୟ ମାନଙ୍କୁ ମଧ୍ୟ ସୁସ୍ଥ ରଖନ୍ତୁ ।

Leave a Reply

Your email address will not be published. Required fields are marked *