କେବଳ ଥରେ ମାତ୍ର ଏହାର ସେବନ କରନ୍ତୁ, କଫ,କାଶ ଓ ଗଳାରେ କଷ୍ଟ ସବୁ ଏକଦମ ଗାୟବ ହେଇଯିବ

ବନ୍ଧୁଗଣ ସାଧାରଣତଃ ଋତୁ ପରିବର୍ତ୍ତନ ହେବା କାରଣରୁ ଆପଣଙ୍କର କାଶ, କଫ ଓ ଗଳାରେ କ-ଷ୍ଟ ଆଦି ସମସ୍ଯା ହୋଇଥାଏ । ବନ୍ଧୁଗଣ ଏହି ସମସ୍ୟା ହୋଇଗଲେ ଆପଣ ଠିକ ଭାବରେ କଥା କହିପାରନ୍ତି ନାହିଁ । ଏହି ସମସ୍ଯା ପାଇଁ ଆପଣ ମାନେ ବିଭିନ୍ନ ମେଡ଼ିସିନର ସେବନ କରିଥାନ୍ତି । ହେଲେ ବନ୍ଧୁଗଣ ଚି-ନ୍ତା କରିବାର କୌଣସି ଆବଶ୍ୟକତା ନାହିଁ କାରଣ ଆଜି ଆମେ ଆପଣ ମାନଙ୍କ ପାଇଁ ଏପରି ଏକ ଉପାୟ ନେଇ ଆସିଛୁ ଯାହାକୁ ବ୍ୟବହାର କରି ଆପଣ ନିଜର କାଶ, କଫ ଓ ଗଳା କ-ଷ୍ଟ ଆଦି ସମସ୍ଯାକୁ ସଙ୍ଗେ ସଙ୍ଗେ ଦୂର କରିପାରିବେ ।

ବନ୍ଧୁଗଣ ଏହା ହେଉଛି ଏକ ଘରୋଇ ଉପଚାର ତେଣୁ ଆପଣ ଏହାକୁ ବହୁତ ସହଜରେ ନିଜ ଘର ମଧ୍ୟରେ ବନେଇ ପାରିବେ । ତା ହେଲେ ଆସନ୍ତୁ ଜାଣିବା ଏହି ଉପଚାର ବିଷୟରେ । ବନ୍ଧୁଗଣ ଏହି ଉପଚାରକୁ ବନେଇବା ପାଇଁ ପ୍ରଥମେ ଆପଣ ଏକ ପାତ୍ରକୁ ନେଇ ଗ୍ଯାସରେ ବସେଇ ଦିଅନ୍ତୁ ଓ ଏଥିରେ ଏକ ଗ୍ଳାସ ପାଣି ପକାନ୍ତୁ ।

ବନ୍ଧୁଗଣ ଏହା ପରେ ଆପଣ ଏକ ଗୋଟା ହଳଦୀ ନିଅନ୍ତୁ ଓ ଏହାକୁ ଭଲ ଭାବରେ ପେଶୀ ଦିଅନ୍ତୁ । ପେ-ଶୀ-ବା ପରେ ଆପଣ ଏକ ଚାମଚ ହଳଦୀ ସେହି ପାଣିରେ ପକାଇ ଦିଅନ୍ତୁ । ବନ୍ଧୁଗଣ ଆପଣ ଚାହିଁଲେ ହଳଦୀ ପାଉଡରର ମଧ୍ୟ ବ୍ୟବହାର କରିପାରିବେ । ହେଲେ ଗୋଟା ହଳଦୀ ଏହି ଉପାୟ ପାଇଁ ଅଧିକ ଲାଭଦାୟକ ଅଟେ । ତେଣୁ ଚେଷ୍ଟା କରନ୍ତୁ ଏହି ଉପାୟ ପାଇଁ ଗୋଟା ହଳଦୀ ପକାଇବା ପାଇଁ ।

କମ ସେ କମ ୫ ମିନିଟ ପର୍ଯ୍ୟନ୍ତ ଏହି ମିଶ୍ରଣକୁ ଗ୍ଯାସରେ ଗରମ କରନ୍ତୁ ଓ ଗ୍ଯାସକୁ ୫ ମିନିଟ ପରେ ବନ୍ଦ କରିଦିଅନ୍ତୁ । ଏହାପରେ ଆପଣ ସେହି ମିଶ୍ରଣକୁ କିଛି ସମୟ ଥଣ୍ଡା ହେବା ପାଇଁ ଛାଡି ଦିଅନ୍ତୁ । କିନ୍ତୁ ବନ୍ଧୁଗଣ ଏହି ମିଶ୍ରଣକୁ ସଂପୂର୍ଣ୍ଣ ଥଣ୍ଡା କରିବେ ନାହିଁ । ଅଳ୍ପ ଉଷୁମ ଥିବା ସମୟରେ ଆପଣ ଏଥିରେ ଗୋଟେ ଚାମଚ ଲେମ୍ବୁ ରସ ମିଶାଇ ଦିଅନ୍ତୁ ଏବଂ ଏହାକୁ ଭଲ ଭାବରେ ମିକ୍ସ କରିଦିଅନ୍ତୁ ।


ଏହାପରେ ବନ୍ଧୁଗଣ ଆମ ମିଶ୍ରଣ ସଂପୂର୍ଣ୍ଣ ଭାବରେ ପ୍ରସ୍ତୁତ ହୋଇଯିବ । ବନ୍ଧୁଗଣ ଆପଣ ଏହାକୁ ଚାହା ପିଇବା ପରିକା ସେବନ କରନ୍ତୁ । ଦେଖିବେ ଏହା ଆପଣଙ୍କର କଫ , କାଶ ଓ ଗଳା ଇନଫେକସନ ଆଦି ସମସ୍ତ ସମସ୍ଯାକୁ ସଙ୍ଗେ ସଙ୍ଗେ ଦୂର କରିଦେବ । ବନ୍ଧୁଗଣ ଏହା ବହୁ ପରୀକ୍ଷିତ ଉପାୟ ଅଟେ । ଆପଣ କେବଳ ଥରେ ଏହାର ସେବନ କରନ୍ତୁ, ଦେଖିବେ ଆପଣଙ୍କୁ ସଙ୍ଗେ ସଙ୍ଗେ ଏହାର ରେଜଲ୍ଟ ମିଳିବ ।

ତେବେ ବନ୍ଧୁଗଣ ଆପଣ ମାନେ ଏହି ଉପଚାରକୁ ନିଶ୍ଚୟ ପ୍ରୟୋଗ କରନ୍ତୁ ଓ ଅନ୍ୟ ମାନଙ୍କୁ ଏହାର ପରାମର୍ଶ ନିଶ୍ଚୟ ଦିଅନ୍ତୁ । ଯଦି ଆପଣ ମାନଙ୍କୁ ଆମ ଆର୍ଟିକିଲ ଭଲ ଲାଗିଲା ତା ହେଲେ ଲାଇକ ଓ ସେୟାର କରନ୍ତୁ  ଓ ଆଗକୁ ଏମିତି କିଛି ସୁନ୍ଦର ସୁନ୍ଦର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *