Health Tips- ଖାଲି ପେଟରେ ଭିଜା ଚଣା ଖାଇବା ପରେ ଭୁଲ୍ ରେ ବି ଖାଆନ୍ତୁ ନାହିଁ ଏ-ହି 5 ଟି ଜିନିଷ, ଜାଣନ୍ତୁ କଣ ଖାଇବେ ନାହିଁ ଏବଂ କାହିଁକି ଖାଇବେ ନାହିଁ ?

ଏପରି ଅନେକ ଜିନିଷ ରହିଛି ଯାହା ଭୋଜନ କରିବା ପରେ ଅନ୍ୟ କେତୋଟି ଜିନିଷ ଭୋଜନ କରିବାକୁ ବାରଣ କରାଯାଇଛି । କାରଣ ତାହା ଆମ ଶରୀର ପକ୍ଷେ ହା-ନି-କା-ର-କ ହୋଇଥାଏ । କିନ୍ତୁ ସଠିକ ଜ୍ଞାନ ନଥିବା କାରଣରୁ ଅନେକ ଲୋକ ଭୋଜନ କରି ନିଅନ୍ତି । ଚଣା ପ୍ରୋଟିନରେ ଭରପୁର ଏବଂ ଆମ ସ୍ୱାସ୍ଥ୍ୟ ପକ୍ଷେ ଖୁବ ଲାଭଦାୟକ ଅଟେ । କିନ୍ତୁ କେତୋଟି ଜିନିଷ ରହିଛି ଯାହା ଚଣା ଖାଇବା ତୁରନ୍ତ ପରେ ଖାଇବା ଉଚିତ ନୁହେଁ । ଚାଲନ୍ତୁ ଜାଣିବା ସେଗୁଡିକ କଣ ଏବଂ କାହିଁକି ଖାଇବେ ନାହିଁ ।

ଚଣା ଖାଇବା ତୁରନ୍ତ ପରେ କ୍ଷୀର କିମ୍ବା କ୍ଷୀର ଜାତୀୟ କୌଣସି ପଦାର୍ଥର ସେବନ କରିବା ଉଚିତ ନୁହେଁ । ଚଣା ଏବଂ କ୍ଷୀର ଉଭୟରେ ପ୍ରଚୁର ମାତ୍ରାରେ ପ୍ରୋଟିନ ରହିଛି । ତେଣୁ ଏକା ସାଙ୍ଗେ ଖାଇବା ଦ୍ଵାରା ହଯମରେ ସମସ୍ଯା ହୋଇଥାଏ ଓ କୋ-ଷ୍ଠ-କା-ଠି-ନ୍ଯ ଭଳି ସମସ୍ଯା ହେବା ସହ ଏହା ଆପଣଙ୍କ ତ୍ଵଚା ପାଇଁ ଭଲ ହୋଇ ନଥାଏ । ଏହା ମଧ୍ୟରେ ଅତିକମରେ ଏକ ଘଣ୍ଟାର ବ୍ୟବଧାନ ନିଶ୍ଚୟ ରଖନ୍ତୁ ।

ସେହିପରି ଚଣା ସହ ଅଣ୍ଡା ମଧ୍ୟ ଖାଇବା ଉଚିତ ନୁହେଁ । ଏହି ଦୁଇଟି ପଦାର୍ଥରେ ମଧ୍ୟ ପ୍ରଚୁର ମାତ୍ରାରେ ପ୍ରୋଟିନ ରହିଛି । ଏକା ସାଙ୍ଗେ ଖାଇବା ଦ୍ଵାରା ହଜମ ସହ ଗ୍ଯାସ ଏବଂ କୋ-ଷ୍ଠ-କା-ଠି-ନ୍ଯ ସମସ୍ଯା ମଧ୍ୟ ଦେଖା ଦେଇପାରେ । କୋ-ଷ୍ଠ-କା-ଠି-ନ୍ଯ ଶରୀରରେ ଅନେକ ପ୍ରକାର ରୋ-ଗ-କୁ ନିମନ୍ତ୍ରଣ କରିଥାଏ । ସେଥିପାଇଁ ଏହି ଦୁଇଟି ଖାଦ୍ୟ ଭିତରେ ମଧ୍ୟ ଏକ ଘଣ୍ଟାର ବ୍ୟବଧାନ ରଖନ୍ତୁ ।

ଚଣା ଖାଇବା ପରେ କେବେ ହେଲେ ଆଚାର ଖାଆନ୍ତୁ ନାହିଁ । ଆଚାରରେ ସିରିକା ପଡିଥାଏ । ଯାହା ଚଣା ସହ ମିଶି ଆପଣଙ୍କ ଶରୀରରେ ବି-ଷ ସୃଷ୍ଟି କରିବା ସଦୃଶ କାର୍ଯ୍ୟ କରେ । ଏହା ଦ୍ଵାରା ଆପଣଙ୍କ ପେଟ ଖ-ରା-ପ ହେବା ସହ ହୃ-ଦ-ରୋ-ଗ ମଧ୍ୟ ସୃଷ୍ଟି ହୋଇପାରେ । ତେଣୁ ଖାଲି ପେଟରେ ଚଣା ଖାଇବା ପରେ କେବେ ମଧ୍ୟ ଆଚାର ଖାଆନ୍ତୁ ନାହିଁ । ଖାଇବାର ଥିଲେ ଏହୀ ମଧ୍ୟରେ ଅତିକମର ଦୁଇ ଘଣ୍ଟାର ବ୍ୟବଧାନ ରଖନ୍ତୁ ।

ଚଣା ସହ କଲରା ମଧ୍ୟ ଖାଇବା ଉଚିତ ନୁହେଁ । ଭିଜିଥିବା ଚଣାରେ ଯେଉଁ ଅକ୍ସାଇଡ ମିଳିଥାଏ କଲରାରେ ମଧ୍ୟ ତାହା ରହିଥାଏ । କିନ୍ତୁ ଚଣାରେ ଏହାର ମାତ୍ରା କମ ଥିବା ବେଳେ କଲରାରେ ଅଧିକ ରହିଥାଏ । ଏହା ଆମ ଶରୀର ଭିତରକୁ ଯାଇ ବି-ଷା-କ୍ତ ହୋଇଯାଇ ପାରେ । ଏହି ବି-ଷ ଧୀରେ ଧୀରେ ପ୍ରତିକ୍ରିୟା କରି ଗମ୍ଭୀର ରୋ-ଗ-କୁ ନିମନ୍ତ୍ରଣ କରିପାରେ । ଏହି ଦୁଇ ଖାଦ୍ୟ ମଧ୍ୟରେ ବି ଦୁଇ ଘଣ୍ଟାର ବ୍ଯବଧାନ ରଖିବା ଉଚିତ ।

ଏହା ବ୍ଯତୀତ କ୍ଷୀର ସହ କୌଣସି ଖଟା ଜାତୀୟ ଦ୍ରବ୍ଯ ବା ଫଳମୂଳ ସେବନ କରିବା ଅନୁଚିତ ଅଟେ । ଏମାନେ ପରସ୍ପର ସହ ମିଶି ପ୍ରତିକ୍ରିୟା କରନ୍ତି । ସେହିପରି କ୍ଷୀର ସହ ପିଆଜ ଖାଇବା ଦ୍ଵାରା ଚର୍ମ ଜନିତ ଅନେକ ସମସ୍ଯା ହୋଇଥାଏ । ସେହିପରି ଜଙ୍କ ଫୁଡ ସହ କୋ-ଲ୍ଡ- ଡ୍ରି-ଙ୍କ-ସ୍ ମଧ୍ୟ ବି-ଷ ସଦୃଶ କାର୍ଯ୍ୟ କରେ । ଏହା ସେବନ କରିବାରୁ ମଧ୍ୟ ଦୂରେଇ ରୁହନ୍ତୁ । ଆପଣଙ୍କୁ ଆମ ପୋଷ୍ଟ ଭଲଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିଅପରି ଅପଡେଟ ପାଇବାକୁ ହେଲେ ଆମ ପେଜ୍ କୁ ଲାଇକ କରନ୍ତୁ ।

 

Leave a Reply

Your email address will not be published. Required fields are marked *