ସକାଳୁ ସକାଳୁ ଖାଲି ପେଟ ରେ ଗୋଲ ମରିଚ ଖାଇବା ର ଫାଇଦା ଜାଣି ଚମକି ଯିବେ – ଶେଷ ହେବ 7 ଭୟଙ୍କର ରୋଗ

ନମସ୍କାର ବନ୍ଧୁଗଣ ମନୁଷ୍ୟ ଶରୀର ୫ ଟି ତତ୍ତ୍ୱ ର ସାହାର୍ଯ୍ୟ ରେ ପ୍ରସ୍ତୁତ ହୋଇଛି । ଜଳ, ଆକାଶ, ବାୟୁ, ମାଟି,ଏବଂ ର-କ୍ତ । ଏବଂ ଏହା ମଧ୍ୟ ରୁ ଯେଉଁ ଜଳ ର ତତ୍ତ୍ୱ ରହିଛି ତାହା ୭୨ ପ୍ରତିଶତ ଥାଏ । ବାୟୁ ଆମ ଶରୀର ରେ ଅକ୍ସିଜେନ ମାଧ୍ୟମରେ ଥାଏ । ଏବଂ ମାଟି କୁ ଆମ ତ୍ୱଚା ସହିତ ତୁଳନା କରା ଯାଇଛି । ଏବଂ ଶରୀର ଭିତରେ ଥିବା ଟେମ୍ପ୍ରଚର ମାଧ୍ୟମରେ ନି-ଆଁ ଅଥବା ଅ-ଗ୍ନି ରହିଥାଏ । ଏବଂ ଶରୀର ରେ ଥିବା ଖାଲି ସ୍ଥାନ କୁ ଆକାଶ ସହ ତୁଳନା କରା ଯାଇଛି । ଏହି ୫ ତତ୍ତ୍ୱ ର ମିଶ୍ରଣ ରେ ଆମ ଶରୀର ଗଠିତ । ଏହି ମଧ୍ୟ ରୁ ଜଳ ତତ୍ତ୍ୱ ଯାହାକି ୭୨ ପ୍ରତିଶତ ଆମ ଶରୀର ରେ ରହିଛି । ତାହାର ଅଧିକ ଏବଂ ଭଲ ରେ ଧ୍ୟାନ ରଖିଲେ ଜୀଵନ ରେ କେବେବି ଏବଂ କୌଣସି ବି ରୋଗ ହେବ ନାହିଁ ।
ଆଜି ବି ସାଉଥ ରେ ଲୋକମାନେ ବଡ଼ ତମ୍ବା ର ପାତ୍ର ରେ ରାତିରେ ଶୋଇବା ପୂର୍ବରୁ ପାଣି ଢାଳି ଦିଅନ୍ତି ଏବଂ ସକାଳୁ ଉଠି ସେହି ଜଳ କୁ ସେବନ କରନ୍ତି । ଏହା କୌଣସି ଧାର୍ମିକ କଥା ନୁହଁ । ଏହା ଏକ ପାଣି ପିଇବା ର ପ୍ରକ୍ରିୟା ।
ସଠିକ ପାଣି ପିଇବା ର ପ୍ରକ୍ରିୟାରେ ହେଉଛି ପ୍ରଥମେ ଏକ ତମ୍ବା ର ପାତ୍ର କିଣନ୍ତୁ । କିମ୍ବା ଏବେ ତମ୍ବା ର ଏକ ବୋତଲ ମଧ୍ୟ ମିଳୁଛି ତାକୁ ମଧ୍ୟ କିଣି ପାରିବେ । ଏବଂ ସେହି ବୋତଲ କିମ୍ବା ପାତ୍ର ରେ ରାତିରେ ପାଣି ଭର୍ତ୍ତି କରି । ତାକୁ ସକାଳେ ସେବନ କରନ୍ତୁ । ଏବଂ ଖାଲି ପେଟରେ ସେବନ କରିବା ଉଚିତ ।
ତେବେ ଆଜି ଆମେ ଆପଣ ଙ୍କୁ ବାସି ମୁହଁ ରେ ଗୋଲ ମରିଚ ସେବନ ଦ୍ୱାରା କି ପ୍ରକାର ର ଲାଭ ମିଳିଥାଏ ସେ ବିଷୟରେ ଆଲୋଚନା କରିବା ତେବେ ଆସନ୍ତୁ ଜାଣିନେବା । ଆପଣ ଗୋଲ ମରିଚ ସେବନ କରିବା ଦ୍ୱାରା ଆପଣ ଙ୍କ କେଶ ଝ-ଡ଼ି-ବା ବନ୍ଦ ହୋଇଯିବ ଏବଂ କେଶ ମଜବୁତ ରହିବ ଏବଂ ଭଲ ଭାବରେ ବଢିବ ମଧ୍ୟ ତା ଛଡା କେଶ ପାଇଁ ଥିବା ସମସ୍ୟା ଗୁଡିକ ମଧ୍ୟ ଭଲ ହୋଇ ଯାଇଥାଏ ।
ତାଛଡା ଆଖି କୁ ନେଇ ରହିଥିବା ସମସ୍ୟା ସେ ଦୃଷ୍ଟି ଶକ୍ତି ପ୍ରଖର କରିବା ହେଉ କିମ୍ବା ଯଦି ଆଖିରେ ପାଣି ବାହାରିବା ସମସ୍ୟା ଆଦି ର ସମାଧାନ ପାଇଁ ମଧ୍ୟ ଗୋଲ ମରିଚ ସେବନ ଦ୍ୱାରା ଏହି ସମସ୍ୟା ଭଲ ହୋଇ ଯାଇଥାଏ ।
ଆପଣ ୨ ରୁ ୫ ଗ୍ରାମ ଅଁଳା ନେବା ଏବଂ ତାପରେ ଏକ ଚୁଟକି ଗୋଲମରିଚ ଗୁଣ୍ଡ ନେଇ ପାରିବେ । ଏହା ସହିତ ଏକ ଚାମଚ ମହୁ ନେଇଯିବା । ଏହାକୁ ମିଶାଇ ଖାଇବା ଦ୍ୱାରା କେଶ ବହୁତ ମଜବୁତ ରୁହେ କଳା ରୁହେ ଏବଂ ଝ-ଡ଼ି-ବା ମଧ୍ୟ ବନ୍ଦ ହୋଇ ଯାଇଥାଏ । ଏହା ଛଡା ଆପଣ ବାଲାୟାନ କିମ୍ବା ଶୀର୍ଷାଆସନ କରି ପାରିବେ ଏହା ଦ୍ୱାରା ର-କ୍ତ ସଞ୍ଚାଳନ ସଠିକ ଭାବରେ ହୋଇଥାଏ ଏବଂ କେଶ ଝ-ଡ଼ି-ବା କମ କରାଇ ଭଲ ଭାବରେ ବଢି ମଧ୍ୟ ଥାଏ ।
ଏହା ଛଡା ଆପଣ ସକାଳୁ ଉଠି ସବୁଜ ଘାସ ଉପରେ ଖାଲି ପାଦରେ ଚାଲନ୍ତୁ ଏହା ଦ୍ୱାରା ଖାଦ୍ୟ ଭଲ ଭାବରେ ହଜମ କରାଇ ଥାଏ ଏବଂ ଶରୀର ର ୮୦% ରୋଗକୁ ମଧ୍ୟ ନଷ୍ଟ କରି ଦେଇଥାଏ ।
ଆପଣ ସର୍ଵଦା ପ୍ରାଣାୟମ କରନ୍ତୁ ଏହା ଆମ ଆଖି ପାଇଁ ମଧ୍ୟ ବହୁତ ଭଲ ହୋଇଥାଏ । ଆପଣ ଅନୁଲୋମ ବିଲୋମ,କପାଳ ଭାତୀ ଆଦି ଯୋଗ ମଧ୍ୟ କରି ପାରିବେ ।
ନିଜର ରୋଗ ପ୍ରତିରୋଧକ ଶକ୍ତି କୁ ବୃଦ୍ଧି କରିବା ପାଇଁ ମଧ୍ୟ ସାହାଯ୍ୟ କରିଥାଏ । ଜ୍ଵର ଥଣ୍ଡା କୁ ଭଲ କରାଇ ବାରେ ମଧ୍ୟ ସାହାଯ୍ୟ କରିଥାଏ । ଏହା ଆପଣ ଙ୍କ ର-କ୍ତ ଚାପ କୁ ମଧ୍ୟ ନିୟନ୍ତ୍ରଣ ରେ ରଖିଥାଏ । ଏହା ଛଡା ଯଦି ଆଣ୍ଠୁ ଗଣ୍ଠି ବି-ନ୍ଧୁ-ଛି କିମ୍ବା ହା-ଡ଼ କୁ ମଜବୁତ କରିବା ପାଇଁ ଆପଣ ଗୋଲ ମରିଚ କୁ ପାଣି ସହ ଖାଲି ପେଟରେ ସେବନ କରିବା ଦ୍ୱାରା ସେ ସମସ୍ୟା ମଧ୍ୟ ଦୂର ହୋଇଥାଏ ।
ତେବେ ଗୋଲ ମରିଚ ର ସେବନ ଦ୍ୱାରା ଆପଣ ଙ୍କୁ ଏହି ସବୁ ଫାଇଦା ମିଳି ପାରିବ ।
ଆଶା କରୁଛି ଏହି ବିଷୟ ଟି ଆପଣ ଙ୍କୁ ପସନ୍ଦ ଆସିଥିବ ।

ଆପଣଙ୍କୁ ଆମର ଏହି ପୋଷ୍ଟ ଟି ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ଅନେକ ନୂଆ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *