ମଇଳା ଓ ହଳଦିଆ ଦାନ୍ତକୁ 5 ମିନିଟ ରେ ହିଁ ମୋତି ପରି ଚମକିବାକୁ ଲାଗିବ, କେବଳ କରନ୍ତୁ ଏହି ଉପାୟ

ବନ୍ଧୁଗଣ, ଆଜି ଆମ୍ଭେ ଆପଣ ମାନଙ୍କ ନିମନ୍ତେ ଅତ୍ୟନ୍ତ ଲାଭଦାୟକ ଘରୋଇ ଉପଚାର ନେଇ ଆସିଛୁ । ଏହା ଆପଣଙ୍କ ଅ-ପ-ରି-ଷ୍କା-ର ହଳଦୀଆ ଦାନ୍ତ କୁ ସଂପୂର୍ଣ୍ଣ ଭାବରେ ଧଳା ବନାଇ ଦେବ । ସାଧାରଣତ ଦାନ୍ତ ର ଉପରି ଭାଗକୁ ଇନେମେଲ କୁହାଯାଏ । ଯେତେବେଳେ ଆମ୍ଭେ ମାନେ ନିଜ ଦାନ୍ତକୁ ଭଲ ଭାବରେ ସଫା କରି ନଥାଉ ତେବେ ଆମ୍ଭ ଦାନ୍ତ ରେ ଏକ ଲେୟାର ଜମା ହେବାକୁ ଲାଗିଥାଏ । ସାଧାରଣତ ଏହି ଲେୟାର ଏକ କଳା ଏବଂ ହଳଦୀଆ ଆକୃତି ର ବନିଥାଏ । ଏହାକୁ ଆମ୍ଭେ ଷ୍ଟିମ କହିଥାଉ । ଏହା ସହଜରେ ଯାଇ ନଥାଏ ଅଥବା କ୍ଷୟ ହୋଇ ନଥାଏ ।

ଆଜି ଆପଣଙ୍କୁ ଏହି ଘରୋଇ ଉପାୟ ପ୍ରୟୋଗ କରି କିଭଳି ଭାବରେ ଆପଣ ନିଜର ଦାନ୍ତ କୁ ସ-ଫା କରି ପାରିବେ ତାହା ସମ୍ବନ୍ଧରେ କହିବାକୁ ଯାଉଅଛୁ । ଆସନ୍ତୁ ଜାଣିବା ବର୍ତ୍ତମାନ ସଂପୂର୍ଣ୍ଣ ବିବରଣୀ । ଆମ୍ଭ ଦାନ୍ତ ବିଭିନ୍ନ କାରଣ ବଶତ ଅ-ପ-ରି-ଷ୍କା-ର ହୋଇଥାଏ । ଖରାପ ଅଭ୍ୟାସ ଦ୍ଵାରା ମଧ୍ୟ ଦାନ୍ତ ଅ-ପ-ରି-ଷ୍କା-ର ହୋଇଥାଏ । ମାତ୍ର କିଛି ଲୋକଙ୍କୁ କଫି ଏବଂ ଚାହା ଅଧିକ ମାତ୍ରାରେ ସେବନ କରିବାର ଅଭ୍ୟାସ ରହିଥାଏ ।

ଏଥି ନିମନ୍ତେ ମଧ୍ୟ ଆପଣ ମାନଙ୍କ ଦାନ୍ତ ଖ-ରା-ପ ହୋଇଯାଇଥାଏ । ପାନ ଗୁଟକା ଖାଉଥିବା ଲୋକଙ୍କ ମଧ୍ୟରେ ଦାନ୍ତର ଅ-ପ-ରି-ଷ୍କା-ର ହେବାର ସମସ୍ୟା ବହୁଳ ଭାବରେ ରହିଥାଏ । ଆପଣ ସର୍ବ ପ୍ରଥମେ ଏକ ଛୋଟ ପାତ୍ର ନିଅନ୍ତୁ । ଏହାପରେ ଆପଣ ସେଥିରେ ୧ ଚାମଚ ଲେମ୍ବୁ ରସ ନିଅନ୍ତୁ । ଏଥିରେ ଆଣ୍ଟିଅକ୍ସିଡେନ ସହିତ ଭିଟାମିନ-C ପ୍ରଚୁର ମାତ୍ରା ରେ ରହିଥାଏ । ଏହା ଫଳରେ ଏହା ମଇଳା କୁ ସ-ଫା କରିବାରେ ବହୁଳ ଭାବରେ ସାହାର୍ଯ୍ୟ କରିଥାଏ ।

ଏହାପରେ ଆପଣ ଏଥିରେ ଅଳ୍ପ ମାତ୍ରାରେ ହଳଦୀ ମିଶାଇ ଦିଅନ୍ତୁ । ଏହାପରେ ଆପଣ ଏଥିରେ ଅଳ୍ପ ଟିକିଏ ଲୁଣ ମିଶାଇ ଦିଅନ୍ତୁ । ଏହା ଦାନ୍ତ କୁ ମୂ-ଳ-ରୁ ମଜବୁତ କରିଥାଏ । ଏହାପରେ ଆପଣ ଗୋଟିଏ ବଡ ରଶୁଣର ୧କୋଲ ଛେଚି ଏହି ମିଶ୍ରଣ ରେ ମିଶାଇ ଦିଅନ୍ତୁ । ଏହାପରେ ଏହି ମିଶ୍ରଣକୁ ଆପଣ ଭଲଭାବରେ ମିଶାଇ ସାରିଲା ପରେ ନିଜ ଦାନ୍ତ ରେ ଏହାକୁ ବ୍ରସ ମାଧ୍ୟମରେ ଘସନ୍ତୁ ।

ଏହିଭଳି ଆପଣ ନିଜ ଦାନ୍ତ ରେ ନୀତିଦିନ ଘସନ୍ତୁ । ମାତ୍ର ଅଳ୍ପ ଦିନ ମଧ୍ୟରେ ଆପଣଙ୍କୁ ଏହାର ଲାଭ ନଜର ଆସିଯିବ । ବନ୍ଧୁଗଣ ଆପଣଙ୍କୁ ଏହି ବିଶେଷ ଟିପ୍ପଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆପଣଙ୍କୁ ଆମର ଏହି ଟିପ୍ସ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଏମିତି କିଛି ନୂଆ ନୂଆ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *