ମଦ ଅଭ୍ଯାସ ଛଡେଇବାର ଜବରଦସ୍ତ ଘରୋଇ ଉପଚାର, ମଦୁଆ ନିଜେ କହିବ ଆଊ ପିଇବି ନାହିଁ ମଦ, ଜଲ୍ଦି ଦେଖନ୍ତୁ ( Healthy Tips )

ବର୍ତ୍ତମାନ ସମୟରେ ମଦ ଏକ ଏମିତି ଜିନିଷ ହୋଇ ଯାଇଛି କି ଯାହାକୁ ପ୍ରାୟତଃ ସମସ୍ତେ ସେବନ କରୁଛନ୍ତି । କେତେକ ଲୋକମାନେ ଖୁସିରେ ପିଇଥାନ୍ତି ତ କେତେକ ଲୋକମାନେ ସବୁଦିନ ପିଇ ପିଇ ଅଭ୍ୟାସରେ ପଡି ଯାଇଛନ୍ତି । ଯଦି ଆପଣ ମଦ ଛାଡିବା ପାଇଁ ଚାହୁଁଛନ୍ତି କିମ୍ବା କାହାର ଛଡାଇବାକୁ ଚାହୁଁଛନ୍ତି ତେବେ ଆଜିର ଏହି ଘରୋଇ ଉପଚାର ଆପଣଙ୍କ ପାଇଁ । ଏହି ଘରୋଇ ଉପଚାରକୁ ସେବନ କରି ଆପଣ ସହଜରେ ମଦର ଅଭ୍ୟାସକୁ ଛଡାଇ ପାରିବେ । ତେବେ ଚାଳନ୍ତୁ ଜାଣିବା ସେହି ଘରୋଇ ଉପଚାର ବିଷୟରେ ।

ଏହି ଘରୋଇ ଉପଚାର ପାଇଁ ଆପଣ ପ୍ରଥମେ ବଜାରରୁ ସୁଣ୍ଠି କିଣି ଆଣନ୍ତୁ ଓ ତାକୁ ଗ୍ରାଇଡିଙ୍ଗ କରି ତାର ପାଉଡର କରି ଦିଅନ୍ତୁ । ସୁଣ୍ଠି ଶୁଖିଲା ଅଦାକୁ କୁହାଯାଏ । ଏହି ପାଉଡରକୁ ଚାଲୁଣି ସାହାର୍ଯ୍ୟରେ ଛାଣି ଦିଅନ୍ତୁ । କହିଦେଉଛୁ କି ଅତ୍ୟଧିକ ମଦ ସେବନ କରିବା କାରଣରୁ ଶରୀରରେ ସଲଫରର ମାତ୍ରା କମ ହୋଇଯାଏ ।

କିନ୍ତୁ ସୁଣ୍ଠିର ସେବନ କରିଲେ ଏହା ସେହି ସଲଫରକୁ ପୂରଣ କରିବାରେ ସାହାର୍ଯ୍ୟ କରିଥାଏ । ଦ୍ଵିତୀୟ ସାମଗ୍ରୀ ହେଉଛି ଜୁଆଣୀ । ମଦ ଛାଡିବା ପରେ ପେଟର ଗଣ୍ଠି ବାନ୍ଧିଯାଏ କିମ୍ବା ଆପଣଙ୍କ ପେଟରେ ବହୁତ ଅଧିକ ଯନ୍ତ୍ରଣା ଓ କଷ୍ଟ ହୋଇଥାଏ । ଏହି ଜୁଆଣୀ ଆପଣଙ୍କର ଏହି ଯନ୍ତ୍ରଣାକୁ ଦୂର କରିବାରେ ସାହାର୍ଯ୍ୟ କରିବ ।

ବର୍ତ୍ତମାନ ଆପଣ ଗୋଟିଏ ପାତ୍ରକୁ ଗ୍ୟାସରେ ରଖି ସେଥିରେ ଏକ ଗ୍ଳାସ ପାଣି ଦିଅନ୍ତୁ । ଏଥିରେ ଏକ ଚାମଚ ସୁଣ୍ଠି ପାଉଡର ଦିଅନ୍ତୁ । ଏଥିରେ ଏକ ଚାମଚ ଜୁଆଣୀ ଦିଅନ୍ତୁ । ଏହି ପାଣିକୁ ଆପଣ ସେହି ସମୟ ପର୍ଯ୍ୟନ୍ତ ଗରମ କରନ୍ତୁ ଯେଉଁ ସମୟ ପର୍ଯ୍ୟନ୍ତ ଏକ ଗ୍ଳାସ ପାଣି ଅଧ ଗ୍ଳାସ ନ ହୋଇ ଯାଇଛି । ପାଣି ଭଲ ଭାବରେ ଫୁଟିବା ପରେ ଆପଣ ଗ୍ୟାସ ବନ୍ଦ କରି ଦିଅନ୍ତୁ । ପାଣି ଅଳ୍ପ ଥଣ୍ଡା ହେବା ପରେ ଏହି ପାଣିକୁ ଗୋଟିଏ ଗ୍ଳାସରେ ଛାଣି ଦିଅନ୍ତୁ ।

ବର୍ତ୍ତମାନ ଆପଣଙ୍କ ଘରୋଇ ଉପଚାର ଯାହାକି ମଦ ଛାଡିବାରେ ସାହାର୍ଯ୍ୟ କରିବ ତାହା ପ୍ରସ୍ତୁତ ହୋଇ ଯାଇଛି । ବର୍ତ୍ତମାନ ଜାଣି ନିଅନ୍ତୁ କି ଏହାକୁ କେମିତି ସେବନ କରିବେ । ଆପଣ ଏହି ଘରୋଇ ଉପଚାରକୁ ସକାଳେ କରନ୍ତୁ । ଯାହାକୁ ଆପଣ ସନ୍ଧ୍ୟା ବେଳେ ସେବନ କରନ୍ତୁ । ସେହିଭଳି ରାତିରେ ପୁଣି ଏହି ଘରୋଇ ଉପଚାରକୁ କରନ୍ତୁ ଓ ଏହାକୁ ତା ପର ଦିନ ସକାଳେ ସେବନ କରନ୍ତୁ ।

କିଛି ଦିନ ଏହାର ସେବନ କରିବା ମାତ୍ରେ ହିଁ ଆପଣ ମଦ ଛାଡି ଦେବେ । ଧୀରେ ଧୀରେ ଆପଣ ମଦ ଅଭ୍ୟାସ ଠାରୁ ଦୂରେଇ ଯିବେ ଓ ସୁସ୍ଥ ଜୀବନଶୈଳୀରେ ରହିବେ । ତେବେ ବନ୍ଧୁଗଣ ଅପଣା ସୁସ୍ଥ ରୁହନ୍ତୁ ଏବଂ ଏହି ପୋଷ୍ଟ ଟି ସେୟାର କରି ଅନ୍ୟ ମାନଙ୍କୁ ମଧ୍ୟ ସୁସ୍ଥ ରଖନ୍ତୁ । ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *