ମାନସିକ ରୋଗ କଣ ? ଜାଣନ୍ତୁ ଏହାର କାରଣ, ଲକ୍ଷଣ ଓ ଚିକିତ୍ସା ବିଷୟରେ ( Healthy Tips )

ଶାରୀରିକ ରୋଗକୁ ଆମେ ଅଭୁତ ଭଲରେ ଜାଣି ପରି ଥାଉ ସାଧାରଣ ଭାବେ ଦେଖିବା ପାଇଁ ଯିବା ତ ଆମେ ଜାଣି ପାରିବା କି କିଛି  ବେମାରି ହେବାର ଆଗରୁ ଆମେ ତାଙ୍କୁ କିଛି ଉପଚାର କରିବା ଭଲ ହୋଇ ଥା ଏ। ସାଧାରଣ କଥା ଶାରୀରିକ ରୋଗ ମାତ୍ର ମାନଶୀକ ରୋଗ ଖୁବ ଯନ୍ତ୍ରଣା ଦାଯକ ଅଟେ , ଆପଣ ଯଦି ବାପା ମା ଅଟନ୍ତି ନିଜ ଛୁଆ ର ଭଲ କଥା ଆପଣ ଚିନ୍ତା କରୁଛନ୍ତି ତେବେ ଆପଣ ନିଶ୍ଚିତ ଭାବେ ଏହାକୁ ଧ୍ୟାନ ରଖନ୍ତୁ ଓ ଏହା ପରେ ଆପଣ ଏହାକୁ ନିଜ କାମରେ ଲଗାନ୍ତୁ ଯଦି ଯୁବକ ଯୁବତୀ ମାନେ ହାକୁ ଦେଖୁଆଛନ୍ତି ତେବେ ଆପଣ ମଧ୍ୟ ଏହାକୁ ଦେଖିବା ଖୁବ ଭଲ ହୋଇଥାଏ । ଆଜି ଆମେ କହିବା ଏହା କଣ ଏହା କଣ ପାଗଳାମି କି ଆଉ କଣ ।

ମତେ କଷ୍ଟ ଅନୁଭବ ହେଉଛି ଏହା କହିବା ପାଇଁ କି ଏହାର ଅଧିକାଂଶ ରୋଗୀ ଯୁବକ ମାନେ ଅଟନ୍ତି । ଆପଣ ଏହି 7 ଲକ୍ଷଣ ଦେଖୁଛନ୍ତି ତେବେ ଆପଣ ଏହାକୁ ଦେଖନ୍ତୁ ଏହା ସହ ଆପଣ ସବୁ ବେଳେ ଚେଷ୍ଟା କରନ୍ତୁ କି ଆମେ ଏହାକୁ ଆମେ ଏହା ମଧ୍ୟରୁ କିଛି ଭି ଲକ୍ଷଣ ଯଦି ଦେଖିବା ପାଇଁ ପାଉଛେ ତେବେ ଆମେ ନିଜକୁ ସାବଧାନ କରିବା ଭଲ ଅଟେ ।

ଯେତେବେଳେ ମାଂଶିକ ରୋଗଗା ଆରମ୍ଭ ହେବ ସେ ଏକା ରହିବା ପାଇଁ ଚେଷ୍ଟା କରିବ । ଆପଣ ଯଦି ତାଙ୍କ ପାଇଁ କିଛି କରିବେ ତ ସେ ଆପାନ୍ନ୍କ ଉପରେ ଚିଡିବ ଆପାନ୍ନ୍କ ସହ ଅଧିକା କଥା ହେବନି ଆପଣଙ୍କ ଠାରୁ ଦୂରେଇ ରହିବ ସାଙ୍ଗସାଥି କରିବ ନି । ସେ ଏକା ରହିବା ପାଇଁ ଚେଷ୍ଟା କରିବ । ଏହା ସହ ସେ ଅନ୍ୟ କିଛି ଚିନ୍ତା କରିବ ଆରମ୍ଭ ଅକରିବ ।

ଏହା ପରେ ସେ ବହୁତ ପ୍ରକାର ଖରାପ କଥା ଚିନ୍ତା କରିବ । ସେ ସାମାଜିକ ଜୀବନ କୁ ଭୁଲିଯିବ । ଯଦି ଆପଣଙ୍କ ପିଲା କାମରୁ ଦୂରେଇ ଯାଉଛି ।  ତେବେ ଏହା ମଧ୍ୟ ଆପଣ ଙ୍କ ପାଇଁ ଏକ ଚେତାବନ୍ନୀ ଆପଣ ତାକୁ ନିଜ ଠାରୁ ସଜାଗ ରଖିବା ପାଇଁ କୁହନ୍ତୁ ।

ଆପଣ ଦେଖୁଥିବେ ଯଦି ପିଲା ନିଜକୁ କିଛି ଭି କାମ ପାଇଁ ଦୋଷୀ ଭାବିଲା ତେବେ ତା ମଧ୍ୟ ପିଲାକୁ  ବେମାର କରିବାର ପ୍ରକ୍ରିୟା କୁ ଜନ୍ମ ଦେଇ ଥାଏ । ସେ ଅନ୍ୟ ଠାରୁ ନିଜକୁ ଛୋଟ ଭାବିବା ପାଇଁ ଆରମ୍ଭ କରିବ । ଯଦି ପିଲାକୁ ଶୋଇବାରେ କଷ୍ଟ ହଉଛି । କିନ୍ତୁ ପିଲା ଯଦି ଚେଷ୍ଟା କଲେ ମଧ୍ୟ ସୋଇ ପାରୁନି ତେବେ ଏହା ଦ୍ଵାରା ବାଇଲୋଜି କ୍ଳକ ନଷ୍ଟ ହୋଇଗଲାଣି ।

ଆପଣ ଏହି ଲକ୍ଷଣ କୁ ମାନେ ରଖନ୍ତୁ । ଯଦି କେହି ଲୋକ ସବୁ ବେଳେ ଡରୁଛି ତେବେ ଏହା ମଧ୍ୟ ଏକ ଲକ୍ଷଣ ସେ ଡରିବା ପାଇଁ ଆରମ୍ଭ କରିଲେ ସେ ବହୁ କଷ୍ଟ ରେ ରହିବ ଖରାପ ଆଡକୁ ଚାଲିଯିବ । ଆମେ ଯଦି ଈର୍ଷା, ଡର, ଚିନ୍ତାରେ ରହୁଛି ଆପଣ ତାକୁ ବାହାରକୁ ଆଣନ୍ତୁ । ଆପଣ ଏହା ପାଇଁ ଶାରୀରିକ ବ୍ୟାୟାମ ଦିଅନ୍ତୁ ।  ଯଦି କିଛି ଅଭ୍ୟାଶ  ରହି ଯାଇଛି ତେବେ ଆମେ ଏହାକୁ କମେଇବା ନିହାତି ଭାବେ ଦରକାର । ତେବେ ବନ୍ଧୁଗଣ ଆମ ସହିତ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟ ଟି ସେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *