ମାସରେ କେବଳ ଥରେ ପିଅନ୍ତୁ, ଫୁସଫୁସକୁ ସମ୍ପୂର୍ଣ୍ଣ ସ-ଫା କରିଦେବ

ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ବହୁତ ଲୋକଙ୍କୁ ଥଣ୍ଡା ଓ କାଶ ଆଦି ସମସ୍ୟାର ସ-ମ୍ମୁ-ଖୀ-ନ ହେବାକୁ ପଡୁଛି । ଯଦି ଆପଣଙ୍କର ଫୁସଫୁସ ସ-ଫା ନ ଥାଏ ତା ହେଲେ ଆପଣ ମାନଙ୍କୁ ଥଣ୍ଡା, କାଶ, ଆଖିରେ ପାଣି ବାହାରିବା, ଅତ୍ୟଧିକ ଛିଙ୍କ ହେବା ଓ ନି-ଶ୍ଵା-ସ ପ୍ର-ଶ୍ଵା-ସ-ରେ ବା-ଧା ଆସିବା ଆଦି ସମସ୍ଯାର ସ-ମ୍ମୁ-ଖୀ-ନ ହେବାକୁ ପଡିଥାଏ । ଫୁସଫୁସ ସ-ଫା ନହେବା ଦ୍ଵାରା ଆପଣ ମାନଙ୍କୁ ଭବିଷ୍ୟତରେ ମଧ୍ୟ ବହୁତ ସମସ୍ୟାର ସ-ମ୍ମୁ-ଖୀ-ନ ହେବାକୁ ପଡିପାରେ ।

ବନ୍ଧୁଗଣ ଆପଣ ମାନଙ୍କର ଏହି ସମସ୍ୟାକୁ ଦୂର କରିବା ପାଇଁ ଆଜି ଆମେ ଆପଣ ମାନଙ୍କ ପାଇଁ ଏକ ଘରୋଇ ଉପଚାର ନେଇ ଆସିଛୁ । ଏହାକୁ ବନେଇବା ବହୁତ ସହଜ ଅଟେ ଓ ଏଥିରେ ବ୍ୟବହୃତ ହେଉଥିବା ସାମଗ୍ରୀ ମଧ୍ୟ ଆପଣଙ୍କର ରୋଷେଇ ଘରେ ବହୁତ ସହଜରେ ମିଳିଯିବ । ଆଜି ଆମେ ଆପଣ ମାନଙ୍କୁ ତିନୋଟି ଉପାୟ କହିବୁ ଯାହାକୁ ବ୍ୟବହାର କରି ଆପଣ ନିଜ ଫୁସଫୁସକୁ ସ-ଫା କରିପାରିବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ବନ୍ଧୁଗଣ ଆମର ପ୍ରଥମ ଉପାୟ ହେଉଛି ଡିପ୍ ବ୍ରି-ଥି-ଙ୍ଗ । ଆପଣ ଏହି ଉପାୟକୁ ସମସ୍ତ ସ୍ଥାନରେ ବସି କରିପାରିବେ । ଏହି ଉପାୟ ପାଇଁ ପ୍ରଥମେ ଆପଣ ସିଧା ହୋଇ ବସିଯାନ୍ତୁ ଓ ନି-ଶ୍ଵା-ସ ନେଇ ୫ ସେକେଣ୍ଡ ପର୍ଯ୍ୟନ୍ତ ଏହାକୁ ରଖନ୍ତୁ ଏବଂ ଧୀରେ ଧୀରେ ନି-ଶ୍ଵା-ସ-କୁ ଛାଡିଦିଅନ୍ତୁ । ବନ୍ଧୁଗଣ ଏହାକୁ କମ ସେ କମ ୧୦ ମିନିଟ ପର୍ଯ୍ୟନ୍ତ ଦିନକୁ ନିଶ୍ଚୟ କରନ୍ତୁ । ଏହା ଆପଣଙ୍କ ଫୁସଫୁସ ପାଇଁ ବହୁତ ଲାଭଦାୟକ ହୋଇଥାଏ ।

୨. ଆମର ଦ୍ଵିତୀୟ ଉପାୟ ରହିଛି ଷ୍ଟି-ମ କିମ୍ବା ବାମ୍ଫ ନିଅନ୍ତୁ । ଏହା କରିବା ବହୁତ ସହଜ ଅଟେ । ବନ୍ଧୁଗଣ ଆପଣ ଗରମ ପାଣିରେ ପାଞ୍ଚ ରୁ ଦଶ ବୁନ୍ଦା ୟୁକୋଲିପ୍ସିକ ଅଏଲ ମିଶାଇ ଏହାର ବା-ମ୍ଫ ନିଅନ୍ତୁ । ଏହା ଆପଣ ମାନଙ୍କୁ କୌଣସି ମେଡ଼ିସିନ ଷ୍ଟୋରରୁ ମିଳିଯିବ । ଏହି ତେଲ ଆପଣଙ୍କ ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ । ତେଣୁ ଆପଣ ଏହି ତେଲକୁ ଗରମ ପାଣିରେ ପକାଇ ଏହାର ବା-ମ୍ଫ ନିଅନ୍ତୁ । ବନ୍ଧୁଗଣ ଏହି ଉପାୟ ଦ୍ଵାରା ଆପଣଙ୍କ ଫୁସଫୁସ ବହୁତ ଶୀଘ୍ର ସ-ଫା ହୋଇଯିବ । ଆପଣ ଏହାକୁ ସପ୍ତାହରେ ଥରେ ବ୍ୟବହାର କରିପାରିବେ ।

୩. ବନ୍ଧୁଗଣ ଆମର ଶେଷ ଉପାୟ ହେଉଛି ଫୁସଫୁସକୁ ସ-ଫା କରିବା ପାଇଁ ଏକ ଡ୍ରି-ଙ୍କ । ବନ୍ଧୁଗଣ ଏହାର ସ୍ଵାଦ ବହୁତ ଖ-ରା-ପ ହୋଇଥାଏ ହେଲେ ଯଦି ଆପଣ ଏହାର ସେବନ କରନ୍ତି ତା ହେଲେ ଏହା ଆପଣଙ୍କ ଫୁସଫୁସ ପାଇଁ ବହୁତ ଲାଭଦାୟକ ନିଶ୍ଚିତ ପ୍ରମାଣ ହେବ । ଏହି ଉପାୟ ପାଇଁ ପ୍ରଥମେ ଆପଣ ଏକ ପାତ୍ରରେ ଅଳ୍ପ ପାଣି ରଖି ଗ୍ଯାସରେ ଗରମ କରନ୍ତୁ ଓ ଏକ ଇଞ୍ଚର ଅଦାକୁ ହଲ୍କା ଛେଚି ଏହି ପାଣିରେ ପକାନ୍ତୁ ।

ଏହା ପରେ ଆପଣ ଏକ ଚାମଚ ହଳଦୀ ଗୁଣ୍ଡ ଓ ଏକ ପିଆଜକୁ ଛୋଟ ଛୋଟ କରି କାଟି ଏହି ପାଣିରେ ପକାଇ ଦିଅନ୍ତୁ । ଏହି ପାଣିକୁ ଆପଣ ସେତିକି ସମୟ ପର୍ଯ୍ୟନ୍ତ ଗରମ କରନ୍ତୁ ଯେତିକି ସମୟ ପର୍ଯ୍ୟନ୍ତ ଏହି ପାଣି ଫୁ-ଟି ଫୁ-ଟି ଏକ ଗ୍ଳାସ ହୋଇଯିବ । ଫୁ-ଟି-ବା ପରେ ପାଣିର ରଙ୍ଗ ବଦଳି ଯିବ । ଏହା ପରେ ଆପଣ ଗ୍ୟାସକୁ ବନ୍ଦ କରି ମିଶ୍ରଣକୁ ଥଣ୍ଡା ହେବା ପାଇଁ କିଛି ସମୟ ଛାଡି ଦିଅନ୍ତୁ ଓ ଥଣ୍ଡା ହେବା ପରେ ଆପଣ ଏଥିରେ ଏକ ଚାମଚ ମହୁ ମିଶାଇ ଭଲ ଭାବରେ ମି-କ୍ସ କରି ପଈ ଦିଅନ୍ତୁ । ବନ୍ଧୁଗଣ ଏହି ମିଶ୍ରଣକୁ ଆପଣ ମାସକୁ ଥରେ ପିଅନ୍ତୁ, ଦେଖିବେ ଆପଣଙ୍କ ଫୁସଫୁସ ସଂପୂର୍ଣ୍ଣ ଭାବରେ ସ-ଫା ହୋଇଯିବ ।

ଏହି ଟିପ୍ସ ଗୁଡିକ ଆପଣଙ୍କୁ ପସନ୍ଦ ଆସିଥିଲେ ଏହାକୁ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଏମିତି ହେଲ୍ଥ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *