ବନ୍ଧୁଗଣ ବର୍ତ୍ତମାନ ସମୟ ରେ ମୋଟପ ଏକ ଏଭରଲି ସମସ୍ଯା ଯାହା ପ୍ରାୟତଃ ସମସ୍ତ ଙ୍କ ଥର ଏଦେଖିବାକୁ ମିଲୁହି । ଏହା ଆକୁ ନେଇ ଅନେକ ଲୋକ ଚିନ୍ତା ରେ ରହିଥାନ୍ତି । କାରଣ ଏହି ମୋଟାପା ଶରୀର ର ସୁନ୍ଦରତା କୁ ନଷ୍ଟ କରିବା ସହ ଶରୀର କୁ ରୋଗରେ ମଧ୍ୟ ପରିପୂର୍ଣ୍ଣ କରି ଦେଇଥାଏ । ତେଣୁ ପ୍ରତ୍ଯେକ ଲୋକ ନିଜର ବଢୁଥିବା ମୋଟପ କୁ ଅନେକ ଚିନ୍ତା ରେ ରହିଥାନ୍ତି ।
ମୋଟପା କୁ ଶରୀରରୁ କମ କରିବା ପାଇଁ କେବଳ ଦୁଇଟି ଜିନିଷ ହିଁ କାର୍ଯ୍ୟ କରିଥାଏ । ଏବଂ ତାହା ହେଉଛି ପ୍ରଥମେ ବ୍ୟାୟାମ ଓ ଦ୍ଵିତୀୟ ରେ ବାଲାନ୍ସ ଡାଏଟ । ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ ଏକ ଏପରି ଘରୋଇ ଉପଚାର ଯାହା ସାହାର୍ଯ୍ୟ ରେ ଆପଣ ମାତ୍ର 15 ଦିନରେ ନିଜର ଓଜନ କୁ କମାଇ ପାରିବେ ।
ଏହି ରେମିଡି ଟି କୁ ଆପଣ ନିଜ ରୋଶେଷ ଘରେ ଥିବା ସାମଗ୍ରୀ ର ସହାୟତା ଆରେ ହିଁ ବନାଇ ପାରିବେ । ଏହାକୁ ବନାଇବା ମଧ୍ୟ ଖୁବ ସହଜ ହୋଇଥାଏ । ଏହି ଡ୍ରିଂକ୍ସ ର ସେବନ ଦ୍ଵାରା ଆପଣ ନିଜର ଓବେଶୀଟି କୁ ସଂପୂର୍ଣ୍ଣ ରୂପରେ କମାଇ ପାରିବେ ।
ବନ୍ଧୁଗଣ ଆଜିର ଏହି ରେମିଡି ଟି କୁ ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ପାନମଧୁରୀ ର ଅବଶ୍ୟକ ପଡିବ । ଏହା ଓଜନ କମାଇବା ପାଇଁ ଖୁବ ଭଲ ଏକ ଉପାୟ ହୋଇଥାଏ । ରାତିରେ ଠକ ଭାବରେ ନିଦ ନ ହେବା କାରଣ ରୁ ମଧ୍ୟ ଶରୀରରେ ଓଜନ ବଢିବାକୁ ଲାଗିଥାଏ ।
ତାହାସହ ଶରୀର ରେ ମେଟାବୋଲିଜିମ ଠିକ ଭାବରେ ନ ଥିଲେ ଶରୀରରେ ଖାଦ୍ୟ ଠିକ ଭାବରେ ଡାଏଜେଷ୍ଟ ହୋଇ ପାରେ ନାହିଁ । ଏହା ବ୍ଯତୀତ ଶରୀରରେ ଚର୍ବି ମଧ୍ୟ ବଢିବାକୁ ଲାଗେ । ପାନମଧୁରୀ ଏକ ପ୍ରକାରର ନ୍ଯାଚୁରାଲ ରିଆକ୍ସିଡେନ୍ସଲ ପ୍ରୋସେସ ଅଟେ ।ଏହା ସହ ଏହା ଶରୀର କୁ ଏନର୍ଜିଟିକ କରି ରଖିଥାଏ । ଏହା ଶରୀରରେ ମୋଟପା କୁ ଜମା ହେବାକୁ ଦେଇ ନଥାଏ ।
ବନ୍ଧୁଗଣ ଆଜିର ଏହି ପାନମଧୁରୀ ଡ୍ରିଂକ୍ସ ଟିକୁ ପ୍ରସ୍ତୁତ କରିବା ପାଇଁ ଆପଣ ସର୍ବପ୍ରଥମେ ଏକ ଗ୍ଳାସ ଗରମ ପାଣି ନେଇ ନିଅନ୍ତୁ । ଏହା ପରେ ଆପଣ ସେଥିରେ ଏକ ଚାମଚ ପାନମଧୁରୀ ପକାଇ ଢାଙ୍କି 10 ରୁ 15 ମିନିଟ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ । ଯେପରି କି ପାନମଧୁରୀ ର ସମସ୍ତ ପୋଷାକ ତତ୍ଵ ସେହି ପାଣି ମଧ୍ୟକୁ ଚାଲି ଆସିବ । କିଛି ସମୟ ପରେ ସେହି ପାଣି କୁ ଆଉ ଏକ ଗ୍ଲାସରେ ଛାଣି ନେଇ ନିଅନ୍ତୁ ।
ବର୍ତ୍ତମାନ ଆପଣ ଙ୍କର ଏହି ୱେଟଲସ ଡ୍ରିଂକ୍ସ ଟି ବନି ପ୍ରସ୍ତୁତ ହୋଇ ଯାଇଛି । ଆପଣ ଏହି ଡ୍ରିଂକ୍ସ ଟିକୁ ପ୍ରସ୍ତୁତ କରି ପ୍ରତ୍ଯେକ ଦିନ ସକାଳେ ଖାଲି ପେଟରେ ସେବନ କରିବା ଆରମ୍ଭ କରି ଦିଅନ୍ତୁ । ଆପଣ ଦେଖିବେ ମାତ୍ର 1 ମାସ ମଧ୍ୟରେ ଆପଣ ଙ୍କର ଓଜନ ବହୁ ମାତ୍ରରେ କମି ଯାଇଥିବ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟ ଟି ଭଲ ଲାଗିଥାଏ, ତେବେ ଆପଣ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ