Vastu Tips- ମୟୁର ପଙ୍ଖ ଘରେ କେଉଁଠି ରଖିଲେ 10 ଗୁଣା ବଢିବ ଧନ, ଜାଣନ୍ତୁ

ଆଜି ଆମେ ଜାଣିବା କି କିଭଳି ଭାବେ ଆମ ଘରେ ଟଙ୍କା ପଇସା ବଢିବ । ଆଜି ଆମେ କହିବା କି ଆମେ କେଉଁ କାମ କରିବା ଦ୍ଵାରା ଆମର ସବୁ କିଛି ଭଲ ହୋଇଯିବ । ଆମେ ଅନେକ ସମୟରେ ପଇସା  କୁ କମେଇ ଥାଉ ମାତ୍ର ଏହା ପାଇଁ ଆମେ ଏକ କାମ କରିବା ପାଇଁ ପଛକୁ ଯାଇ ଥାଉ ଖର୍ଚ୍ଚ ତଥାପି ଆମ ପାଖରୁ ଏହା ଦୂରେଇ ଯିବା ଭଳି ଲାଗିଥାଏ ଆମେ ଯାହାଭି କାମ କରୁ କିମ୍ବା ଆମେ ଯାହାଭି ଧନ କୁ ସଞ୍ଚଯ କରିଥାଉ ତାହା ଆମ ପାଖରେ ଆଉ ରହି ନଥାଏ ।

ଆପଣ ଯଦି ଜାଣି ଥିବେ ତ ଏହା ମଧ୍ୟ ଜାଣି ଥିବେ କି କିଛି ପଇସା ଆମ ପାଖରେ ଖୁବ କମ ସମୟରେ ଆସିଥାଏ । ଆମେ ମନକୁ ବୁଝାଇ ଦେଇ ଥାଉ କି ଆମର ଏବେ ଖରାପ ସମୟ ଚାଲିଛି । ତେଣୁ ଆଜି ଜାଣନ୍ତୁ ଏକ ଉପାୟ ଯାହା ଦ୍ଵାରା ପଇସା ଆସିବା ର ବାଟ ଖୋଲିବ୍ ଏହା ଆମ ପାଖରେ ଅନେକ ସମୟ ଯାଏ ରହିବ ମଧ୍ୟ ।

ଏହାକୁ କରିବା ପାଇଁ ଆମକୁ 3 ଟି ମୟୂର ପଙ୍ଖା ଦରକାର ହୋଇଥାଏ । ଆମେ ଏହାକୁ ପୁରାତନ କାଳରେ ତନ୍ତ୍ର ସାଧନା କୁ କାଟିବା ପାଇଁ ନଜର ଦୋଷ କୁ ଦୂରେଇ ବା ପାଇଁ ବ୍ୟବହାର କରୁ । ମୟୂର ପଙ୍ଖ କୁ ଭଗବାନ କୃଷ୍ଣ ସବୁ ବେଳେ ନିଜ ମୁଣ୍ଡରେ ପିନ୍ଧିଥାନ୍ତି ।

ଏହା ସହ ଏହାକୁ ବିଦ୍ୟାର ଦେବୀ ଜ୍ଞାନର ଦେବୀ ମା ସରସ୍ଵତୀ ଙ୍କ ଆଶୀର୍ବାଦ ମଧ୍ୟ କୁହାଯାଏ । ମା ଲକ୍ଷ୍ମୀ ଙ୍କ ପାଖରେ ମଧ୍ୟ ଏହା ଦେଖିବା ପାଇଁ ମିଳିଥାଏ । ଏହାକକୁ ଆପଣ ଯଦି ବଂଶୀ ସହ ରଖିବେ ଏହା ଆପଣଙ୍କ ସମ୍ପର୍କ କୁ ଖୁବ ସୁନ୍ଦର କରିଥାଏ । ଆପଣ ସନ୍ଧ୍ୟା ସମୟରେ ପୂଜା କରିବା ପରେ ଘର ସାରା ମୟୂର ପାଖଙ୍କୁ ଜୋର ଜୋର ରେ ହଲାନ୍ତୁ .

ଦେଖିବେ ଖରାପ ଶକ୍ତି ପଳାଇବେ । ଆଜି ଆମେ କହିବ ଆକି ଆପଣ ଘରର କେଉଁ ଜାଗାରେ ରଖିବେ ଯାହା ଦ୍ଵାରା ମା ଲକ୍ଷ୍ମୀ ଙ୍କ ଆଶୀର୍ବାଦ ଆପଣ ପାଇବେ । ଆପଣ ଏହାକୁ କେଉଁ ଏକ ଶୁଭ ଦିନରେ ଏକ ଜାଗା ଦେଖିକି କୋଣରେ ରଖିବା ଭଲ ହୋଇ ଥାଏ ଏହି ଭଳି ଜାଗାରେ ଏହା ରଖିବା ଯାହା ଦ୍ଵାରା ସଭିଙ୍କ ନଯର ସେହି ଜାଗାରେ ପଡିବ ।

ଏହା କରିବା ଦ୍ଵାରା ଖରାପ ଶକ୍ତି ଗହରେ ପ୍ରବେଶ କରିବା ନି ମା ଙ୍କ କୃପାରୁ ଧନ ବଢିବ । ବିଦ୍ୟାର୍ଥୀ ମାନେ ଅନେକ ସମୟରେ ମୟୂର ପଙ୍ଖ କୁ  ରଖୀ ଥାନ୍ତି ଏହାକୁ ରଖିବା ଦ୍ଵାରା ସେମାନେ ଭଲ ପରିଣାମ ପାନ୍ତି । ଆପଣଙ୍କ ଘରେ ଯଦି ଏଖି ପିଲା ଖୁବ ଜିଦିଆ ହୋଇ ଯାଉଛି ତେବେ ଆପଣ ତାକୁ ଏହି ମୟୂର ପଙ୍ଖା ଦାରା ବିଞ୍ଚାନ୍ତୁ ଦେଖିବେ ଆପଣ ନିଶ୍ଚିତ ତାକୁ ଧୀରେ ଧୀରେ ସାନ୍ତ କରି ପାରିବେ ।

ଏହାକୁ ଆପଣ ଯଦି ଘରର ପଙ୍ଖା ସହ ରଖିବେ ଏହା ମଧ୍ୟ ଭଲ ହେବ ।  ପଇସା କୁ ଅଟକାଇବା ପାଇଁ ଆପଣ ଆଲମୀରା, ଠାକୁର ଘରେ, ବିଛଣା ତଳେ ଆପଣ ରଖିବା ଦ୍ଵାରା ଘରେ ପଇସା ସ୍ଥିର ହୋଇ ରହିଥାଏ । ଆମ ସହିତ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *