କେତେ ବି ପୁରୁଣା ଚର୍ବି ହେଇଥାଉ ନା କାହିଁକି, କେବଳ ମାତ୍ର 3 ଥର ଏହି ପାଣି ପିଅନ୍ତୁ, ଘିଅ ପରି ତରଳିଯିବ ସବୁ ଚର୍ବି ( Healthy Tips )

ଆଜି ଆମେ ଆପଣଙ୍କୁ ଏକ ଭଲ ଓଜନ କମ କରିବାର ପାଣି ବିଷୟରେ କହିବୁ । ଯଦି ଆପଣକୁ ସବୁଦିନ ସେବନ କରିବେ ତେବେ ୧ ମାସ ମଧ୍ୟରେ ନିଜର ୫ ରୁ ୭ କିଲୋ ଓଜନ ବହୁତ ସହଜରେ କମ କରି ପାରିବେ । ସବୁଠୁ ଭଲ କଥା ହେଉଛି ଥାଇରଡ ରୋଗୀ, ଉଚ୍ଚ ରକ୍ତଚାପ ରୋଗୀ, ଡାଏବେଟିସ ରୋଗୀ ସମସ୍ତେ ଏହି ପାଣିର ସେବନ କରି ପାରିବେ ।

ଯେଉଁ ମହିଳାମାନେ ନିଜର ପିଲାମାନଙ୍କୁ ସ୍ତନ୍ୟପାନ କରାଉଛନ୍ତି ସେମାନେ ବି ଏହି ପାଣିର ସେବନ କରି ପାରିବେ । ଏହି ପାଣିର ସେବନ ଦ୍ଵାରା କୌଣସି ବି ପାର୍ଶ୍ଵ ପ୍ରତିକ୍ରିୟା ଦେଖାଯାଏ ନାହିଁ ଓ ଆପଣ ଅତି ସହଜରେ ନିଜର ଓଜନ କମ କରି ପାରିବେ । ଏହି ପାଣିକୁ ତିଆରି କରିବା ପାଇଁ ଆପଣ ଗୋଟିଏ ପାତ୍ରରେ ଗୋଟିଏ ଲିଟର ପାଣି ନିଅନ୍ତୁ ।

ସେଥିରେ ଆପଣ ୨ ରୁ ୩ ଟି ତେଜପତ୍ର, ୨ ରୁ ୩ ଟି ଡାଲଚିନି ଖଣ୍ଡ (ଡାଲଚିନି ପାଉଡରର ବ୍ୟବହାର କରନ୍ତୁ ନାହିଁ), ୨ ଟି ଛୋଟ ଗୁଜୁରାତି (ଗୁଜୁରାତିକୁ ଖୋଲି ଦିଅନ୍ତୁ), ୧ ଚାମଚ ଜୀରା ମିଶାନ୍ତୁ । ଗ୍ୟାସକୁ ମିଡିୟମରେ ରଖି ଏହି ପାତ୍ର ଉପରେ ଢାଙ୍କି ଦେଇ ୧୫ ମିନିଟ ପର୍ଯ୍ୟନ୍ତ ଗରମ କରିବା ପାଇଁ ଛାଡି ଦିଅନ୍ତୁ । ଏହାକୁ ଆପଣ ସକାଳେ ତିଆରି କରିବେ । ୧୫ ମିନିଟ ପରେ ଆପଣ ଏହାକୁ ଗ୍ୟାସରୁ ଓହ୍ଲାଇ ଥଣ୍ଡା ହେବା ପାଇଁ ଛାଡି ଦିଅନ୍ତୁ । ଏହାକୁ ଏକ ପାତ୍ରରେ ଛାଣି ଦିଅନ୍ତୁ । ଆପଣ ଏହି ଜୁସକୁ ଦିନକୁ ତିନି ଥର ସେବନ କରନ୍ତୁ ।

ସକାଳୁ ଖାଲି ପେଟରେ ଥରେ, ଦ୍ଵିପହରରେ ଖାଇବାର ଅଧ ଘଣ୍ଟା ପରେ ଓ ରାତିରେ ଖାଇବାର ଅଧ ଘଣ୍ଟା ପରେ ଏହି ପାଣିକୁ ସେବନ କରନ୍ତୁ । ଏହା ଏକ ପ୍ରାକୃତିକ ଓ ପ୍ରଭାବୀ ଆୟୁର୍ବେଦିକ ପାଣି ଅଟେ । ଯଦି ଆପଣ କୌଣସି ବି ରୋଗରେ ଅସୁସ୍ଥ ଅଛନ୍ତି ତେବେ ଏହି ପାଣିର ସେବନ କରି ପାରିବେ । ଯଦି ଆପଣଙ୍କର ୟୁରିକ ଏସଡି ସମସ୍ୟା ଅଛି ତେବେ ଏହି ପାଣିର ସେବନ ଦ୍ଵାରା ତେବେ ଏହି ସମସ୍ୟା ଦୂର ହୋଇଯିବ । ଏହା ଆପଣଙ୍କ ମସ୍ତିଷ୍କ ପାଇଁ ବି ବହୁତ ଲାଭଦାୟକ ଅଟେ ।

ଏହା ଆପଣଙ୍କ ଟେନସନକୁ କମ କରିବାରେ ସାହାର୍ଯ୍ୟ କରିଥାଏ । ଏହାର ସେବନ ଦ୍ଵାରା ଚେହେରାର ଗ୍ଲୋ ମଧ୍ୟ ବଢିଥାଏ । କାରଣ ଏହା ଆପଣଙ୍କ ପାଚନ ତନ୍ତ୍ରକୁ ଠିକ ରଖିଥାଏ । ଏହାର ସେବନ ଦ୍ଵାରା ଆପଣକ କେସ ଝଡିବା ସମସ୍ୟା ବି କମ ହୋଇଯାଏ । କିନ୍ତୁ ଧ୍ୟାନ ରଖିବେ କି ଏହି ପାଣିକୁ ସେବନ କରିବା ପୂର୍ବରୁ ଏହାକୁ ଅଳ୍ପ ଗରମ କରି ଦିଅନ୍ତୁ । ଏହି ପାଣିର ସେବନ ଦ୍ଵାରା ମାସେ ମଧ୍ୟରେ ଆପଣଙ୍କୁ ଏହାର ପ୍ରଭାବ ଦେଖିବାକୁ ମିଳିବ । ଆପଣଙ୍କ ଶରୀରର ଶରୀର, ଚେହେରା ଓ କେସ ପାଇଁ ଏହା ବହୁତ ହିଁ ଲାଭଦାୟକ ହୋଇଥାଏ । ଏହି ପୋଷ୍ଟ ଟି ସେୟାର କରନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *