ଯେଉଁ ମଣିଷ ଚାଲି ପାରୁ ନାହିଁ, ଦୌଡିବାକୁ ଲାଗିବ, ନର୍ଭ କମଜୋରି, ନର୍ଭରେ ପେନ, Blockage, ରକ୍ତ ଜମାଟ ବାନ୍ଧିବା ସବୁ କିଛି ଗାୟବ ହେଇଯିବ, କେବଳ କରନ୍ତୁ ଏହି ଉପାୟ ( Healthy Tips )

ବନ୍ଧୁଗଣ ବର୍ତ୍ତମାନ ସମୟରେ ଆଣ୍ଠୁଗଣ୍ଠି ଦରଜ, ଅଣ୍ଟା ବିନ୍ଧିବା ସମସ୍ତଙ୍କର ହୋଇଥାଏ । ତେବେ ଏହା ଆମେ ସାଧାରଣ ବୋଲି ଭାବି ଥାଉ କିନ୍ତୁ ଏହା କୌଣସି ରୋଗ କାରଣରୁ ମଧ୍ୟ ହୋଇଥାଏ । ଏହା ଅଣ୍ଟା ବିନ୍ଧିବା କାରଣରୁ ଜଣାପଡ଼ିଥାଏ । ଉଦାହରଣ ଯଦି କୌଣସି ବ୍ୟକ୍ତି ତଳେ ଗଳି ପଡେ ଏବଂ ଯଦି ତାକୁ ଆଘାତ ହୋଇଥାଏ ତେବେ ମାଂସପେଶୀ ରେ ଲାଗିଥିବା ଆଘାତ କାରଣରୁ ଅଣ୍ଟା ବିନ୍ଧିବା ଆରମ୍ଭ ହୋଇଥାଏ ।

ଏହା ଛଡା ପବନ ଅଟକିବା ବା ଶୋଇବା ବେଳେ ଅସୁବିଧା ହୋଇଥାଏ । ତେବେ ଆଜି ଆମେ ଆପଣଙ୍କୁ ଏଥିରୁ ମୁକ୍ତି ପାଇବାର ଘରୋଇ ଉପଚାର ନେଇଆଶିଛୁ । ତେବେ ଚାଲନ୍ତୁ ଜାଣିବା । କୌଣସି ସ୍ଥାନକୁ ଯାତ୍ରା କଲାବେଳେ ମଧ୍ୟ ଆମର ଅଣ୍ଟା ବିନ୍ଧା ହୋଇଥାଏ । ବେଳେବେଳେ ଆମ କୌଣସି ଓଜନିଆ ଜିନିଷ ଉଠାଇଲେ ବା ପରିଶ୍ରମ କରିଦେଲେ ଅଣ୍ଟା ବିନ୍ଧିବା ଆରମ୍ଭ ହୋଇଯାଇଥାଏ ।

ଏହା ଛଡା ଯେତେବେଳେ ହାର୍ଟ ଦୁର୍ବଳ ହୋଇଯାଏ ସେତେବେଳେ ମଧ୍ୟ ଏହି ସମସ୍ୟା ର ସମୁଖୀନ ହେବାକୁ ପଡ଼ିଥାଏ । ତେବେ ଏହାକୁ କମାଇବା ପାଇଁ ପ୍ରଥମେ ଆପଣ ପ୍ରତିଦିନ ବ୍ୟାୟାମ କରିବାକୁ ଚେଷ୍ଟା କରନ୍ତୁ । ଏହା ଦ୍ବାରା ଶରୀରରେ ଫୁର୍ତୀ ଆସିଥାଏ ଏବଂ ଆପଣଙ୍କ ଶରୀରରେ ଥିବା ହାଡ ଗୁଡ଼ିକ ମଧ୍ୟ ମଜବୁତ ହୋଇଥାଏ । ତେବେ ଚାଲନ୍ତୁ ଜାଣିବ ସେହି ଚମତ୍କାରି ଘରୋଇ ଉପାୟ ବିଷୟରେ ।

ବନ୍ଧୁଗଣ ସେହି ଘରୋଇ ଉପାୟଟି ପାଇଁ ଆପଣ ପ୍ରଥମେ ବବୁଲ ଗଛର କଅଁଳିୟା ପତ୍ର ନିଅନ୍ତୁ ଏବଂ ତାର ପେଷ୍ଟ ପ୍ରସ୍ତୁତ କରିଦିଅନ୍ତୁ । ଏହାପରେ ୪ ରୁ ୫ ଟି ଗୁଜୁରାତି ଏବଂ ୬ ରୁ ୭ ଟି ଗୋଲମରିଚ ନେଇ ତାହର ଗୁଣ୍ଡ କରିଦିଅନ୍ତୁ । ବର୍ତ୍ତମାନ ସେହି ଗୁଣ୍ଡକୁ ପୂର୍ବରୁ ପ୍ରସ୍ତୁତ କରି ରଖିଥିବା ମିଶ୍ରଣରେ ଭଲ ଭାବରେ ମିଶେଇ ଦିଅନ୍ତୁ । ଏବେ ଗୋଟେ ପାତ୍ରରେ ଅଳ୍ପ ପାଣି ନେଇ ତାକୁ ଉଷୁମ କରନ୍ତୁ ।

ସେହି ଉଷୁମ ପାଣିରେ ଏହି ମିଶ୍ରଣରୁ କିଛି ପେଷ୍ଟ ନେଇ ସେହି ପାଣିରେ ପକାଇ ତାହାକୁ ଘୋଡାଇ ଦିଅନ୍ତୁ । ଏହାକୁ ଆପଣ ସବୁଦିନ ସକାଳୁ ଖାଲି ପେଟରେ ସେବନ କରନ୍ତୁ । ମାତ୍ର ସାତ ଦିନ ଲଗାତାର ସେବନ କରିବା ଦ୍ଵାରା ଆପଣଙ୍କ ଶିର ଟାଣି ହେବା ଏବଂ ଆଣ୍ଠୁ ଗଣ୍ଠି ବିନ୍ଧା ମୂଳରୁ ଶେଷ ହୋଇଯିବ । ବନ୍ଧୁଗଣ ଆପଣ ସୁସ୍ଥ ରୁହନ୍ତୁ ଏବଂ ଏହି ପୋଷ୍ଟ ଟି ଗୋଟେ ସେୟାର କରି ଅନ୍ୟ ମାନଙ୍କୁ ମଧ୍ୟ ସୁସ୍ଥ ରଖନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *