3 ଦିନ ଲଗାତାର ପାନ ମଧୁରୀ ଖାଇବାର ଫାଇଦା ଜାଣିଲେ ଆଜିଠାରୁ ଆପଣ ଖାଇବା ଆରମ୍ଭ କରିଦେବେ, ଜଲ୍ଦି ଦେଖନ୍ତୁ ( Healthy Tips )

ବନ୍ଧୁଗଣ ପାନ ମଧୁରୀ ଆମ ସମସ୍ତଙ୍କ ଘରେ ରହିଥାଏ । ଏହାର ମିଠା ସୁଗନ୍ଧ ଏବଂ ସ୍ବାଦ ସମସ୍ତଙ୍କୁ ପସନ୍ଦ ଆସିଥାଏ । ଖାଦ୍ୟ ଖାଇ ସାରିବା ପରେ ଅଳ୍ପ ପାନ ମଧୁରୀ ର ସେବନ କଲେ ଏହା ପାଟିର ଦୁର୍ଗନ୍ଧ ଦୂର କରିଥାଏ ଏବଂ ଦାନ୍ତ ମଧ୍ୟ ସଫା ହୋଇଥାଏ । ହେଲେ କଣ ଆପଣ ଜାଣିଛନ୍ତି କି ପାନ ମଧୁରୀ ଆମ ଶରୀର ପାଇଁ କେତେ ଉପକାରୀ ହୋଇଥାଏ । ଆଜି ଆମେ ଆପଣଙ୍କୁ ଏହାର ଉପକାରିତା ବିଷୟରେ କହିବୁ ତେବେ ଚାଲନ୍ତୁ ଜାଣିବା ପାନ ମଧୁରୀ ଖାଇବାର ଉପକାରିତା ବିଷୟରେ ।

୧:- ଖାଦ୍ୟ ଖାଇସାରିବା ପରେ ପାନ ମଧୁରୀ ର ସେବନ କଲେ ଏହା ଖାଦ୍ୟ ହଜମ କ୍ରିୟାରେ ସାହାଯ୍ୟ କରିଥାଏ । ପାନ ମଧୁରୀ ଆମ ପାକସ୍ଥଳୀରେ ହଜମ ପାଇଁ ଆବଶ୍ୟକ ହେଉଥିବା ଜରୁରୀ ଏଞ୍ଜୈମି ର ଖ୍ୟାରଣକୁ ତୋରାଣିତ କରିଥାଏ । ଏହା ବ୍ୟତୀତ ପେଟ ଏବଂ ଅନ୍ତ ନଳିର ପୋଡ଼ା ଜଳାକୁ ଦୂର କରିଥାଏ । ଏହା ଦ୍ଵାରା ମୋଟାପଣ ମଧ୍ୟ କମିଥାଏ ।

୨:- ପାନ ମାଧୁରୀରେ ଭିଟାମିନ ସି, ଅମିନୋ ଏସିଡ, କବାଲ୍ଟ, ମଗ୍ନେଶିୟମ ଆଦି ମିନେରାଲ ରହିଥାଏ । ଯାହା ଆଖିର ସ୍ୱାସ୍ଥ୍ୟକୁ ଭଲ ରଖିଥାଏ । ଆଖି ଜନିତ ସମସ୍ତ ସମସ୍ୟା ମଧ୍ୟ ଦୂର କରିବାରେ ସାହାଯ୍ୟ କରିଥାଏ । ଯଦି ଆପଣଙ୍କ ଆଖିରେ ଚଷମା ଲାଗିଛି ତେବେ ପ୍ରତିଦିନ ପାନ ମଧୁରୀ ଖାଆନ୍ତୁ ଦେଖିବେ ଆପଣଙ୍କ ଚଷମା ଖୁବ କମ ସମୟରେ ବାହାରିଯିବ ।

୩:- ପାନ ମଧୁରୀର ସେବନ ପ୍ରତିଦିନ କରିବା ଦ୍ଵାରା କୋଷ୍ଠକାଠିନ୍ୟ ର ଭୟ ରହିନଥାଏ । ପାନ ମଧୁରୀରେ ଏସିଡିଟି ଦୂର କରିବାର ଗୁଣ ରହିଥାଏ । ଏଥିରେ ଥିବା ଅସ୍ଥେରିକ ଏସିଡ ନାମକ ତତ୍ତ୍ଵ ଯୋଗୁ ଏହା ପେଟରେ ସୃଷ୍ଟି ହେଉଥିବା ଗ୍ୟାସ କୁ ଦୂର କରିଥାଏ ।

୪:- ପାନ ମଧୁରୀରେ ନାଇଟ୍ରେଟ ପ୍ରଚୁର ମାତ୍ରାରେ ଥାଏ ଏହା ରକ୍ତ କୋସିକା କୁ ତିଆରି କରିବା ଏବଂ ଏହାର ସଂଖ୍ୟା ବଢ଼ିବାରେ ସହଯୋଗ କରିଥାଏ । ପାନ ମଧୁରୀ ଖାଇବା ସମୟରେ ଯେଉଁ ଲାଳ ବାହାରିଥାଏ ତାହା ନାଇଟ୍ରେଟ ମାତ୍ରାକୁ ବଢାଇ ରକ୍ତ ଚାପ କୁ ନିୟନ୍ତ୍ରିତ କରିଥାଏ ।

୫:- ପାନ ମଧୁରୀ ର ପେଷ୍ଟ ତିଆରି କରି ମୁହଁରେ ଲଗାଇବା ଦ୍ୱାରା ଚର୍ମ ରୋଗ ମଧ୍ୟ ଭଲ ହୋଇଥାଏ । ଏହା ବ୍ୟତୀତ ଏହି ପେଷ୍ଟ ସବୁଦିନ ଲଗାଇଲେ ମୁହଁରେ ବୟସ ଜନିତ ଝୁରି ପଡିନଥାଏ । ଏବଂ ଆପଣ ସବୁବେଳେ ଯବାନ ଦେଖାଯାଇଥାନ୍ତି । ତେବେ ବନ୍ଧୁଗଣ ଏହି ପୋଷ୍ଟ ଟି ଗୋଟେ ସେୟାର କରନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *