କେବଳ 7 ଦିନରେ ପେଟ, ଜଙ୍ଘ, ଅଣ୍ଟା, ହାତର ଚର୍ବି ସବୁଦିନ ପାଇଁ ଗାୟବ ହୋଇଯିବ, କେବଳ କରନ୍ତୁ ଏହି ଗୋଟିଏ ଉପାୟ ( Healthy Tips )

ଆଜି ଆମେ ଆପଣଙ୍କୁ ଏମିତି ଏକ ଜୁସ ବିଷୟରେ କହିବୁ ଯାହାକୁ କିଛି ଦିନ ସେବନ କରିବା ଦ୍ଵାରା ଆପଣଙ୍କ ପେଟର ଚର୍ବି ବହୁତ ମାତ୍ରାରେ କମି ଯିବ । ଅର୍ଥାତ ଆପଣଙ୍କ ମୋଟାପା ବି କମ ହୋଇଯିବ । ଏହା ଏକ ଆୟୁର୍ବେଦିକ ଉପାୟ ଅଟେ । କହିବାକୁ ଗଲେ ଆଜିକାଲି ପ୍ରାୟତଃ ଲୋକମାନେ ନିଜର ମୋଟାପା ଯୋଗୁ ଚିନ୍ତିତ ରହିଥାନ୍ତି । ବୟସ ବଢିବା ସହିତ ଓ ଅନ୍ୟ କିଛି କାରଣ ଯୋଗୁ ଶରୀରରେ ଚର୍ବି ଜମି ହୋଇ ରହିଯାଏ । ଯାହାକୁ କମ କରିବା ବହୁତ ହିଁ କଷ୍ଟସାଧ୍ୟ ହୋଇଥାଏ ।

ଯଦି ଥରେ କୌଣସି ବ୍ୟକ୍ତିର ଶରୀରରେ ଚର୍ବି ଲାଗିଯାଏ ଅର୍ଥାତ ସେ ମୋଟା ହୋଇଯାଏ ତେବେ ତାହା ସହଜରେ କମ ହୋଇ ନ ଥାଏ । ଲୋକମାନେ ଚର୍ବି କମ କରିବା ପାଇଁ ବିଭିନ୍ନ ପ୍ରକାରର ଉପାୟ କରିଥାନ୍ତି । ଯେମିତି କି ଡାଏଟିଙ୍ଗ । ଏହା ଦ୍ଵାରା ମୋଟାପା କମ ହୋଇଯାଏ କିନ୍ତୁ ଆପଣ ଦୁର୍ବଳ ବି ହୋଇ ଯାଆନ୍ତି ଓ ଶରୀରରେ ପୋଷାକ ମାତ୍ରା ବି କମ ହୋଇଯାଏ ।

ଶରୀରରେ ଅତ୍ୟଧିକ ଚର୍ବି ବଢିବା କାରଣରୁ ଶରୀର ଅସୁନ୍ଦର ଦେଖାଯାଏ । ଏହା ଦ୍ଵାରା ଆମେ କେତେକ ରୋଗର ଶିକାର ମଧ୍ୟ ହୋଇଥାଉ । ଆଜି ଆମେ ଆପଣଙ୍କୁ ଏକ ଜୁସ ବିଷୟରେ କହିବୁ ଯାହାକୁ କିଛି ଦିନ ସେବନ କରିଲେ ଆପଣ ନିଜର ଶରୀରର ଚର୍ବି ଅର୍ଥାତ ମୋଟାପାକୁ କମ କରି ପାରିବେ । ଏହି ଜୁସ ପାଇଁ ଯେଉଁ ସବୁ ସାମଗ୍ରୀ ଦରକାର ତାହା ଆପଣଙ୍କ ରୋଷେଇ ଘରେ ଅତି ସହଜରେ ମିଳିଯିବ ।

ଏହି ଜୁସକୁ ତିଆରି କରିବାର ପଦ୍ଧତି ବି ବହୁତ ସହଜ ଅଟେ । ଶରୀରର ଚର୍ବି କମ କରିବା ପାଇଁ ଆପଣ ଉଷୁମ ପାଣି ସେବନ କରନ୍ତୁ । ସକାଳୁ ଏକ ଗ୍ଳାସ ଉଷୁମ ପାଣି ପିଇବା ଦ୍ଵାରା ଆମର ପାଚନ ତନ୍ତ୍ର ଠିକ ରହିଥାଏ । ଏହା ମୋଟାପା କମ କରିବାରେ ବି ସହାୟକ ହୋଇଥାଏ । ଏହା ଛଡା ଉଷୁମ ପାଣିରେ ଗୋଟିଏ ଲେମ୍ବୁ ଚିପୁଡି ଦିଅନ୍ତୁ ଓ ସେଥିରେ ଏକ ଚାମଚ ମହୁ ମିଶାଇ ଦିଅନ୍ତୁ । ଏହି ଜୁସକୁ ସକାଳେ ଖାଲି ପେଟରେ ସେବନ କରନ୍ତୁ । ଏହା ଦ୍ଵାରା ବି ମୋଟାପା ବହୁତ ଜଲ୍ଦି କମ ହୋଇଯାଏ ।

ଏହି ଜୁସକୁ ପିଇବା ଦ୍ଵାରା ବଢୁଥିବା ମୋଟାପା କମ ହେବା ସହିତ ଆପଣଙ୍କ ପେଟ ବି ସଫା ରହିବ । ଆପଣ ସ୍କିନ ବି ଗ୍ଲୋ କରିବ । କିନ୍ତୁ ସକାଳୁ ଏହି ଜୁସ ପିଇବାର ପାଖାପାଖି ୪୫ ମିନିଟ ପର୍ଯ୍ୟନ୍ତ କୌଣସି ବି ପ୍ରକାରର ଖାଦ୍ୟ ସେବନ କରନ୍ତୁ ନାହିଁ । ଏହି ଜୁସକୁ ଆହୁରି ଅଧିକ ପ୍ରଭାବୀ କରିବା ପାଇଁ ଆପଣ ଏଥିରେ ଗୋଟିଏ ଚାମଚ ହଳଦୀ ବି ମିଶାଇ ପାରିବେ ।

ହଳଦୀ ମିଶାଇ ଏହି ଜୁସ ପିଇବା ଦ୍ଵାରା ମୋଟାପା ବହୁତ ଜଲ୍ଦି କମ ହେବାରେ ଲାଗିଥାଏ । ଏହି ଜୁସକୁ ସବୁଦିନ ପିଇବା ଦ୍ଵାରା ଶରୀରର ଚର୍ବି ବହୁତ ଜଲ୍ଦି କମ ହେବାରେ ଲାଗିବ । ଏହା ସହିତ ଆପଣଙ୍କୁ ଖାଦ୍ୟପେୟ ଉପରେ ବି କଣ୍ଟ୍ରୋଲ କରିବାର ଅଛି । ଏହି ପୋଷ୍ଟ ଟି ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *