ବାହାରିଥିବା ପେଟ, ମୋଟପା ( Belly Fat ), ଅଣ୍ଟା ଓ ଜଙ୍ଘ ର ଚର୍ବିକୁ ମହମ ପରି ତରଳେଇ ଦେବ, କେବଳ କରନ୍ତୁ ଏହି ଉପାୟ ( Healthy Tips )

ବନ୍ଧୁଗଣ ବର୍ତ୍ତମାନ ସମୟରେ ସୁସ୍ଥ ରହିବା ନିହାତି ଆବଶ୍ୟକ । ସୁସ୍ଥ ରହିଲେ ବିଭିନ୍ନ ରୋଗ ମାନଙ୍କ ଠାରୁ ଆମେ ଦୂରେଇ ରହିପାରିବା । ମୋଟାପା ପାଇଁ ବର୍ତ୍ତମାନ ସମସ୍ତେ ଚିନ୍ତିତ କାରଣ ଏହି ମୋଟାପଣ କାରଣରୁ ରୋଗ ଖୁବ ଶୀଘ୍ର ଆମର ଶରୀରରେ ପ୍ରବେଶ କରିଥାଏ । ତେବେ ବନ୍ଧୁଗଣ ଆଜି ଆମେ ଆପଣଙ୍କ ପାଇଁ ଗୋଟେ ବହୁତ ସହଜ ଓ ଶକ୍ତିଶାଳୀ ଘରୋଇ ଉପଚାର ନେଇ ଆସିଛୁ ଯାହା ଦ୍ଵାରା ଆପଣ ନିଜର ବଢୁଥିବା ଓଜନ କୁ ଖୁବ କମ ସମୟରେ କଣ୍ଟ୍ରୋଲ କରିପାରିବେ ।

ଆପଣଙ୍କ ଶରୀରରେ ଥିବା ସମ୍ପୂର୍ଣ୍ଣ ଚର୍ବି ବା ଫ୍ୟାକ୍ଟ ଅଂଶକୁ ଏହା ଶେଷ କରିଦେବ । ଏବେକା ସମୟରେ ସମସ୍ତଙ୍କ ମୋଟାପଣ ବଢିବାରେ ଲାଗିଛି । ଲୋକମାନେ ଏହି ମୋଟାପଣରୁ ମୁକ୍ତି ପାଇବା ପାଇଁ ବିଭିନ୍ନ ପ୍ରକାରର ଔଷଧ ମଧ୍ୟ ଖାଉଛନ୍ତି । କିନ୍ତୁ ଏହି ଔଷଧ ଦେହ ପାଇଁ ବହୁତ କ୍ଷତିକାରକ ହୋଇଥାଏ । ବହୁତ ଲୋକ ଜୀମ ଯାଇ ପରିଶ୍ରମ କରି ଓଜନ କମାଇବାକୁ ଚେଷ୍ଟା କରିଥାନ୍ତି କିନ୍ତୁ ବହୁତ ଲୋକ ଏମିତି ମଧ୍ୟ ଅଛନ୍ତି ଯେଉଁମାନଙ୍କୁ ଜିମ ଯିବାପାଇଁ ସମୟ ମିଳୁନାହିଁ । ତେବେ ଆଜି ଆମେ ଯେଉଁ ଉପଚାର ଟି ଆପଣଙ୍କୁ କହିବୁ ତାହା ଆପଣଙ୍କ ପାଇଁ ବହୁତ ଲାଭଦାୟକ ରହିବ । ତେବେ ଚାଲନ୍ତୁ ଜାଣିବା ।

ବନ୍ଧୁଗଣ ଏହି ଘରୋଇ ଉପଚାର ଟି ବନାଇବା ପାଇଁ ଆପଣଙ୍କୁ ମାତ୍ର ଦୁଇଟି ଜିନିଷର ଆବଶ୍ୟକତା ପଡ଼ିବ । ପ୍ରଥମ ଜିନିଷଟି ହେଉଛି ପିପଳି ଯାହା ଆପଣଙ୍କୁ ସାଧାରଣ ତେଜରାତି ଦୋକାନ ମାନଙ୍କରେ ମିଳିଯିବ । ଏହା ଗୋଟେ ଆୟୁର୍ବେଦ ଔଷଧ ଅଟେ । ମୋଟାପଣ କମ କରିବାରେ ଏହି ପିପଳି ବହୁତ ଚମତ୍କାରି ଫଳ ଦେଇଥାଏ । ଏହା ଆପଣଙ୍କ ଓଜନ କୁ ବଢ଼ିବାକୁ ଦେଇନଥାଏ ।

ଏଥିରେ ଏମିତି ଔଷଧୀୟ ଗୁଣ ରହିଛି ଯାହା ଆପଣଙ୍କ ଶରୀରରେ ଚର୍ବି ଅଂଶକୁ ମଧ୍ୟ ନିୟନ୍ତ୍ରଣ କରିଥାଏ । ଏହା ସହିତ ଆପଣଙ୍କୁ ଆକ୍ଟିଭ ମଧ୍ୟ କରିଥାଏ । ସାଥିରେ ଏହା ଆପଣଙ୍କ ପାଚକ ଶକ୍ତି କୁ ମଧ୍ୟ ବଢ଼ାଇଥାଏ । ଏହା ସହିତ ଏହି ପିପଳି ହୃଦୟ ସମ୍ବନ୍ଧିତ ରୋଗ, କଲେଷ୍ଟ୍ରୋଲ,ଉଚ୍ଚ ରକ୍ତଚାପ, ଡାଇବେଟିସ, ଏସିଡିଟି, କଷ୍ଠକଠୀନ ଭଳି ସମସ୍ୟା ମଧ୍ୟ ଦୂର କରିଥାଏ ।

ଦୁତିୟ ଜିନିଷ ଯାହା ଏହି ଉପଚାର ପାଇଁ ଆବଶ୍ୟକ ତାହା ହେଉଛି ମହୁ । ସାଧାରଣତଃ ସମସ୍ତେ ଜାଣିଥାନ୍ତି କି ମହୁ ଶରୀର ପାଇଁ କେତେ ଭଲ ହୋଇଥାଏ । ମହୁ ଓଜନ କମାଇବାରେ ମଧ୍ୟ ସାହାଯ୍ୟ କରିଥାଏ । ମହୁ ଦ୍ୱାରା ଶରୀରରେ ଫ୍ୟାଟ୍ ବଢ଼ିନଥାଏ । ତେବେ ଚାଲନ୍ତୁ ଜାଣିବା ଏହି ଘରୋଇ ଉପଚାର ଟିର ଏହାର ପ୍ରସ୍ତୁତି ପ୍ରଣାଳୀ ।

ପ୍ରଥମେ ଆପଣ ୧୦ ଗ୍ରାମ ପିପଳି ନିଅନ୍ତୁ ଏବଂ ଏହାର ଗୁଣ୍ଡ ତିଆରି କରିଦିଅନ୍ତୁ । ଏହି ଚୂନ କୁ ରୁ ୧ ଚାମଚ ଏକ ପାତ୍ରରେ ବାହାର କରନ୍ତୁ । ସେହି ପାତ୍ରରେ ୨ ଚାମଚ ମହୁ ମିଶାନ୍ତୁ । ଏବଂ ଏହା ପରେ ଭଲ ଭାବରେ ତାକୁ ମିଶାଇ ଦିଅନ୍ତୁ । ତେବେ ପ୍ରତିଦିନ ସକାଳୁ ଉଠିବା ମାତ୍ରେ ବସି ମୁହଁରେ ୨ ଗ୍ଲାସ ଉଷୁମ ପାଣି ପିଅନ୍ତୁ ଏବଂ ଏହା ପରେ ଏହି ମିଶ୍ରଣ ଟିକୁ ଚାଟି ଚାଟି ଖାଆନ୍ତୁ ।

ରାତିରେ ଶୋଇବା ପୁର୍ବରୁ ମଧ୍ୟ ଏହାର ସେବନ କରନ୍ତୁ । ଦେଖିବେ ମାତ୍ର ୧୦ ଦିନ ଭିତରେ ଆପଣଙ୍କ ମୋଟାପଣ କେମିତି ଦୂର ହୋଇଯିବ । ଏହି ଉପାୟରେ ଖୁବ୍ ସହଜ ଏବଂ ଉପକାରୀ ମଧ୍ୟ । ଏହାର ବ୍ୟବହାର କରିବା ପରେ ଆପଣ ନିଜେ ଏହାର ରେଜଲ୍ଟ ଦେଖିପାରିବେ । ତେବେ ବନ୍ଧୁଗଣ ଆପଣ ସୁସ୍ଥ ରୁହନ୍ତୁ ଏବଂ ଏହି ପୋଷ୍ଟ ଟି ସେୟାର କରି ଅନ୍ୟ ମାନଙ୍କୁ ମଧ୍ୟ ସୁସ୍ଥ ରଖନ୍ତୁ । ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *