ରସୁଣର 1 ପାଖୁଡା ରାତିରେ ରାତିରେ ଚୁପଚାପ ଖାଇଦିଅନ୍ତୁ, ତାପରେ ଯାହାହେବ ଆପଣ କେବେ ଭାବିନଥିବେ ( Healthy Tips )

ବନ୍ଧୁ ମାନେ ରସୁଣ କୁ ଆମେ ସବୁ ବେଳେ ବ୍ୟବହାର କରି ଥାଉ ଆପଣ ଏହାକୁ ଅନ୍ୟ କାମରେ ମଧ୍ୟ ବ୍ଯ୍ବହାର କରି ପାରିବେ । ଶାଧାରଣ ଭାବେ ହା ଏକ ଏହି ଭଳି ଖାଦ୍ଯ ଯାହାକୁ ଆମେ ମସଲା ରେ ଅନ୍ତଭୂକ୍ତ କରିଛେ । ଏହା ଭାରତ ନୁହେଁ ଭାରତ ବାହାରେ ଅମଧ୍ୟ ସବୁ ଦିନ ଜୀବନରେ ବ୍ୟବହାର କରା ଯାଇ ଥାଏ । ଏହା ଦ୍ଵାରା ଖାଦ୍ଯରେ ଥିବା ଆସ୍ଵାଦ ବହୁତ ବଢି ଯାଇ ଥାଏ ଏତେ ଅଧିକା କି ଲୋକମାନେ ଏହାକୁ ବ୍ୟବହାର କରିବା ପାଇଁ ବାଧ୍ୟ ହୋଇ ଛନ୍ତି ।

ମାତ୍ର ଆଜି କାଲୀ ଏହାର ବ୍ଯବହରା ଅଧିକା ରୁ ଅଧିକା ହେବାରେ ଲାଗିଛି ଏହାର କାରଣ ହେଉଛି କି ରସୁଣ କୁ ଆମେ କେବଳ ନିଜ ଖାଦ୍ଯରେ ନୁହେଁ ଏହାକୁ ଆମେ ଔଷଧ ଭାବେ ମଧ୍ୟ ବ୍ୟବହାର କରିବା ଭଲ ହୋଇଥାଏ ।

ଆପଣ ଯଦି ଏହାକୁ ଥଣ୍ଡା ହୋଇଥିବା ଲୋକକୁ ସବୁ ଦିନ ଗୋଟାଏ ଲେଖାଏ ଖାଇବା ପାଇଁ ଦେବେ ଏହା ଦ୍ଵାରା ତାର ଥନନ୍ଦା ଭଲ ହୋଇଯିବ । ଆପଣ ଏହାକୁ ସୋରିଷ ତେଲରେ ପକାଇ ଦେଇ ଭଲ ଭାବେ ଏହାକୁ ଫୁଟାଇବା ଓ ଏହା ଆରେ ଆମେ ଏହାକୁ ଆଣ୍ଠୁ ଗଣ୍ଠି ପାଇଁ ମଧ୍ୟ ଆପଣ ଏହାକୁ ଖାଇବା ଭଲ ହୋଇଥାଏ ।

ଆପଣ ଏହାକୁ ରାତିରେ ଯଦି ଏକ ରସୁଣ ଖାଇବା ଦ୍ଵାରା ଆପଣଙ୍କ ଶରୀର ରେ ଥିବା ବିଶାକ୍ତ ପଦାର୍ଥ ସବୁ ବାହାରକୁ ବାହାରି ଯାଇ ଥାଏ । ଏହା ସହ ଆପଣ ଏହାକୁ ଖାଇବା ଦ୍ଵାରା ଆପଣଙ୍କ ଶରୀର ରେ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢି ଥାଏ ।

ଆପଣ ଏହାକୁ ଯଦି ସବୁ ଦିନ ରାତିରେ ଖାଇବେ ଶୋଇବା ଆଗରୁ ତେବେ ଏହା ଦ୍ଵାରା ଆପଣଙ୍କ ଉଚ୍ଚ ରକ୍ତ ଚାପ ବଢିବାରେ ଲାଗିଥାଏ । ଆପଣ ଏହା ମଧ୍ୟ ଜାଣିବା ଭଲ ହୋଇଥାଏ କି ଏହାକୁ ଆପଣ ଯଦି ରୋରୀ ସହ କିମ୍ବା ଏହାକୁ ଆପଣ ଯଦି କଞ୍ଚା ଚୋବାଇକି ଖାଇ ପାରିବେ ଏହା ଆହୁରି ଭଲ ।

ମାନୁଛୁ କି ଏହା ର ସ୍ଵାଦ ଖାଲି ପାଟିରେ ଖାଇବା ପାଇଁ ଆପଣଙ୍କୁ ଭଲ ନଲାଗି ପାରେ ମାତ୍ର ଏହାର ଫାଇଦା ଆପଣ ଦେଖିଲେ ଏହାକୁ ନ ଖାଇକି ରହି ପାରିବେନି । ଆପଣ ଏକ କଥାକୁ ଧ୍ୟାନ ରେ ରଖିବା ଭଲ ହୋଇଥାଏ କି ଆପଣ ଯଦି ନିଜକୁ ସୁସ୍ଥ କରିବା ପାଇଁ ଭଲ ପାଉଛନ୍ତି ତେବେ ଆପଣ ଏହାର ସେବନ କରନ୍ତୁ ଓ ମାସେରେ ଆପଣ ଏହାର ପରିଣାମ ଦେଖନ୍ତୁ । ତେବେ ବନ୍ଧୁଗଣ ଏହି ପୋଷ୍ଟ ଟି ଗୋଟେ ସେୟାର କରିବାକୁ ଅନୁରୋଧ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *