ରାତିରେ ଭାତ ଖାଉଛନ୍ତି କି ତେବେ ହେଇ ଯାଆନ୍ତୁ ସାବଧାନ, ତେବେ ନିଶ୍ଚୟ ପଢନ୍ତୁ ଏ-ହା-କୁ

ଭାତ ଆମର ପ୍ରଧାନ ଖାଦ୍ୟ । ଏହାକୁ ଆମେ ମହତ୍ତ୍ଵ ପୂର୍ଣ୍ଣ ଖାଦ୍ୟ ଭାବରେ ଗ୍ରହଣ କରିଥାଉ । ଭାତ ଦ୍ଵାରା ଅମା ଶରୀର କୁ ବହୁତ ଖାଦ୍ୟସାର ପ୍ରାପ୍ତ ହୋଇଥାଏ । ଆମ ର ଲୋକମାନେ ପ୍ରତିଦିନ ଦରକାର ଠୁ ଅଧିକ ଭାତ ଖାଇଥାନ୍ତି । ଭାତ ରେ ଆମ ଶରୀର ପାଇଁ ସବୁ ପ୍ରକାର ପୋଷକ ତତ୍ଵ ନଥାଏ । ସବୁ ସମୟରେ ଭାତ ଖାଇବା ଭଲ ନୁହଁ । ପ୍ରତିଦିନ ଭାତ ଖାଇବା ଦ୍ଵାରା ଶରୀର ଉପରେ କୁପ୍ରଭାବ ପଡିଥାଏ ଓ ବିଭିନ୍ନ ରୋ-ଗ ସୃଷ୍ଟି ହୋଇଥାଏ ।

ଶରୀର ପାଇଁ ସମସ୍ତ ପ୍ରକାର ପୋଷକ ତତ୍ଵର ଆବଶ୍ୟକତା ରହିଛି । ଭାତ ରେ ଶ୍ୱେତସାର ଅଧିକ ପରିମାଣରେ ରହିଛି ଓ ଅଳ୍ପ ପରିମାଣରେ ଭିଟାମିନ C , କ୍ୟାଲସିୟମ ରହିଛି । ଦିନ ସମୟ ରେ ଭାତ ଖାଇଲେ ଏହା ପରିଶ୍ରମ ରେ ଲାଗିଯାଏ ହେଲେ ରାତିରେ ଏହା ଅନୁଚିତ। ଆସନ୍ତୁ ଜାଣିବା ରାତିରେ ଭାତ ଖାଇବା ର ପ-ରି-ଣା-ମ ବିଷୟରେ

ଭାତ ଅଧିକ ଖାଇବା ମୋଟପା ର ଏକ ପ୍ରମୁଖ କାରଣ । ଭାତ ରେ ଅଧିକ ପରିମାଣରେ ଫ୍ୟାଟ ରହିଛି । ଭାତ ରେ ଅଧିକ ଫ୍ୟାଟ ଥିବାରୁ ଆମେ ମୋଟା ହୋଇଯାଉ। ଭାତ ଖାଇବା ପରେ ଅଧିକ ହା-ଲି-ଆ ଲାଗେ । ଭାତ ର ଅଧିକ ସେବନ ଶରୀର ପାଇଁ କ୍ଷ-ତି-କା-ର-କ ଅଟେ।

ଭାତ ଖାଇବା ଦ୍ଵାରା ଶରୀର ରେ ସୁଗାର ମାତ୍ରା ବଢେ । ଓ ସୁଗାର ର ମାତ୍ରା ବଢିବା ଯୋଗୁଁ ଡା-ଇ-ବେ-ଟି-ସ ହୁଏ। ଅଧିକ ରୁ ଅଧିକ ଲୋକ ଡା-ଇ-ବେ-ଟି-ସ ରୋ-ଗ ରେ ପୀଡ଼ିତ ହେଉଛନ୍ତି । ଭାତ ରେ ଅଧିକ ପରିମାଣରେ ଶ୍ୱେତସାର ରହିଛି ତେଣୁ ଭାତ ର ଅଧିକ ସେବନ ଡା-ଇ-ବେ-ଟି-ସ ର ମୁଖ୍ୟ କାରଣ ।

ଭାତ ଅଧିକ ଖାଇବା ଦ୍ଵାରା ଆମ ପାଚନ ତ-ନ୍ତ୍ର ଭାରି ହୋଇଯାଏ, ଓ ଏହା ଅଧିକ ଭାରି ଥାଏ। ଭାତ ଆମ ପାଚନ ପ୍ରକ୍ରିୟା କୁ ଖ-ରା-ପ କରେ। ଭାତକୁ ଆମ ପାଚନ ତ-ନ୍ତ୍ର ନିୟନ୍ତ୍ରଣ କରିପାରେ ନାହିଁ । ଭାତ ବହୁତ୍ ଓଜନ ଦାର ବା ହେବି ଖାଦ୍ୟ ହୋଇଥାଏ ଯାହା ଦ୍ଵାରା ଆମ ପାଚନ ତ-ନ୍ତ୍ର କୁ ବହୁତ କ୍ଷ-ତି ସହିବାକୁ ପଡେ ।

ଭାତ ଖାଇବା ଦ୍ଵାରା ଶରୀର ଆଳସ୍ୟ ପୂର୍ଣ୍ଣ ହୋଇଯାଏ । ଭାତ ରେ ଶୁଗାର ର ମାତ୍ରା ଅଧିକ ଥିବାରୁ ଭାତ ଖାଇଲା ପରେ ହା-ଲି-ଆ ଲାଗେ। କାମ କରିବା ପୂର୍ବରୁ ଭାତ ଖାଇବା ଶରୀର ପାଇଁ କ୍ଷ-ତି-କା-ର-କ। ଭାତ ଖାଇବା ପରେ ଶରୀର ଆଳସ୍ୟ ରେ ଭରି ଯାଏ ଓ କାମ କରିବାକୁ ଆଗ୍ରହ ଲାଗେନି । ରାତି ସମୟରେ ଭାତ ଖାଇବା ଖ-ରା-ପ୍ ।

ଭାତ ଅଧିକ ସେବନ କରିବା ଆ-ଜ-ମା ରୋ-ଗୀ-ଙ୍କ ପାଇଁ କ୍ଷ-ତି-କା-ର-କ। ଭାତ ଅଧିକ ଖାଇଲେ ଥଣ୍ଡାବଢେ। ଭାତ ଶରୀରରେ ଥଣ୍ଡା ର ପରିମାଣ କୁ ବୃଦ୍ଧି କରେ ଓ ଆ-ଜ-ମା ରୋ-ଗ-ର କାରଣ । ତେଣୁ ଭାତ ଆମ ପାଇଁ କି ଆ-ଜ-ମା ରୋ-ଗୀ-ଙ୍କ ପାଇଁ ଭଲ ନୁହଁ । ଯଦି ଆମେ ଭାତ ଖାଇବା କୁ ନିୟନ୍ତ୍ରଣ ନ କରିବା ତ ଥଣ୍ଡା ଆମକୁ ଛାଡିକି ଯିବ ନାହିଁ।

ଭାତ ଅଧିକ ଖାଇବା ଦ୍ଵାରା ଆମ ହା-ଡ଼ ମଧ୍ୟ ଦୁ-ର୍ବ-ଳ ହୋଇଯାଏ। ହା-ଡ଼ ପାଇଁ ବହୁତ ଭିଟାମିନ C ଓ କ୍ୟାଲସିୟମ ର ଅବସ୍ୟକତା ରହିଛି । ଯାହା ଭାତରେ ନାହିଁ । ଭାତ ର ଅଧିକ ସେବନ ଆଣ୍ଠୁ ଗଣ୍ଠି ବ୍ୟଥା ଓ ଶରୀର ବ୍ୟ-ଥା ର କାରଣ ହୋଇଥାଏ । ଏଥିପାଇଁ ରାତିରେ ଭାତ ଖାଇବା ପାଇଁ ଡାକ୍ତର ମାନେ ମନା କରିଥାନ୍ତି । ଏହା ଆମ ସ୍ୱାସ୍ଥ୍ୟ ପାଇଁ ଉଚିତ ହୋଇ ନଥାଏ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *